"ଅଯୁଗ୍ମ ସଂଖ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠାଟିକୁ ଖାଲି କରିଦେଲେ
ଟ୍ୟାଗ: Blanking
ଟିକେ ତଥ୍ୟ ଯୋଡିବା
୧ କ ଧାଡ଼ି:
ଏକ ପ୍ରାକୃତିକ ସଂଖ୍ୟା ଯାହା ୨ ଦ୍ଵାରା ବିଭାଜ୍ୟ ନୁହେଁ ଅର୍ଥାତ ୨ ଦ୍ଵାରା ଭାଗ କଲେ ଭାଗଫଳ ଶୁନ (୦) ରହେ ନାହିଁ ସେହି ସବୁ ସଂଖ୍ୟା ହେଉଛି '''ଅଯୁଗ୍ମ ସଂଖ୍ୟା''' । ଏହାର ବୀପରିତ ସଜ୍ଞା ହେଉଛି [[ଯୁଗ୍ମ ସଂଖ୍ୟା]] । ଗାଣିତିକ ସଂକେତରେ ଯୁଗ୍ମ ସଂଖ୍ୟାକୁ ୨n+ ୧ (ଯେଉଁଠି n ହେଉଛି ଏକ ପ୍ରାକୃତିକ ସଂଖ୍ୟା ) ଭାବେ ପ୍ରକାଶ କରାଯାଏ ।
ଉଦାହରଣ ସ୍ବରୁପ ୧ ଠାରୁ ୩୦ ମଧ୍ୟରେ ଥିବା ଅଯୁଗ୍ମ ସଂଖ୍ୟା ଗୁଡିକ ହେଉଛି
 
:'''୧''', '''୩''', '''୫''', '''୭''', '''୯''', '''୧୧''', '''୧୩''', '''୧୫''', '''୧୭''', '''୧୯''', '''୨୧''', '''୨୩''', '''୨୫''', '''୨୭''' ଏବଂ '''୨୯''' ।
== ଅଯୁଗ୍ମ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ ==
* ଶୁନ (୦ ) ଏକ ଅଯୁଗ୍ମ ସଂଖ୍ୟା ନୁହେଁ, କାରଣ ଏହା ୨ ଦ୍ଵାରା ବିଭାଜ୍ୟ ।<ref>{{citation|title=A Walk Through Combinatorics: An Introduction to Enumeration and Graph Theory|first=Miklós|last=Bóna|publisher=World Scientific|year=2011|isbn=9789814335232|page=178|url=https://books.google.com/books?id=TzJ2L9ZmlQUC&pg=PA178}}.</ref>
 
ଯୁଗ୍ମ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:<ref name="nios">{{cite web|title=Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|accessdate=10 June 2018}}</ref>
* ଦୁଇଟି ଅଯୁଗ୍ମ ସଂଖ୍ୟାର ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।<ref name="rod">{{citation|title=Figuring Out Mathematics|first=|last=A.V.Vijaya & Dora Rodriguez|publisher=Pearson Education India|isbn=9788131703571|pages=20–21|url=https://books.google.com/books?id=9ZN9LuHb0tQC&pg=PA20}}.</ref>
 
ଗାଣିତିକ ସଂକେତରେ : ଅଯୁଗ୍ମ ± ଅଯୁଗ୍ମ = ଯୁଗ୍ମ
*ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଅଯୁଗ୍ମ ସଂଖ୍ୟା ମିଳିଥାଏ ।
 
ଗାଣିତିକ ସଂକେତରେ : ଯୁଗ୍ମ ± ଅଯୁଗ୍ମ = ଅଯୁଗ୍ମ<ref name="rod"/>
* ଦୁଇଟି ଯୁଗ୍ମ ସଂଖ୍ୟାର [[ଗୁଣନ]] ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।
 
ଗାଣିତିକ ସଂକେତରେ : ଅଯୁଗ୍ମ × ଅଯୁଗ୍ମ = ଅଯୁଗ୍ମ<ref name="rod"/>
*ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଗୁଣନ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।
 
ଗାଣିତିକ ସଂକେତରେ : ଯୁଗ୍ମ × ଅଯୁଗ୍ମ = ଯୁଗ୍ମ<ref name="rod"/>
 
== ଆଧାର ==
{{ଆଧାର}}
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
== ବାହାର ଲିଙ୍କ ==
[[ଶ୍ରେଣୀ:ସଂଖ୍ୟା]]
[[ଶ୍ରେଣୀ:ଗଣିତ]]