"ସାଗର ଗଙ୍ଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୮ କ ଧାଡ଼ି:
'''ସାଗର ଗଙ୍ଗା''', ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଜୟ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ରଚନା ବାନାର୍ଜୀ, ଶରତ ପୂଜାରୀ, ଦୁଃଖିରାମ ସ୍ୱାଇଁ, ଅନୂପ ମିଶ୍ର, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ସୁଜାତା ଆନନ୍ଦ, ଗୀତା ରାଓ, ଦେବୁ ବୋଷ, ଅଶୋକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ରଚନା ବାନାର୍ଜୀ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।
 
==ଅଭିନୟ==