"ସାଗର ଗଙ୍ଗା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
|||
୨୭ କ ଧାଡ଼ି:
'''ସାଗର ଗଙ୍ଗା''', ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଜୟ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ରଚନା ବାନାର୍ଜୀ ଶରତ ପୂଜାରୀ ଦୁଃଖିରାମ ସ୍ୱାଇଁ ଅନୂପ ମିଶ୍ର ରାଇମୋହନ ପରିଡ଼ା ଜୟୀରାମ ସାମଲ ଦୁଃଖିରାମ ସ୍ୱାଇଁ ସୁଜାତା ଆନନ୍ଦ ଗୀତା ରାଓ ଦେବୁ ବୋଷ ଅଶୋକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
==ଅଭିନୟ==
|