"ହରଣ (ଗଣିତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
୨ କ ଧାଡ଼ି:
 
ଭାରତୀୟ ସଂଖ୍ୟା ପ୍ରଣାଳୀରେ ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ '''ହରଣ''' ଅନ୍ୟତମ । ଅନ୍ୟ ଚିନୋଟି ହେଲେ; [[ମିଶାଣ]], [[ଫେଡାଣ]] ଓ [[ଗୁଣନ]] । ପ୍ରକାରାନ୍ତରେ, ହରଣ ପ୍ରକ୍ରିୟାରେ ମୂଳ ସଂଖ୍ୟାରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ବାରମ୍ବାର ଫେଡାଣ କରାଯାଏ । ଗାଣିତିକ ସଂକେତରେ ଏହି ପ୍ରକ୍ରିୟା '''÷''' ଚିହ୍ନ ଦ୍ୱାରା (କଂପ୍ୟୁଟର ପଦ୍ଧତିରେ '''/''' ଦ୍ୱାରା) ପ୍ରକାଶିତ । ଉଦାହରଣ ସ୍ୱରୂପ, ୧୨ ÷ ୩ = ୪ (ଏଠାରେ ୧୨ରୁ ୩କୁ ବାରମ୍ବାର ଫେଡିଦିଆଗଲା ।<ref name="nios">{{cite book|title=ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା|publisher=National Institute of Open Schooling|page=13|pages=|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf}}</ref> ଦୁଇଟି ରାଶି ମଧ୍ୟରେ ହରଣ କଲାବେଳେ ପ୍ରଥମେ ଭାଜ୍ୟ ଏବଂ ପରେ ଭାଜକ କୁ ଲେଖାଯାଏ । ଯେପରିକି, ୧୨ ÷ ୩= ୪ ରେ, ୧୨ ହେଉଛି '''ଭାଜ୍ୟ''', ୩ ହେଉଛି '''ଭାଜକ''' ଏବଂ ୪ ହେଉଛି '''ଭାଗଫଳ''' ।
== ଗୁଣନରହରଣର ଧର୍ମ ସମୂହ ==
ହରଣ ପ୍ରକ୍ରିୟାରେ ୧ ହେଉଛି ଏହିଭଳି ଏକ ରାଶି ଯାହାଦ୍ୱାରା ହରଣ କରିବାପରେ ମୂଳ ସଂଖ୍ୟାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୁଏନାହିଁ ।
 
ଗୁଣନହରଣ ପ୍ରକ୍ରିୟାର ଆଉ କିଛି ଗାଣିତିକ ଧର୍ମ ହେଉଛି:
 
* ହରଣ ହେଉଛି [[ଗୁଣନ]] ର ବୀପରିତ ଗାଣିତିକ ପ୍ରକ୍ରିୟା । ଉଦାହରଣ ସ୍ୱରୂପ, ୩ × ୪ = ୧୨ ହେବାସ୍ଥଳେ ୧୨÷୪ = ୩ ହେବ
"https://or.wikipedia.org/wiki/ହରଣ_(ଗଣିତ)"ରୁ ଅଣାଯାଇଅଛି