"୧ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬ କ ଧାଡ଼ି:
* ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ । ୧ର ଯେ କୌଣସି ଘାତ ନେଲେ ବି ସେହି ଘାତାଙ୍କ ରାଶି ର ମୂଲ୍ୟ ସର୍ବଦା ୧ ହୁଏ ।
* ୦ ବ୍ୟତୀତ ଯେ କୌଣସି ସଂଖ୍ୟାକୁ ସେହି ସଂଖ୍ୟାରେ ଭାଗ କଲେ ଭାଗଫଳ ସର୍ବଦା ୧ ମିଳେ ।
* ୧ ହେଉଛି ପ୍ରଥମ ଅଯୁଗମଅଯୁଗ୍ମ ସଂଖ୍ୟା ତଥା [[ଗଣନ ସଂଖ୍ୟା]] ଶ୍ରେଣୀର ପ୍ରଥମ ସଂଖ୍ୟା ।
* ଗଣନ ସଂଖ୍ୟା ସେଟରେ ୧ ହେଉଛି ଏକମାତ୍ର ଗଣନ ସଂଖ୍ୟା ଯାହାର ପୂର୍ବବର୍ତ୍ତୀ ସଂଖ୍ୟା ନାହିଁ ।<ref name="mooc">{{cite web|title=ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|publisher=National Institute of Open Schooling|accessdate=12 June 2018}}</ref>
 
== ଅଙ୍କ ଜ୍ୟୋତିଷରେ ମହତ୍ତ୍ବ ==
"https://or.wikipedia.org/wiki/୧_(ସଂଖ୍ୟା)"ରୁ ଅଣାଯାଇଅଛି