"ଗଣନ ସଂଖ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up
୨ କ ଧାଡ଼ି:
ଭାରତୀୟ ସଂଖ୍ୟା ପ୍ରଣାଳୀରେ ବସ୍ତୁ ଗୁଡିକୁ ଗଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିର ସଂଖ୍ୟାସବୁକୁ ବ୍ୟବହାର କରାଯାଉଛି । ଏହି ପଦ୍ଧତିର ସଂଖ୍ୟାସବୁ ହେଲା ୧,୨,୩, ........ ଇତ୍ୟାଦି । ୧ ଠାରୁ ଆରମ୍ଭ ଏହି ସଂଖ୍ୟା ଶ୍ରେଣୀକୁ '''ଗଣନ ସଂଖ୍ୟା''' କୁହାଯାଏ । ଗଣନ ସଂଖ୍ୟା ସମୁହର ପ୍ରତ୍ୟେକ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ବସ୍ତୁ ସମୁହର ସଂଖ୍ୟା ସହ ସମ୍ବନ୍ଧିତ କରାଯାଇଥାଏ । ଏଗୁଡିକୁ ମଧ୍ୟ '''ପ୍ରାକୃତିକ ସଂଖ୍ୟା''' କୁହାଯାଏ ।<ref name="brilliant">{{cite web|title=Natural Numbers|url=https://brilliant.org/wiki/natural-numbers/|accessdate=10 June 2018}}</ref> <ref name="statisticshowto">{{cite web|title=Natural Number: Definition and Examples|url=http://www.statisticshowto.com/natural-number/|accessdate=11 June 2018}}</ref>
== ଗାଣିତିକ ଧର୍ମ ==
ଗଣନ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:<ref name="niosmooc">{{cite web|title=Unit-5 ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|publisher=National Institute of Open Schooling|accessdate=1012 June 2018}}</ref>
* ଶୁନ (୦ ) ଗଣନ ସଂଖ୍ୟା ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେଁ । କାରଣ ବସ୍ତୁର ଗଣନା ସବୁବେଳେ ୧ରୁ ଆରମ୍ଭ ହୋଇଥାଏ ।
* ସର୍ବନିମ୍ନ ଗଣନ ସଂଖ୍ୟା ହେଉଛି [[୧ (ସଂଖ୍ୟା)|୧]] ।