"ଲଘିଷ୍ଠ ସାଧାରଣ ଗୁଣିତକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ଯୋଡିବା
୬ କ ଧାଡ଼ି:
* ଭଗ୍ନାଂଶ ଗୁଡିକର ଯୋଗ/ବିଯୋଗ ପ୍ରକ୍ରିୟାରେ ହରମାନଙ୍କର ଲସାଗୁ ହେବ ଯୋଗଫଳର ଲସାଗୁ ।
* ପୂର୍ଣ୍ଣାଙ୍କ ମାନଙ୍କର ଲସାଗୁ ଓ ଗସାଗୁର ଗୁଣଫଳ ହେବ ସଂପୃକ୍ତ ସଂଖ୍ୟାମାନଙ୍କର ଗୁଣଫଳ ।<ref name="artofproblemsolving">{{cite web|title=Least common multiple|url=https://artofproblemsolving.com/wiki/index.php?title=Least_common_multiple|accessdate=11 June 2018}}</ref>
== ଉଦାହରଣ ==
୪ ଓ ୬ର ଲସାଗୁ:
 
୪ର ଗୁଣିତକସବୁ ହେଲା:- ୪, ୮, ୧୨, ୧୬, ୨୦, ୨୪ ...............
 
୬ର ଗୁଣିତକ ସବୁ ହେଲା:- ୬, ୧୨, ୧୮, ୨୪ .................
 
ଉଭୟ ମଧ୍ୟରେ ସାଧାରଣ ଗୁଣିତକଗୁଡିକ ହେଲା: ୧୨, ୨୪ .........
 
ଅତଏବ '''ଲଘିଷ୍ଠ ସାଧାରଣ ଗୁଣିତକ''' ଟି ହେଉଛି - ୧୨
 
== ଆଧାର ==