"ଲଘିଷ୍ଠ ସାଧାରଣ ଗୁଣିତକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
ଲଘିଷ୍ଠ ସାଧାରଣ ଗୁଣିତକ
ପାଟିଗଣିତ ତଥା ସଂଖ୍ୟାତତ୍ତ୍ୱରେ ଅନ୍ତତଃ ଦୁଇଟି ପୂର୍ଣ୍ଣାଙ୍କର ( ଯଥା 'କ' ଓ 'ଖ' ) '''ଲଘିଷ୍ଠ ସାଧାରଣ ଗୁଣିତକ''' (ବା '''ଲ. ସା. ଗୁ.''' )ହେଉଛି ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ଉଭୟ 'କ' ଓ 'ଖ' ଦ୍ୱାରା ବିଭାଜ୍ୟ ।.<ref>Hardy & Wright, § 5.1, p. 48</ref> ଯେହେତୁ ଶୁନ୍ୟ ଦ୍ୱାରା ଗାଣିତିକ ବିଭାଜନ ଏକ ଅସମ୍ଭବ ପ୍ରକ୍ରିୟା, ଅଣଶୁନ୍ୟ ସଂଖ୍ୟାମାନଙ୍କର ହିଁ ଲଘିଷ୍ଠ ସାଧାରଣ ଗୁଣିତକ ନିର୍ଣ୍ଣୟ କରାଯାଇପାରିବ ।<ref name="auto">{{harvtxt|Long|1972|p=39}}</ref> ତଥାପି କେତେକ ଗାଣିତିକଙ୍କ ମତରେ 'କ' (ଅନଶୁନ୍ୟ ସଂଖ୍ୟା) ଏବଂ ଶୁନ୍ୟ (୦) ର '''ଲ. ସା. ଗୁ.''' ଶୁନ୍ୟ (୦) ହେବ । ଦୁଇରୁ ଅଧିକ ପୂର୍ଣ୍ଣାଙ୍କର '''ଲ. ସା. ଗୁ.''' ହେବ ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ନିଆଯାଇଥିବା ପ୍ରତ୍ୟେକ ସଂଖ୍ୟାଦ୍ଵାରା ବିଭାଜ୍ୟ ହେବ ।
== ଆଧାର ==
{{ଆଧାର}}
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
== ବାହାର ଲିଙ୍କ ==
[[ଶ୍ରେଣୀ:ସଂଖ୍ୟା]]
[[ଶ୍ରେଣୀ:ଗଣିତ]]