"ଗଣନ ସଂଖ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ add link
୧୪ କ ଧାଡ଼ି:
ଗଣନ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:<ref name="nios">{{cite web|title=Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|accessdate=10 June 2018}}</ref>
* ଶୁନ (୦ ) ଗଣନ ସଂଖ୍ୟା ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେଁ । କାରଣ ବସ୍ତୁର ଗଣନା ସବୁବେଳେ ୧ରୁ ଆରମ୍ଭ ହୋଇଥାଏ ।
* ସର୍ବନିନ୍ମସର୍ବନିମ୍ନ ଗଣନ ସଂଖ୍ୟା ହେଉଛି [[୧ (ସଂଖ୍ୟା)|୧]] ।
* ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପରବର୍ତ୍ତୀ ସଂଖ୍ୟା ରହିଛି ଯାହାକି ପୂର୍ବବର୍ତ୍ତୀ ସଂଖ୍ୟାରେ ଏକ ଯୋଗ କଲେ ମିଳିଥାଏ ।
* ସେହିପରି ଶୁନ( [[୧ (ସଂଖ୍ୟା)|୧]] ) ବ୍ୟତୀତ ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପୂର୍ବବର୍ତ୍ତୀ ସଂଖ୍ୟା ରହିଛି ଯାହାକି ପରବର୍ତ୍ତୀ ସଂଖ୍ୟାରୁ ଏକ ବିୟୋଗ କଲେ ମିଳିଥାଏ ।