"ଟିକେ ଅନାଡ଼ି ପୂରା ଖିଲାଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୭ କ ଧାଡ଼ି:
}}
 
'''ଟିକେ ଅନାଡ଼ି ପୂରା ଖିଲାଡ଼ି''', ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।<ref>{{cite news|title=୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?|url=http://sambad.in/entertainment/odiacinema-2017-56042/|accessdate=1 February 2018|newspaper=sambad.in|date=31 December 2017}}</ref><ref>{{cite news|title=୨୦୧୭ର ପ୍ରଥମ ଏଗାର ମାସରେ ୩୪ଟି ଓଡ଼ିଆ ସିନେମା|url=http://sambad.in/entertainment/34odia-movies-38402/|accessdate=8 December 2017|newspaper=sambad.in|date=2 December 2017}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ ନନ୍ଦ ।<ref name="Rabin"/><ref name="ବଡ଼ ପରଦାକୁ ଫେରୁଛନ୍ତି ବବଲି!">{{cite news|title=ବଡ଼ ପରଦାକୁ ଫେରୁଛନ୍ତି ବବଲି!|url=http://sambad.in/entertainment/babli-is-back-7076/|accessdate=8 December 2017|newspaper=sambad.in|date=8 October 2017}}</ref> ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଲୋକନାଥ ବାରିକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="‘ଟିକେ ଅନାଡ଼ି ପୂରା ଖିଲାଡି’ର ଶୁଭମୁକ୍ତି ଆଜି"/> ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନିରାଜ କିଶୋର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।<ref name="Tike Anadi Pura Khiladi">{{cite web|title=Tike Anadi Pura Khiladi|url=http://www.nuaodisha.com/movieDetails.aspx?id=1210|publisher=www.nuaodisha.com|accessdate=8 December 2017}}</ref>
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କରନ୍ ।<ref>{{cite news|title=କେବଳ ଗୋଟିଏ ସିନେମାରେ ନଜର ଆସିଛନ୍ତି ଏହି ଓଲିଉଡ ନାୟକ ଏ ବର୍ଷ|url=http://sambad.in/entertainment/odiaheroonefilm-41655/|accessdate=8 December 2017|newspaper=sambad.in|date=7 December 2017}}</ref> ଏହି ଚଳଚ୍ଚିତ୍ରଟିରେ ୩ ଜଣ ନାୟିକା ଅଭିନୟ କରିଥିଲେ । ଏହି ତିନିଜଣ ନାୟିକା ହେଲେ [[ବବ୍‌ଲି]], ସଞ୍ଜନା ଏବଂ ଇପ୍ସିତା ।<ref>{{cite news|title=ବଡ଼ ପରଦାରେ ଦୁଇ ଦୁଇଟି ଓଡ଼ିଆ ସିନେମା|url=http://www.pratinidhiodia.in/page_details.php?id=13904|accessdate=8 December 2017|newspaper=ପ୍ରତିନିଧି|date=24 November 2017}}</ref> [[ମିହିର ଦାସ]], ରବିନ୍ ନନ୍ଦ, [[ବିଜୟ ମହାନ୍ତି]], [[ତନ୍ଦ୍ରା ରାୟ]], [[ଅସୀତ ପତି]], [[ଜୟୀରାମ ସାମଲ]] ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref name="Tike Anadi Pura Khiladi"/>
 
==ଅଭିନୟ==
* [[କରଣ ସିଂହ ରାୟ]]<ref name='Music of "Tike Anadi Pura Khiladi" released'/><ref name="Rabin">{{cite news|title=ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି|url=http://sambad.in/entertainment/karan-tanya-155271/|accessdate=10 June 2018|newspaper=sambad.in|date=8 June 2018}}</ref>
* [[ବବ୍‌ଲି]]<ref name="ବଡ଼ ପରଦାକୁ ଫେରୁଛନ୍ତି ବବଲି!"/>
* ସଞ୍ଜନା