"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଅଧିକ ତଥ୍ୟ ଯୋଡ଼ା ହେଲା
(ଛାଞ୍ଚ ତିଆରି ହେଲା ଏବଂ କିଛି ତଥ୍ୟ ଯୋଗ ହେଲା)
(ଅଧିକ ତଥ୍ୟ ଯୋଡ଼ା ହେଲା)
କୁତ୍ରିମ ବୁଦ୍ଧିମତାର ମୁଖ୍ୟତଃ ଲକ୍ଷ ହେଲା ଏଭଳି ଏକ ପ୍ରଦ୍ୟୋଗିକ କୌଶଳ, ଯାହାଦ୍ୱାରା କମ୍ପ୍ୟୁଟର ଓ ଯନ୍ତ୍ରଗୁଡ଼ିକ ବୁଦ୍ଧିମତାର ସହ କାମ କରିବେ । ସାଧାରଣ ସମସ୍ୟାଗୁଡ଼ିକ ଛୋଟ ଛୋଟ ସମସ୍ୟାରେ ବଣ୍ଟାଯାଇ ଏଠାରେ ଦେଖାଯାଇଛି । ନିମ୍ନ ଲିଖିତ ସମସ୍ୟା ଗୁଡ଼ିକ ସବୁଠାରୁ ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।
 
=== [[ତର୍କ ବା ବିଚାର ସହାୟତାରେ ସମସ୍ୟା ସମାଧାନ|ତର୍କ ବା ବିଚାର ସହାୟତାରେ ସମସ୍ୟାର ସମାଧାନ]]===
ପ୍ରାରମ୍ଭରେ ଗବେଷଣକାରୀମାନେ ଏକ କଳନା ଶୈଳୀ ବାହାର କରିଥିଲେ ଯାହାଦ୍ୱାରା ମନୁଷ୍ୟର ମନର ପ୍ରତ୍ୟେକ ବିଚାରକୁ ନକଲ କରି ସମସ୍ୟାର ସମାଧାନ ହୋଇପାରୁଥିଲା । ୮୦ ଏବଂ ୯୦ ଦଶକ ବେଳକୁ ଏଆଇ ଗବେଷଣାକରି ଏଭଳି ପ୍ରକ୍ରିୟା ବାହାର ହେଲା ଯାହାଦ୍ୱାରା ଯନ୍ତ୍ର ଆଗରୁ ଦେଖିନଥିବା ବା ଜାଣିନଥିବା ଅନିର୍ଦ୍ଧିଷ୍ଟ ପରିସ୍ଥିତିରେ ପଡି ମଧ୍ୟ ଲକ୍ଷ ହାସଲ କରିପାରିଲା। ଅର୍ଥଶାସ୍ତ୍ର ଏବଂ ସମ୍ଭାବନା ସହାୟତାରେ ଏହା ସମ୍ଭବ ହୋଇପାରିଥିଲା।
 
ଏ ସବୁ ସତ୍ୱେ ଏହି ପ୍ରଣାଳୀଟି ବଡ଼ ବଡ଼ ବିଚାରାତ୍ମକ ସମସ୍ୟା ସମାଧାନ କରିବାରେ ଅକ୍ଷମ ଅଟେ । ସମସ୍ୟାଟି ଯେତେ ଯେତେ ବଡ଼ ହୋଇ ହୋଇ ଯାଇଥାଏ ସେହିଅନୁସାରେ ଲକ୍ଷ୍ୟସ୍ଥଳରେ ପହଁଚିବା ନିମିତ୍ତ ଦରକାର ହେଉଥିବା ବିଭିନ୍ନପ୍ରକାରର ମେଳର ସଂଖ୍ୟା ମଧ୍ୟ ବଢି ବଢି ଚାଲେ। ମୁଳତଃ ମନୁଷ୍ୟମାନେ ଗୋଟିଏ ପରେ ଗୋଟିଏ ପଦ ନନେଇ ନିଜର ପ୍ରତିବିଜ୍ଞାନ ବୋଧକ ବିଚାର କରି ବଡ଼ ସମସ୍ୟା ସମାଧାନ କରିଥାନ୍ତି।
 
=== [[ଜ୍ଞାନ ନିରୂପଣ]] ===
[[ଜ୍ଞାନ ନିରୂପଣ]] ({{lang-en|Knowledge representation}}; ନଲେଜ ରିପ୍ରେଜେଣ୍ଟେସନ) ଏବଂ [[ଜ୍ଞାନ ଅଭିଯାନ୍ତ୍ରିକୀ]] ({{lang-en|Knowledge engineering}}; ନଲେଜ ଇଞ୍ଜିନିଅରିଂ) ଉତ୍କୃଷ୍ଟ ଏଆଇର ପ୍ରମୁଖ ସ୍ତମ୍ଭ ଅଟନ୍ତି ।
 
=== [[ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ]] ===
[[ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ]] ({{lang-en|Natural language processing}}; ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ) ଏକ ଯନ୍ତ୍ରକୁ, ମନୁଷ୍ୟର ଭାଷା ପଢ଼ିବା ଏବଂ ବୁଝିବାର ଶକ୍ତି ପ୍ରଦାନ କରେ।
 
ଏହାର କେତେକ ପ୍ରୟୋଗ ଆମେ ନିମ୍ନଲିଖିତ ବର୍ଗରେ ଦେଖିବାକୁ ପାଇବା ଯେପରି
 
* [[ତଥ୍ୟ ପ୍ରାପ୍ତି]] ({{lang-en|information retrieval}}; ଇନଫରମେସନ ରିଟ୍ରିଭାଲ)
* [[ଲେଖା ଖନନ]] ({{lang-en|text mining}}; ଟେକ୍ସଟ ମାଇନିଂ)
* ପ୍ରଶ୍ନ ଉତ୍ତର ଏବଂ
* [[ଯାନ୍ତ୍ରିକ ଅନୁବାଦିକରଣ]] ({{lang-en|machine translation}}; ମେସିନ ଟ୍ରାନ୍ସଲେସନ)
 
== ଲକ୍ଷ ==