"୧ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
{{prettyurl|1 (number)}}
{{Odia alphabet navbox|uc=୧}}
ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ([[୨ (ସଂଖ୍ୟା)|୨]])ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧) ଦ୍ୱାରା ଗୁଣନ କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।<ref name="coolmath">{{cite web|title=The Multiplicative Identity Property|url=http://www.coolmath.com/prealgebra/06-properties/08-properties-multiplicative-identity-01|accessdate=8 June 2018}}</ref>
 
== ଆଧାର ==
"https://or.wikipedia.org/wiki/୧_(ସଂଖ୍ୟା)"ରୁ ଅଣାଯାଇଅଛି