"ଦେବ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଆଧାର
୫ କ ଧାଡ଼ି:
| imagesize =
| caption =
| birth_date = ୧୯୩୨{{Birth date|df=y|1932|10|28}}
| birth_place = କେଉଲ ଚାବି ସୁଅ (Keul Chabi Sua), [[କଟକ]], ଭାରତ
| death_date = ୧୬{{Death ଜୁଲାଇdate ୧୯୮୬and age|df=yes|1986|07|16|1932|10|28}}
| death_place =
| restingplace =
୧୪ କ ଧାଡ଼ି:
| occupation = କ୍କାସିକାଲ ନର୍ତ୍ତକ
| yearsactive =
| spouse = ଜିତାରାଣୀ ଦାସ
| domesticpartner =
| children = ବିପଞ୍ଚୀ ଦାସ<ref>{{cite news|url=http://sambadepaper.com/Details.aspx?id=456779&boxid=24628775|accessdate=5 June 2018|newspaper=ସମ୍ବାଦ ୦୫/୦୬/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭}}</ref>
| children =
| parents = ଦୁର୍ଗା ଚରଣ ଦାସ<br>ଇନ୍ଦ୍ରମଣୀ ଦେବୀ
| website = {{URL||ସରକାରୀ ୱେବ ସାଇଟ}}
| awards = [[:en:Sangeet Natak Akademi Award|ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର]]<br>ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର <br>ୱର୍ଲଡ୍ ଡେଭଲପମେଣ୍ଟ ପୁରସ୍କାର
}}
'''ଦେବ ପ୍ରସାଦ ଦାସ'''(୨୮ ଜଣେଅକ୍ଟୋବର ଭାରତୀୟ୧୯୩୨ କ୍ଲାସିକାଲ- ନର୍ତ୍ତକ୧୬ ଥିଲେଜୁଲାଇ ଯିଏ୧୯୮୬) ୪ ପିଢ଼ୀର କ୍ଲାସିକାଲଜଣେ [[ଓଡ଼ିଶୀ]] ନର୍ତ୍ତକ ନୃତ୍ୟର ନର୍ତ୍ତକମାନଙ୍କ ମଧ୍ୟରୁ ଜଣେଗୁରୁ ଥିଲେ । <ref name="Odissi Kala Kendra">{{cite web | url=http://odissi.itgo.com/cafe/debaprasad.html | title=Odissi Kala Kendra | publisher=Odissi Kala Kendra | date=2014 | accessdate=November 30, 2014}}</ref><ref name="Olywa">{{cite web | url=http://www.olywa.net/ratna-david/gallery/ordissi/gurus/gurudeba.htm | title=Olywa | publisher=Olywa | date=2014 | accessdate=November 30, 2014}}</ref> ସେ ୧୯୭୪ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ<ref name="OSNA">{{cite web | url=http://orissa.gov.in/e-magazine/orissaannualreference/ORA-2011/pdf/104-108.pdf | title=Odisha Sangeet Natak Akademi Award | publisher=Odisha Sangeet Natak Akademi | date=2004 | accessdate=December 1, 2014 | format=pdf}}</ref> ଓ ୧୯୭୭ରେ ପାଇଥିଲେ [[:en:Sangeet Natak Akademi Award|ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର]] ।<ref name="Sangeet Natak Akademi">{{cite web | url=http://sangeetnatak.gov.in/sna/awardeeslist.htm | title=Sangeet Natak Akademi | publisher=Sangeet Natak Akademi | date=2014 | accessdate=November 30, 2014}}</ref>
 
==ଜୀବନୀ==
ପୋଲିସ ଦୁର୍ଗା ଚରଣ ଦାସ ଓ ଇନ୍ଦ୍ରମଣୀ ଦେବୀଙ୍କ ଔରସରୁ ଓଡ଼ିଶା ଷ୍ଟେଟର କଟକ ପାଖରେ ଥିବା କେଉଲ ଚାବି ସୁଅ ଗ୍ରାମରେ ସନ ୧୯୩୨ରେ ଦେବ ପ୍ରସାଦ ଦାସ ଜନ୍ମ ଗ୍ରହଣ କରିଥିଲେ ।<ref name="Radhu Babu">{{cite web | url=http://www.radhubabu.com/minatimishra/gurudebaprasad.htm | title=Radhu Babu | publisher=Radhu Babu | date=2014 | accessdate=November 30, 2014}}</ref><ref name="Guru Deba Prasad Das: Guru of Global Orissi">{{cite journal | url=http://www.narthaki.com/info/tdhc/tdhc23.html | title=Guru Deba Prasad Das: Guru of Global Orissi | author=Ashish Mohan Khokar | journal=Narthaki |date=November 2010 }}</ref> ଅତି ଅଳ୍ପ ବ‌ୟସରୁ ସେ ତାଙ୍କ ମାତାଙ୍କୁ ହରେଇ ଅଜା ଘରେ ପାଳିତ ହୋଇଥିଲେ ଯିଏ କି ଜଣେ ସ୍ଥାନୀୟ ଭାୟୋଲିନବେହେଲା ବାଦକ ଥିଲେ । <ref name="Radhu Babu" /> ପୁରୀରେ ଦାସ ତାଙ୍କର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ଓ ପାଖରେ ଥିବା ମୋହନ ଚନ୍ଦ୍ର ଦାସଙ୍କ ପରିଚାଳିତ ପାରମ୍ପରିକ ସ୍କୁଲ (ପଥର [[ଆଖଡ଼ା]])ରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । <ref name="Odissi Kala Kendra" /><ref name="Radhu Babu" /> ପରେ ତାଙ୍କ ପିତାଙ୍କର [[ବ୍ରହ୍ମପୁର|ବରହମ‌ପୁର]] ବଦଳି ହୋଇଯିବାରୁ ସେ ସେଠାକୁ ଗଲେ । <ref name="Guru Deba Prasad Das: Guru of Global Orissi" />
 
ଦାସଙ୍କୁ ୧୪ ବର୍ଷ ବୟସ ହୋଇଥିଲା ବେଳେ ତାଙ୍କ ପିତା ତାଙ୍କୁ ''ନିଉ ଥିଏଟର'' ସଙ୍ଗୀତ ନିର୍ଦ୍ଦଶକ ରାଧା ରମଣ ରାଏଙ୍କ ସଙ୍ଗୀତ ବିଦ୍ୟାଳୟକୁ ଶିକ୍ଷା ନିମନ୍ତେ ପଠାଇଦେଲେ ।<ref name="Radhu Babu" /> ସେ ୩ ଟଙ୍କା ବେତନ ଓ ଖାଦ୍ୟ ପାଇ ଗ୍ରୀନ୍ ରୁମ୍‌ରେ କଳାକାରଙ୍କୁ ସାହାଯ୍ୟ କରୁଥିଲେ । ପରେ ପରେ ସେ ଜଗୁଆଳି, ଟିକେଟ୍ କଲେକ୍ଟର ଓ ପ୍ରମ୍ପଟର କାମ କଲେ । ଏହା ପରେ ସୁଯୋଗ ଆସିଲା ଯେତେବେଳେ ଗୁରୁ [[ପଙ୍କଜ ଚରଣ ଦାସ]] ଓ ପରେ ମୋହ ମହାପାତ୍ର ନିଉ ଥିଏଟର ସାଥୀରେ ମିଶିଲେ ଓ ସେ ନାଚ ଆରମ୍ଭରେ ଗୋଟିଏ ଛୋଟ ଭୂମିକା ପାଇଲେ । ସନ ୧୯୪୯ରେ ନିଉ ଥିଏଟର ବନ୍ଦ ହୋଇଗଲା ପରେ ସେ ''ଅନ୍ନପୂର୍ଣ୍ଣା'' ଥିଏଟରରେ ଯୋଗ ଦେଲେ<ref name="Radhu Babu" /> ଓ ସେଠାରେ କିଛି ବର୍ଷ କାମ କଲାପରେ ବିଖ୍ୟାତ [[ପଙ୍କଜ ଚରଣ ଦାସ]], [[କେଳୁଚରଣ ଦାସ]], କୁମାର ଦୟାଲ ସରନ ଓ [[ମାୟାଧର ରାଉତ]]ଙ୍କ ସ‌ହ କାମ କରିବା ସୁଯୋଗ ପାଇଲେ । ସନ ୧୯୫୩ରେ ଅନ୍ନପୂର୍ଣ୍ଣା ବନ୍ଦ ହେବାବେଳକୁ ଦେବ ଦାସ ଓଡ଼ିଶୀ ନୃତ୍ୟରେ ପ୍ରବୀଣ ହୋଇସାରିଥିଲେ ।<ref name="Guru Deba Prasad Das: Guru of Global Orissi" />