"ସେମିଳିଗୁଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୬୩ କ ଧାଡ଼ି:
'''ସେମିଳିଗୁଡା''' [[ଓଡ଼ିଶା]]ର [[କୋରାପୁଟ]] ଜିଲ୍ଲାର ଏକ ବ୍ଲକ<ref>{{cite web|title=Koraput District Portal|url=http://www.ordistricts.nic.in/administration/subdivision_block.php}}</ref> ଅଟେ । ଏହା ପ୍ରଥମେ ଏକ ଗ୍ରାମ ଥିଲା, ମାତ୍ର ବର୍ତ୍ତମାନ ଏହା ଏକ ଛୋଟ ସହର । [[ସୁନାବେଡା]] ମୁନିସିପାଲିଟିର<ref>{{cite web|title=ସୁନାବେଡା ମୁନିସିପାଲିଟି କାଉନ୍ସିଲ|url=http://sunabedamunicipality.com/Council_Body.html}}</ref> ଏହା ଅକ ଅଂଶ ଅଟେ।
ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬)ରେ [[କୋରାପୁଟ]] ଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡାରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍‍ ଏ ଏଲ୍‍ ସୁନାବେଡା ତଥା [[ନାଲକୋ]] ଦାମନଯୋଡି ଏହାର ଅତି ନିକଟରେ ଅବସ୍ଥିତ ଅଟଂତି । ଏ ଅଂଚଳର ଏହା ଏକ ବ୍ୟବସାୟ କେଂଦ୍ର ତଥା ସହର ପାଲଟିଲାଣି ।
 
 
== ଜନ ସଂଖ୍ୟା ==
 
୧୯୬୧ ମସିହାର ଜନଗଣନା ଅନୁସାରେ ସେମିଳିଗୁଡା ଗ୍ରାମର ଜନ ସଂଖ୍ୟା ଥିଲା ୮୪୮<ref>{{cite book|last=ନୀଳମଣି (ICS- Retd)|first=ସେନପତି|title=କୋରାପୁଟ ଗେଜେଟ୍ଟିୟର|date=26-01-1966|publisher=Orissa District Gazetterers, Govt of Orissa|location=Bhubaneswar|page=444|url=https://archive.org/details/in.ernet.dli.2015.243544}}</ref> ।