"ହିପୋକ୍ରେଟସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
{{ଛୋଟ|Hippocrates of Kos}}{{ଲେଖା ଚାଲିଛି}}
{{Infobox person
| name = ହିପୋକ୍ରେଟସ ଅଫ କୋସ (Hippocrates of Kos)
୧୬ କ ଧାଡ଼ି:
}}
'''ହିପୋକ୍ରେଟସ''' ([[ଇଂରାଜୀ ଭାଷା]]ରେ '''Hippocrates of Kos''' ବା ''Hippokrátēs ho Kṓos''; ଖ୍ରୀ:ପୂ: ୪୬୦-୩୭୦, ବା ହିପୋକ୍ରେଟସ ଅଫ କୋସ ବା [[ହିପୋକ୍ରେଟସ ୨]] ([[:en:Hippocrates (physicians)|Hippocrates II]]) ଜଣେ [[ଗ୍ରୀକ ଦେଶ]]ର ([[:en:Greeks|Greek]]) ଚିକିତ୍ସକ ([[:en:physician|physician]]) ଥିଲେ ଯାହାକୁ କ୍ଲାସିକାଲ ଗ୍ରୀସର ([[:en:Classical Greece|Classical Greece]]) ଏଜ ଅଫ ପେରିକ୍ଲ ([[:en:Age of Pericles|Age of Pericles]]) କୁହାଯାଏ ଓ ଭେଷଜ ବିଜ୍ଞାନ ଇତିହାସରେ ସେ ସର୍ବ ସମ୍ମତ ସର୍ବାଧିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କୁ ଫାଦର ଅଫ ମେଡିସିନ [[:en:List of persons considered father or mother of a scientific field#Medicine and physiology|"Father of Medicine"]] କୁହାଯାଏ<ref>{{cite web|title=Hippocrates |work=Microsoft Encarta Online Encyclopedia |publisher=Microsoft Corporation |url=http://encarta.msn.com/encyclopedia_761576397/Hippocrates.html |archiveurl=https://www.webcitation.org/5kwKKh4qP?url=http://encarta.msn.com/encyclopedia_761576397/Hippocrates.html |archivedate=2009-10-31 |deadurl=yes |year=2006 |df= }}</ref> ଓ ହିପୋକ୍ରାଟିକ ସ୍କୁଲ ଅଫ ମେଡିସିନର ସଂସ୍ଥାପକର ମାନ୍ୟତା ଦିଆଯାଏ । ସେ ପୁରାତନ ଗ୍ରୀସର ମେଡିସିନ ([[:en:medicine in ancient Greece|medicine in ancient Greece]]) ଭାବରେ ଏହାକୁ ଅନ୍ୟ ଥିଉର୍ଜି ଓ ଫିଲୋସୋଫିଟାରୁ ([[:en:theurgy|theurgy]] and [[:en:philosophy|philosophy]]) ପୃଥକ କରି ସ୍ଥାପନ କରିଥିଲେ ଓ ମେଡିସିନ‌କୁ ଏକ ପେଶା ଭାବରେ ସ୍ଥାପନ କରାଇଥିଲେ । <ref name="garrison9293">{{Harvnb|Garrison|1966|pp=92–93}}</ref><ref name="nuland5">{{Harvnb|Nuland|1988|p=5}}</ref>
{{^|
 
ହିପୋକ୍ରେଟସ ଓ ତାଙ୍କର ଚିକିତ୍ସା ପ୍ରଣାଳୀ ଲେଖିଥିବା ଲୋକଙ୍କର ([[:en:Hippocratic Corpus|Corpus]]) ଓ ତାହା ବ୍ୟବ‌ହାର କରୁଥିବା ଚିକିତ୍ସକମାନଙ୍କ ବିଷୟରେ ମିଶ୍ରିତ ଧାରଣା ଦିଆଯାଇଛି କିନ୍ତୁ ଓ ସେ କଅଣ ଚିନ୍ତା କରୁଥିଲେ ଓ କଅଣ କରୁଥିଲେ ସେ କଥା ବିଷୟରେ ବିଶେଷ କିଛି ତ‌ଥ୍ୟ ମିଳୁନାହିଁ । ହିପୋକ୍ରେଟଙ୍କୁ ପୂରାତନ ଚିକିତ୍ସାର ଏକ ପାରାଗନ ([[:en:wikt:paragon|paragon]]) ବା ଆଦର୍ଶ ଭାବରେ ଚିତ୍ରଣ କରାଯାଇଛି । ହିପୋକ୍ରାଟିକ ଓଥ ସେ ପ୍ରଚଳନ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ ରହିଛି । ନିୟମିତ କ୍ଲିନିକାଲ ମେଡିସିନର ([[:en:clinical medicine|clinical medicine]]) ଅନୁଶୀଳନ, ଚିକିତ୍ସା ଶାସ୍ତ୍ର ଜ୍ଞାନର ଏକତ୍ରୀକରଣ ଓ ପ୍ରେସକ୍ରିପସନ ଦେବା ପଦ୍ଧତିମାନଙ୍କର ସେ ଜନ‌କ ଥିଲେ ।<ref name="garrison9293"/><ref>{{Harvnb|Garrison|1966|p=96}}</ref>
}}
 
== ଆଧାର ==
{{ଆଧାର}}