୩୯,୪୭୯
ଗୋଟି ସମ୍ପାଦନା
ଟିକେ (Ssgapu22 Ayesha Jhulka ପୃଷ୍ଠାଟି ଆୟେଶା ଝୁଲ୍କାକୁ ଲେଉଟାଇଲେ) |
ଟିକେ (added Category:୧୯୭୨ ଜନ୍ମ using HotCat) |
||
ଆୟେଶା ୧୯୮୩ ମସିହାରେ, ମାତ୍ର ୧୧ ବର୍ଷ ବୟସରେ ହିନ୍ଦୀ କଥାଚିତ୍ର କୈସେ କୈସେ ଲୋଗ୍ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେତେବେଳେ ସେ ଜଣେ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରେ ଅଭିନୟ କରିଥିଲେ । ଏହାର ୭ ବର୍ଷ ପରେ ୧୯୯୦ରେ ଆୟେଶାଙ୍କୁ ନାୟିକା ଭାବରେ ପ୍ରଥମ ଚଳଚ୍ଚିତ୍ର ମିଳିଥିଲା ତେଲୁଗୁ କଥାଚିତ୍ର ଜଗତରୁ । ଅକ୍କିନେନି ନାଗାର୍ଜୁନଙ୍କ ସହ ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ର ଥିଲା ନେତି ସିଦ୍ଧାର୍ଥ । ଏହାପର ବର୍ଷ ୧୯୯୧ ମସିହାରେ ଆୟେଶାଙ୍କୁ ହିନ୍ଦୀ କଥାଚିତ୍ର କୁର୍ବାନ୍ରେ ଅଭିନେତା ସଲମାନ ଖାଁଙ୍କ ସହ ନାୟିକା ଭୂମିକରେ ସୁଯୋଗ ଦେଇଥିଲେ ଦୀପକ ବାହାରେ ।
[[ଶ୍ରେଣୀ:୧୯୭୨ ଜନ୍ମ]]
|
ଗୋଟି ସମ୍ପାଦନା