"ଆୟେଶା ଜୁଲ୍କା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୩ କ ଧାଡ଼ି:
 
'''ଆୟେଶା ଝୁଲ୍କା''' (ଜନ୍ମସ୍ଥାନ: ଶ୍ରୀନଗର; ଜନ୍ମ: ୨୮ ଜୁଲାଇ ୧୯୭୨), ଜଣେ ପ୍ରାକ୍ତନ ଭାରତୀଯ ଚଳଚ୍ଚିତ୍ର ଅଭିନେତ୍ରୀ<ref>{{cite web|author=Bharati Dubey|url=http://timesofindia.indiatimes.com/city/bombay-times/Catfight/articleshow/1420026.cms|title=Catfight! - The Times of India |publisher=Timesofindia.indiatimes.com|accessdate=21 March 2015}}</ref> ଏବଂ ଉଦ୍ୟୋଗପତି । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର କାର୍ଯ୍ୟ କରୁଥିଲେ । ଶ୍ରୀନଗରରେ ଜନ୍ମିତା ଆୟେଶାଙ୍କର ପିତା ଇନ୍ଦ୍ର କୁମାର ଝୁଲ୍କା ଭାରତୀୟ ବାୟୁସେନାର ଜଣେ ୱିଙ୍ଗ୍ କମାଣ୍ଡର୍ ।<ref name=ht>{{cite web|url=http://www.hindustantimes.com/Entertainment/Bollywood/Retiring-at-the-peak-of-my-career-was-a-right-choice-Ayesha-Jhulka/Article1-970974.aspx|title=Retiring at the peak of my career was a right choice: Ayesha Jhulka|publisher=Hindustan Times|accessdate=21 March 2015}}</ref>
 
ଆୟେଶା ୧୯୮୩ ମସିହାରେ, ମାତ୍ର ୧୧ ବର୍ଷ ବୟସରେ ହିନ୍ଦୀ କଥାଚିତ୍ର କୈସେ କୈସେ ଲୋଗ୍‌ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେତେବେଳେ ସେ ଜଣେ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରେ ଅଭିନୟ କରିଥିଲେ । ଏହାର ୭ ବର୍ଷ ପରେ ୧୯୯୦ରେ ଆୟେଶାଙ୍କୁ ନାୟିକା ଭାବରେ ପ୍ରଥମ ଚଳଚ୍ଚିତ୍ର ମିଳିଥିଲା ତେଲୁଗୁ କଥାଚିତ୍ର ଜଗତରୁ । ଅକ୍କିନେନି ନାଗାର୍ଜୁନଙ୍କ ସ‌ହ ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ର ଥିଲା ନେତି ସିଦ୍ଧାର୍ଥ । ଏହାପର ବର୍ଷ ୧୯୯୧ ମସିହାରେ ଆୟେଶାଙ୍କୁ ହିନ୍ଦୀ କଥାଚିତ୍ର କୁର୍‌ବାନ୍‌ରେ ଅଭିନେତା ସଲମାନ ଖାଁଙ୍କ ସ‌ହ ନାୟିକା ଭୂମିକରେ ସୁଯୋଗ ଦେଇଥିଲେ ଦୀପକ ବାହାରେ ।