"ହ୍ରିତିକ ରୋଶନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧୧ କ ଧାଡ଼ି:
|parents = }}
 
'''ହ୍ରୀତିକ ରୋ଼ଶନ''' ଜଣେ [[ହିନ୍ଦୀ ଭାଷା|ହିନ୍ଦୀ]] ସିନେମା କଳାକାର । ସେ ୧୦ ଜାନୁୟାରୀ ୧୯୭୪ରେ ଜନ୍ମ ହେଇଥିଲେ । "କହୋନ ପ୍ୟାର ହେ" ତାଙ୍କର ପ୍ରଥମ ସିନେମା ଥିଲା । ଏହା ପରେ ସେ କୋଇ ମିଲ ଗୟା ,[[କ୍ରିସ]],ଧୂମ୨, ଯୋଦ୍ଧା ଆକବର ,ମିଶନ କାଶ୍ମୀର ,ଲକ୍ଷ୍ୟ,[[ଅଗ୍ନିପଥ]], ଗୁଜାରିଶ, ଜିନ୍ଦେଗୀ ନା ମିଲେଗୀ ଦୁବାରାରା,କ୍ରିସ ୩ ଭଳି ପ୍ରମୁଖ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ପ୍ରସିଦ୍ଧ ସିନେମା ନିର୍ଦେଶକ [[ରାକେଶ ରୋଶନ]]ଙ୍କ ପୁଅ ।
ହ୍ରୀତିକ୍‌ଙ୍କୁ ଗୀତ ଗାଇବାକୁ ଓ ଡାନ୍ସ କରିବାକୁ ବହୁତ ଭଲ ଲାଗେ ।