"ଉଇକିପିଡ଼ିଆ:ଜୀବିତ ବ୍ୟକ୍ତିଙ୍କ ଜୀବନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅନୁବାଦ ଚାଲିଛି
No edit summary
୫ କ ଧାଡ଼ି:
[[Image:Contactus-wmcolors.svg|thumb|180px|For how to contact the Wikimedia Foundation, see '''[[wmf:Contact_us|here]]''' and '''[[#How to contact the Wikimedia Foundation|below]]'''.]]
 
ଉଇକିଆଳିମାନେ '''କୌଣସି ଉଇକିପିଡ଼ିଆରେ''' '''ଜୀବନ୍ତ ବ୍ୟକ୍ତିଙ୍କ ଜୀବନୀ''' (ଜୀବଜୀ) ଲେଖିବା ବେଳେ ଅଧିକ ସାବଧାନତା ସହକାରେ ଲେଖିବା ଉଚିତ ।<ref>People are presumed to be living unless there is reason to believe otherwise. This policy does not apply to people declared [[death in absentia|dead ''in absentia'']].</ref> ଏହି ପ୍ରସଙ୍ଗ ଖୁବ ସମ୍ବେଦନଶୀଳ ଓ ଅତି ''ସାବଧାନତା'' ସହକାରେ ଯୁକ୍ତରାଷ୍ଟ୍ର ଆମେରିକାର ଆଇନ ପରିସର ଭିତରେ । ଜୀବନ୍ତ ବ୍ୟକ୍ତିଙ୍କ ଜୀବନୀ ଓ ଉଇକିପିଡ଼ିଆର ବାକି ତିନୋଟି ମୁଖ୍ୟ ନୀତି ଏହି ପରିସର ଅନ୍ତର୍ଗତ:
 
* [[ଉଇକିପିଡ଼ିଆ:ଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣ|ଉଇକିପିଡ଼ିଆ:ନିରପେକ୍ଷ ଦୃଷ୍ଟିକୋଣ]] (NPOV)
୧୩ କ ଧାଡ଼ି:
ଆମେ ପ୍ରସଙ୍ଗଟି ''ଠିକ'' ଭାବେ ବୁଝିବା ଲୋଡ଼ା । [[ଉଇକିପିଡ଼ିଆ:ପରଖଯୋଗ୍ୟତା#ଆଧାର|ଆଧାର]] ବାବଦରେ ସମ୍ପୂର୍ଣ୍ଣ ଦୃଢ଼ ହୁଅନ୍ତୁ । ସମସ୍ତ ଉକ୍ତି ଓ ବିଷୟକୁ '''ଆହ୍ୱାନ କରାଯାଇପାରେ ବା କରାଯିବାର ସମ୍ଭାବନା ରହିଛି ''', ଓ ସେସବୁ ବିଶ୍ୱସନୀୟ ଓ ପ୍ରକାଶିତ ଆଧାର ଅନୁସାରେ ଲେଖାଯାଇଥିବା ଲୋଡ଼ା । ଏହା ସାଧାରଣତଃ [[ଉଇକିପିଡ଼ିଆ:ଉଇକିପିଡ଼ିଆ:ଆଧାର_ଦେବା#ଇନଲାଇନ_ଆଧାର|ଇନଲାଇନ ଆଧାର]] ଦେଇ କରାଯାଏ । ଜଣେ ଜୀବନ୍ତ ବ୍ୟକ୍ତିଙ୍କ ବାବଦରେ ଭୁଲ ବା ଦ୍ୱନ୍ଦାତ୍ମତ ତଥ୍ୟ ବିନା ଆଧାରରେ କିମ୍ବା ଅଣ-ବିଶ୍ୱସନୀୟ ଆଧାରରେ ଦିଆଯାଇଥିଲେ ତଥ୍ୟ ନକରାତ୍ମକ, ସକରାତ୍ମକ, ନିରପେକ୍ଷ କିମ୍ବା ପ୍ରଶ୍ନବାଚୀ ଯାହା ହୋଇଥିଲେ ହେଁ '''ସଙ୍ଗେ ସଙ୍ଗେ କୌଣସି ଆଲୋଚନା ବିନା ହଟାଇଦିଆଯିବ''' ।<ref>Jimmy Wales. [http://mail.wikimedia.org/pipermail/wikien-l/2006-May/046440.html "WikiEN-l Zero information is preferred to misleading or false information"], May 16, 2006, and [http://mail.wikimedia.org/pipermail/wikien-l/2006-May/046732.html May 19, 2006]; Jimmy Wales. [http://wikimania2006.wikimedia.org/wiki/Archives/Jimbo_Keynote Keynote speech], Wikimania, August 2006.</ref> ବାରମ୍ବାର ଓ ଜାଣିଶୁଣି ଏହି ନୀତି ଉଲ୍ଲଂଘନ କରୁଥିବା ସଭ୍ୟମାନଙ୍କୁ [[ଉଇକିପିଡ଼ିଆ:ବାସନ୍ଦ ନୀତି|ସମ୍ପାଦନାରୁ ବାସନ୍ଦ କରାଯାଏ]] ।
 
'''ଜୀବନ୍ତ ବ୍ୟକ୍ତିଙ୍କ ଜୀବନୀ''' ('''BLPs''') ରକ୍ଷଣଶୀଳ ହୋଇ ଓ ବ୍ୟକ୍ତିବିଶେଷଙ୍କ ଗୋପନୀୟତାକୁ ଆଖିରେ ରଖି ଲେଖାଯିବା ଉଚିତ । ଉଇକିପିଡ଼ିଆ ଏକ ଜ୍ଞାନକୋଷ ଓ ଟ୍ୟାବଲଏଡ଼/ପତ୍ରିକା ନୁହେଁ । ଉଇକିପିଡ଼ିଆକୁ ଉତ୍ତେଜନାପୂର୍ଣ୍ଣ ବା ଲୋକଙ୍କ ଜୀବନ ବାବଦରେ ଉଦ୍ଦୀପକ କରିବା ଏହାର ମୌଳିକ ଉଦ୍ଦେଶ୍ୟ ନୁହେଁ । ଏଥି ସହିତ ବ୍ୟକ୍ତିବିଶେଷଙ୍କର କୌଣସି କ୍ଷତି ନ କରିବା ପାଇଁ ସମ୍ପାଦନା ସିଦ୍ଧାନ୍ତ ନେବା ଉଚିତ । ଏହି ନୀତି ସମସ୍ତ ଜୀବନ୍ତ ବ୍ୟକ୍ତିଙ୍କ ଜୀବନୀ (ଜୀବଜୀ) ପ୍ରସଙ୍ଗ ପାଇଁ ସମାନ ଓ ଏପରିକି ଏକ ଜୀବଜୀ ପ୍ରସଙ୍ଗରେ କୌଣସି ଜୀବନ୍ତ ବ୍ୟକ୍ତିଙ୍କ ବାବଦରେ ଉଲ୍ଲେଖ ଥିଲେ ସେହି ତଥ୍ୟ ଉପରେ ମଧ୍ୟରେ ଲାଗୁ ହେବ ।<ref>[[Wikipedia:Requests for arbitration/Rachel Marsden#WP:BLP applies to all living persons mentioned in an article|Wikipedia:Requests for arbitration/Rachel Marsden]]: "WP:BLP applies to all living persons mentioned in an article"</ref> କୌଣସି ପ୍ରସଙ୍ଗର [[ଉଇକିପିଡ଼ିଆ:ପରଖଯୋଗ୍ୟତା#ପ୍ରମାଣର_ଦାୟିତ୍ୱ|ପ୍ରମାଣର ଦାୟିତ୍ୱ]] ନୂଆ ତଥ୍ୟ ଯୋଡ଼ୁଥିବା ବା କାଢ଼ୁଥିବା ଉଇକିଆଳିଙ୍କ ହାତରେ ।
'''Biographies of living persons''' ('''BLPs''') must be written conservatively and with regard for the subject's privacy. Wikipedia is an encyclopedia, not a tabloid: it is not Wikipedia's job to be sensationalist, or to be the primary vehicle for the spread of titillating claims about people's lives, and the possibility of harm to living subjects must always be considered when exercising editorial judgment. This policy applies to BLPs, including any living person mentioned in a BLP even if not the subject of the article, and to material about living persons on other pages.<ref>[[Wikipedia:Requests for arbitration/Rachel Marsden#WP:BLP applies to all living persons mentioned in an article|Wikipedia:Requests for arbitration/Rachel Marsden]]: "WP:BLP applies to all living persons mentioned in an article"</ref> The [[Wikipedia:Verifiability#Burden_of_evidence|burden of evidence]] for any edit on Wikipedia rests with the person who adds or restores material.
 
{{Content policy list}}