"ଉଇକିପିଡ଼ିଆ:ଆରମ୍ଭ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
== ଉଇକିପିଡ଼ିଆରେ ବୁଲାବୁଲି ==
 
[[ଓଡ଼ିଆ]] ଉଇକିପିଡ଼ିଆରେ କିଛି ଲେଖାଲେଖି କରିବା ପାଇଁ [[ମୂଳ ଫରଦ]]କୁ ଯାଆନ୍ତୁ ଆଉ ଆପଣଙ୍କୁ ଭଲ ଲାଗୁଥିବା ଲେଖାଟିଏ ଲେଖନ୍ତୁ, ଆପଣଙ୍କ ପାଇଁ କିଛି ଲେଖାର [[Wikipedia:ଦରକାରି ଫରଦ|ତାଲିକା]] ଆମେ ରଖିଛୁ, ସେଥିରୁ ଯେ କୌଣସି ଲେଖାଟିଏ ବାଛି ଆପଣ ଲେଖି ପାରନ୍ତି ।
ତାଲିକା]] ଆମେ ରଖିଛୁ, ସେଥିରୁ ଯେ କୌଣସି ଲେଖାଟିଏ ବାଛି ଆପଣ ଲେଖି ପାରନ୍ତି ।
 
ଯଦି କିଛି ଲେଖାରେ ଅଦଳ ବାଦଲ କରିବାକୁ ଚାହାଁଟି ତେବେ ଡାହାଣ ଉପର ପାଟରେ ଥିବା '''ଏଡ଼ିଟ'''କୁ ଦବାନ୍ତୁ ।
Line ୯ ⟶ ୮:
== ବଦଳାଇବା ==
 
ଉଇକିପିଡ଼ିଆର ଲେଖା ସବୁ କେହି ବି ବଦଳାଇ ପାରନ୍ତି । ଯଦି ଆପଣ ଲେଖାଟିଏକୁ ବଦଳାଇବାକୁ ଚାହାଁତି ତେବେ ଉପରେ/ତଳେ ଥିବା '''ଏଡ଼ିଟ''' କୁ ବାଛନ୍ତୁ । ଆପଣ ଉଇକିପିଡ଼ିଆରେ ଖାତାଟିଏ ନଖୋଲି ବି ନୂଆ ଲେଖା ଜୋଡ଼ି ପାରିବେ ବା ପୁରୁଣା ଲେଖାକୁ ବଦଳାଇ ପାରିବେ
 
ଉଇକିପିଡ଼ିଆରେ ଆପଣ ଲେଖୁଥିବା ସବୁଯାକ ଲେଖା ନିରପେକ୍ଷ ହେବା ଦରକାର । ଲେଖାଗୁଡ଼ିକ [[ଜିଏନଇଉ ମୁକ୍ତ ଦସ୍ତାବିଜ ଲାଇସେନ୍ସ]](GFDL) ଭିତରର ହେବା ଉଚିତ ।