"ଇମ୍ରାନ ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୦ କ ଧାଡ଼ି:
'''ଇମ୍ରାନ ଖାଁ''' ({{IPA-hns|ɪmraːn ˈxaːn|pron}}; ଜନ୍ମନାମ: '''ଇମ୍ରାନ ପାଲ୍'''<ref name="DNA1">{{cite web|title=Imran Khan's Bong Connection|url=http://www.dnaindia.com/entertainment/1179792/report-imran-khan-s-bong-connection|work=[[Daily News and Analysis]]|accessdate=14 October 2012}}</ref>, ଜନ୍ମ: ୧୩ ଜାନୁଆରୀ ୧୯୮୩) ଜଣେ ଆମେରିକୀୟ ଚଳଚ୍ଚିତ୍ର ଅଭିନେତା, ଯିଏକି ମୁଖତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି । ସେ ଭାରତୀୟ ବଂଶଧର ଭାବରେ ଆମେରିକାର ଅଧିବାସୀ ।<ref name="decc_Whyc">{{Cite web | title = Why can't Alia Bhatt and Imran Khan vote? | work = Deccan Chronicle | date = 3 April 2014 | accessdate = 26 June 2016 | url = http://www.deccanchronicle.com/140403/entertainment-bollywood/article/why-can’t-alia-bhatt-and-imran-khan-vote}}</ref> ସେ ହିନ୍ଦୀ କଥାଚିତ୍ର ଅଭିନେତା ଅମିର ଖାଁ ଓ ନିର୍ଦ୍ଦେଶକ ତ‌ଥା ପ୍ରଯୋଜକ ମନ୍‌ସୁର୍ ଖାଁଙ୍କର ଭଣଜା ।<ref name='TSG02'>{{cite web|title=Imran Khan: White Chocolate|url=http://www.sunday-guardian.com/masala-art/imran-khan-white-chocolate|work=The Sunday Guardian|accessdate=14 October 2012}}</ref> ଇମ୍ରାନଙ୍କର ଅଜା ନସିର ହୁସେନ ମଧ୍ୟ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକ ।<ref>{{cite news|title=Birthday special: 10 popular uncle-nephew jodis in Bollywood|url=http://www.mid-day.com/photos/birthday-special-10-popular-uncle-nephew-jodis-in-bollywood/8401|accessdate=13 January 2015|issue=[[Mid Day]]|publisher=Mid.day.com}}</ref> ଇମ୍ରାନ ଶିଶୁ କଳାକାର ଭାବରେ ୧୯୮୮ ମସିହାରେ ଏବଂ ୧୯୯୨ ମସିହାରେ ଦୁଇଟି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୮ ମସିହାରେ ଇମ୍ରାନ ଅମିର ଖାଁଙ୍କ ନାୟକ ଭାବରେ ପ୍ରଥମ ଚଳଚ୍ଚିତ୍ର କୋୟାମତ୍‌ ସେ କୋୟାମତ୍ ତକ୍‌ ଏବଂ ୧୯୯୨ରେ ଅମିର ଖାଁଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ଯୋ ଜିତା ଓହି ସିକନ୍ଦର ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।<ref name=Sfy>{{cite web|title=Aamir spills it on Jaane Tu...|url=http://www.sify.com/movies/aamir-spills-it-on-jaane-tu-news-bollywood-kkfttjdhhfa.html|publisher=[[Sify]]|date=25 June 2008|accessdate=13 January 2013}}</ref><ref name=IBN1>{{cite web|title=Bollywood's child actors: Then and now|url=http://ibnlive.in.com/photogallery/13003-5.html|publisher=[[CNN-IBN]]|date=30 March 2013|accessdate=31 March 2013}}</ref>
 
ଇମ୍ରାନ ନାୟକ ଭାବରେ ତାଙ୍କର ଅଭିନୟ ଆରମ୍ଭ କଲେ ୨୦୦୮ ମସିହାରେ । ସେ ହିନ୍ଦୀ କଥାଚିତ୍ର ଯାନେ ତୁ... ୟା ଯାନେନା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲେ ।<ref name="braingain" /> After producer Jhamu Sugandh experienced financial difficulties they offered the script to Aamir Khan, who agreed to finance the film.<ref name=Sfy /><ref name=HTBIG>{{cite web|title=Big Interview: finally an actor, feels Imran Khan|url=http://www.hindustantimes.com/Entertainment/Tabloid/BIG-INTERVIEW-finally-an-actor-feels-Imran-Khan/Article1-985717.aspx|author=Ahmed, Afsana|work=[[The Hindustan Times]]|date=6 January 2013|accessdate=15 January 2013}}</ref> ଏହି କଥାଚିତ୍ରଟି ସମୀକ୍ଷକମାନେ ପସନ୍ଦ କରିଥିଲେ ଏବଂ ବ୍ୟବସାୟରେ ମଧ୍ୟ ସଫଳ ହୋଇଥିଲା ।<ref>{{cite web|title=Jaane Tu is a big hit|url=http://specials.rediff.com/movies/2008/jul/07box.htm|publisher=Rediff.com|accessdate=5 July 2010}}</ref> ଏହି କଥାଚିତ୍ର ପାଇଁ ଇମ୍ରାନଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତ ପୁରସ୍କାର ମଧ୍ୟ ମିଳିଥିଲା ।<ref name=ET>{{cite web|title=Filmfare Awards: Jodha Akbar makes clean sweep|url=http://articles.economictimes.indiatimes.com/2009-03-01/news/27659211_1_clean-sweep-jaane-tu-jodha-akbar|work=[[The Economic Times]]|date=1 March 2009|accessdate=10 October 2012}}</ref> ଏହାପରେ ଇମ୍ରାନଙ୍କର ଦୁଇଟି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ଗଣମାଧ୍ୟମରେ ତାଙ୍କୁ ଅନେକ ସମାଲୋଚନା କରାଯାଇଥିଲା ।<ref>{{cite web|title=What the Luck is this?|url=http://movies.rediff.com/review/2009/jul/24/review-luck-is-a-dud.htm|author=Sen, Raja|publisher=Rediff.com|date=24 July 2009|accessdate=10 October 2012}}</ref> ଏମିତିକି ସେ ଗୋଟିଏ ଫିଲ୍ମର ଯୋଗ୍ୟ ବୋଲି ମଧ୍ୟ କଟାକ୍ଷ କରାଯାଇଥିଲା । ଏହାପରେ ସେ ୨୦୧୦ରେ ଆଇ ହେଟ୍ ଲଭ୍ ଷ୍ଟୋରୀସ୍, ୨୦୧୧ରେ ଦେଲ୍ଲୀ ବେଲ୍ଲୀ ଓ ମେରେ ବ୍ରଦର୍ କି ଦୁଲ୍‌ହନ୍ ଆଦି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମେରେ ବ୍ରଦର୍ କି ଦୁଲ୍‌ହନ୍‌ ଇମ୍ରାନଙ୍କର ଶେଷ ସଫଳ ଚଳଚ୍ଚିତ୍ର ଥିଲା । ଏହାପରେ ସେ ଅନେକ ବ୍ୟବସାୟିକ ବିଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୨ରେ ଏକ୍ ମେଁ ଏକ୍ ତୁ, ୨୦୧୩ରେ ମାତୃ କି ବିଜୀ କା ମଣ୍ଡୋଲା, ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା, ଗୋରୀ ତେରେ ପ୍ୟାର୍ ମେଁ ଏବଂ ୨୦୧୫ରେ କଟ୍ଟି ବଟ୍ଟି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମାତ୍ର ଏହି ସବୁ ଚଳଚ୍ଚିତ୍ର ବ୍ୟବସାୟରେ ବିଫଳ ହୋଇଥିଲା । ଇମ୍ରାନ ନାୟକ ଭୂମିକାରେ ଅଭିନୟ କରିବା ସ‌ହ ୨୦୦୮ ମସିହାରେ ତାଙ୍କର ୨ୟ ଚଳଚ୍ଚିତ୍ର କିଡ୍‌ନାପ୍‌ରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।
 
ଚଳଚ୍ଚିତ୍ରରେ କାମ କରିବା ବ୍ୟତୀତ ଇମ୍ରାନ କିଛି ସାମାଜିକ ସେବା ସଂସ୍ଥା ସ‌ହ ମିଶି କାମ କରୁଛନ୍ତି । ସେ ହିନ୍ଦୁସ୍ତାନ ଟାଇମ୍‌ସ୍ ପାଇଁ କିଛି ସ୍ତମ୍ଭ ମଧ୍ୟ ଲେଖିଛନ୍ତି । ସେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଥିବା ଆମେରିକୀୟ ଅଣଲାଭକାରୀ ବେସରକାରୀ ସଂସ୍ଥାର ଜଣେ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଦ୍ୱାରା ଆୟୋଜିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଇମ୍ରାନ ଯୋଗ ଦେଇଛନ୍ତି । ଜାନୁଆରୀ ୨୦୧୧ରେ ଇମ୍ରାନ ଅବନ୍ତିକା ମଲ୍ଲିକଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଦୁହିଁଙ୍କର ଦଶ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ।