"ଜର୍ଜ ବର୍ଣ୍ଣାଡ ଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୩୮ କ ଧାଡ଼ି:
 
== ସାହିତ୍ୟିକ କୃତି ==
ଶଙ୍କ ପ୍ରଥମ ସାହିତ୍ୟିକ କୃତିସବୁ ମୁଖ୍ୟତଃ ପୁଞ୍ଜିବାଦ ଜନିତ ସମସ୍ୟା ତଥା ସାମାଜିକ ଏବଂ ନୈତିକ ସମସ୍ୟାଗୁଡିକ ଉପରେ ଆଧାରିତ ଥିଲା । ୧୮୯୨ରେ ରଚିତ ଏହିପରି ଏକ ନାଟକ ହେଉଛି " Widower’s Houses" । ତେବେ ତତ୍କାଳୀନ ସମୟରେ ଶଙ୍କ ରଚିତ ଏହିସବୁ ଲେଖା ସେତେଟା ଆଦୃତ ହୋଇପାରି ନ ଥିଲା । ହେଲେ, ପରବର୍ତ୍ତୀ ସମୟରେ ରଚିତ କିଛି ଲେଖା ଯେପରିକି Candida and John Bull’s Other Island (1904) ଏବଂ Major Barbara ଲୋକଙ୍କ ଦ୍ଵାରାଲୋକଙ୍କଦ୍ଵାରା ବେଶ ଆଦୃତ ହେଲା । ତାଙ୍କର ବହୁଚର୍ଚ୍ଚିତ ଲେଖା " Pygmalion" ସେ ଖ୍ୟାତନାମା ବ୍ରିଟିଶ ଅଭିନେତ୍ରୀ ପାଟ୍ରିକ କ୍ୟାମ୍ପବେଲଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । କ୍ୟାମ୍ପବେଲଙ୍କୁ ଲେଖିଥିବା ଅନେକ ବ୍ୟକ୍ତିଗତ ପତ୍ରରୁ ଏକଥା ଜଣାଯାଏ ଯେ ଶ କ୍ୟାମ୍ପବେଲଙ୍କୁ ପସନ୍ଦ କରୁଥିଲେ ଏବଂ ତାଙ୍କ ତାଙ୍କ ପ୍ରେମିକା ଉଦ୍ଦେଶ୍ୟରେ ଏହି ବହିଟି ଲେଖିଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ନାଟକଟିର କଥାବସ୍ତୁ ଉପରେ ଆଧାରିତ ଦୁଇଟି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ।.୧୯୧୪ ମସିହା ବେଳକୁ ତାଙ୍କ ଲିଖିତ ଏକ ପ୍ରବନ୍ଧ " Common Sense about The War" ପାଇଁଁ ତାଙ୍କୁ ଅନେକ ସମାଲୋଚନାର ପାତ୍ର ହେବାକୁ ପଡିଥିଲା । ଏପରିକି, ଶଙ୍କ ଲୋକପ୍ରିୟତା ଅନେକ ପରିମାଣରେ ହ୍ରାସ ପାଇଲା । କିନ୍ତୁ ୧୯୨୪ରେ ପ୍ରକାଶିତ ତାଙ୍କ ଲେଖା "Saint Joan" ତାଙ୍କୁ ପୁଣି ଖ୍ୟାତି ଆଣିଦେଲା ।
 
ଶଙ୍କର କିଛି ଜଣାଶୁଣା ସାହିତ୍ୟିକ କୃତି:
୪୮ କ ଧାଡ଼ି:
 
== ସାମାଜିକ ଜୀବନ ==
୧୮୯୩ ଜାନୁଆରୀରେ ଶ ବ୍ରିଟିଶ ସମାଜବାଦୀ ସଂସ୍ଥା "ଫାବିଆନ"ର ଜଣେ ପ୍ରତିନିଧୀ ହିସାବରେ ବ୍ରାଡଫୋର୍ଡ ସମ୍ମେଳନରେ ଯୋଗ ଦେଇଥିଲେ । ଫଳ ସ୍ଵରୂପ ' Independent Labour Party'ର ଗଠନ ହୋଇଥିଲା । ୧୮୯୪ରେ Henry Hunt Hutchinson ଫାବିଆନ ସୋସାଇଟିର ଅଧ୍ୟକ୍ଷ୍ୟ ହେଲେ ଏବଂ ଉକ୍ତ ସଂସ୍ଥାର ଅର୍ଥକୁ ଅର୍ଥନୀତୀ ତଥା ରାଜନୀତି ପାଇଁଁ ଉଦ୍ଦିଷ୍ଟ ବିଦ୍ୟାଳୟମାନ ସ୍ଥାପନ କରିବା ଦିଗରେ ବିନିଯୋଗ କରିବା ନିମିତ୍ତ ପ୍ରସ୍ତାବ ଦେଲେ । ଶ ପ୍ରଥମେ ଏହି ପ୍ରସ୍ତାବକୁ ଆପତ୍ତି କରୁଥିଲେ ମଧ୍ୟ ତାଙ୍କୁ ଏଥିପାଇଁଁ ମନାଇ ଦିଆଗଲା । ୧୮୯୦ ବେଳକୁ ରାଜନୈତିକ କାର୍ଯ୍ୟକଳାରେ ତାଙ୍କ ସଂପୃକ୍ତି ହ୍ରାସ ପାଇଲା । ୧୮୯୮ରେ ଶ Charlotte Payne-Townshend ନାମ୍ନୀ ଜଣେ ଧନୀ ମହିଳାଙ୍କୁ ବିବାହ କଲେ । ୧୯୦୬ରେ ଏହି ଦମ୍ପତି ଦକ୍ଷିଣ ଇଂଲଣ୍ଡର Hertfordshire village ନାମକ ସ୍ଥାନରେ ସ୍ଥାୟୀ ଭାବରେ ବାସ କଲେ । ୨ ନଭେମ୍ବର ୧୯୫୦ରେ ୯୪ ବର୍ଷ ବରସରେ ଏହି ଠାରେଏହିଠାରେ ଏହି ଖ୍ୟାତନାମା ନୋବେଲ୍ ବିଜେତାଙ୍କ ମୃତ୍ୟୁ ବରଣ କରିଥିଲେ ।।
 
== ପୁରସ୍କାର ଓ ସମ୍ମାନ ==
୫୪ କ ଧାଡ଼ି:
<ref name="biographyonline">{{cite web|title=George Bernard Shaw|url=https://www.biographyonline.net/writers/george-bernard-shaw.html|accessdate=2 May 2018}}</ref>
 
୧୯୩୯ ତାଙ୍କ ଆଉ ଏକ କୃତି Pygmalion ପାଇଁଁ ତାଙ୍କୁ ଅକାଦମି ପୁରସ୍କାର ଦ୍ଵାରାପୁରସ୍କାରଦ୍ଵାରା ସମ୍ମାନିତ କରାଯାଇଥିଲା ।
 
== ଆଧାର ==