"ବୀରେନ ମିତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 1 interwiki links, now provided by Wikidata on d:q4916189 (translate me)
ଜୀବନୀ ଓ ତଥ୍ୟପେଟି
୧ କ ଧାଡ଼ି:
{{ଛୋଟ|Biren Mitra}}
{{Infobox Indian politician
ବୀରେନ ମିତ୍ର (୨୬ ନଭେମ୍ବର ୧୯୧୭&ndash;୨୫ ମଇ ୧୯୭୮), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସଂସ୍କାରକ ଥିଲେ । ସେ ୨ ଅକ୍ଟୋବର୧୯୬୩ ଠାରୁ ୨୧ ଫେବୃଆରୀ୧୯୬୫ ପର୍ଯ୍ୟନ୍ତ [[ଓଡ଼ିଶା|ଓଡ଼ିଶାର]] ମୁଖ୍ୟମନ୍ତ୍ରୀ ଥିଲେ । <ref>{{cite web|url=http://orissa.gov.in/e-magazine/orissaannualreference/ORA-2004/pdf/biodata_CM_orissa.pdf|title=Bio-Data of Chief Ministers of Orissa|publisher=Orissa Reference Manual - 2004|page=191|accessdate=01 May 2012}}
| name = ବୀରେନ ମିତ୍ର
| image =
| caption =ବୀରେନ ମିତ୍ର
| birth_date = {{Birth date|1917|11|26|df=y}}
| birth_place = [[କଟକ]], [[ଓଡ଼ିଶା]]
| residence =
| death_date = {{Death date and age|1978|05|25|1917|11|26|df=y}}
| death_place = [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ]]
| birth_name =
| office = ମୁଖ୍ୟମନ୍ତ୍ରୀ, ଓଡ଼ିଶା
| constituency = କଟକ ସଦର
| term_start = ୨ ଅକ୍ଟୋବର ୧୯୬୩
| term_end = ୨୧ ଫେବୃଆରୀ ୧୯୬୫
| predecessor = [[ବିଜୁ ପଟ୍ଟନାୟକ]]
| successor = [[ସଦାଶିବ ତ୍ରିପାଠୀ]]
|party = [[କଂଗ୍ରେସ ଦଳ]]
|otherparty =
|alma_mater = [[ରେଭେନ୍ସା ମହାବିଦ୍ୟାଳୟ]], ପ୍ୟାରୀମୋହନ ଏକାଡେମୀ
| profession =
| religion = [[ହିନ୍ଦୁ]]
| spouse = ଇଶ୍ୱରମା ମିତ୍ର
| children =
| website =
| footnotes =
| date =
| year =
| source =
}}
 
'''ବୀରେନ ମିତ୍ର''' (୨୬ ନଭେମ୍ବର ୧୯୧୭&ndash;୨୫ ମଇ ୧୯୭୮), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସଂସ୍କାରକ ଥିଲେ । ସେ ୨ ଅକ୍ଟୋବର୧୯୬୩ ଠାରୁ ୨୧ ଫେବୃଆରୀ୧୯୬୫ ପର୍ଯ୍ୟନ୍ତ [[ଓଡ଼ିଶା|ଓଡ଼ିଶାର]] ମୁଖ୍ୟମନ୍ତ୍ରୀ ଥିଲେ । <ref>{{cite web|url=http://orissa.gov.in/e-magazine/orissaannualreference/ORA-2004/pdf/biodata_CM_orissa.pdf|title=Bio-Data of Chief Ministers of Orissa|publisher=Orissa Reference Manual - 2004|page=191|accessdate=01 May 2012}}
Father : Late Bipin Behari Mitra; Married to Shrimati Iswarama Mitra; Father
of two sons and one daughter
</ref> ସେ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ [[ଓଡ଼ିଶା ବିଧାନ ସଭା]]କୁ କଟକ ସଦରରୁ କଂଗ୍ରେସ ପ୍ରାଥୀ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୩ ମସିହାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୧୯୬୫ ମସିହାରେ ଇସ୍ତଫା ଦେଇଥିଲେ । <ref>https://web.archive.org/web/20100525063145/http://orissa.gov.in:80/e-magazine/orissaannualreference/ORA-2004/pdf/biodata_CM_orissa.pdf</ref>
</ref>
 
ବୀରେନ, ୧୯୧୭ ମସିହାରେ [[କଟକ]]ର କାଠଗଡା ସାହିରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା "ବିପିନ ବିହାରୀ ମିତ୍ର" । ସେ କଟକର ପ୍ୟାରୀମୋହନ ଏକାଡେମୀ ଓ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ଶିକ୍ଷାଗ୍ରହଣ କରିଥିଲେ । ସେ [[ମହାତ୍ମା ଗାନ୍ଧୀ]]ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ "ଅଗଷ୍ଟ ବିପ୍ଳବ"ରେ ଅଂଶଗ୍ରହଣ କରିଥିଲେ । [[ହରେକୃଷ୍ଣ ମହତାବ]] ଥିଲେ ବୀରେନଙ୍କ ରାଜନୈତିକ ଗୁରୁ ଓ ସହକର୍ମୀ ।<ref>{{cite news|title=ଆଜି ଶ୍ରାଦ୍ଧବାର୍ଷିକୀ|url=http://sambadepaper.com/Details.aspx?id=452719&boxid=2324228|accessdate=25 May 2018|newspaper=ସମ୍ବାଦ ୨୫/୦୫/୨୦୧୮ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪}}</ref>
== ଆଧାର ==
{{ଆଧାର}}