"ସୁନା ପାଲିଙ୍କି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୭ କ ଧାଡ଼ି:
}}
 
'''ସୁନା ପାଲିଙ୍କି''', ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନିଲ ରାଉତ ।<ref name="ଓଲିଉଡରେ 'ଅଗ୍ନିପରୀକ୍ଷା'"/> ସୁଜାତା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="ଓଲିଉଡରେ 'ଅଗ୍ନିପରୀକ୍ଷା'">{{cite news|title=ଓଲିଉଡରେ 'ଅଗ୍ନିପରୀକ୍ଷା'|url=https://m.dailyhunt.in/news/india/oriya/odisha+live-epaper-odishliv/oliudare+agnipariksha-newsid-84441553|accessdate=24 May 2018|newspaper=Odisha.Iive|date=27 March 2018}}</ref>
 
ସାଗର ମିଶ୍ର, ଗାୟତ୍ରୀ ଜରିବାଲା, ଅଶ୍ରୁମୋଚନ ମହାନ୍ତି, ଦେବୁ ବୋଷ, ସ୍ମିତା ମହାନ୍ତି, କାଜଲ, ସ୍ନିଗ୍ଧା ମହାନ୍ତି, ରାଇମୋହନ ପରିଡ଼ା, ରୁନୁ ପରିଜା, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।