"ଅନୁରାଗ କଶ୍ୟପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୫ କ ଧାଡ଼ି:
'''ଅନୁରାଗ କଶ୍ୟପ''' (ଜନ୍ମ: ୧୦ ସେପ୍ଟେମ୍ବର ୧୯୭୨)<ref>{{cite news|url=http://www.freepressjournal.in/entertainment/anurag-kashyap-birthday-special-the-unlucky-love-life-of-the-renowned-filmmaker/1134615|title=Anurag Kashyap birthday special: The unlucky love life of the renowned filmmaker|last=Sonar|first=Mamta|work=[[The Free Press Journal]]|date=10 September 2017|accessdate=30 October 2017}}</ref><ref>{{Cite web|title=Anurag Kashyap turns 41; finds birthday wishes awkward |work=[[Daily News and Analysis]]|date=10 September 2013 |accessdate=10 July 2016 |url=http://www.dnaindia.com/entertainment/report-anurag-kashyap-turns-41-finds-birthday-wishes-awkward-1886989 |deadurl=no |archiveurl=https://web.archive.org/web/20161024160837/http://www.dnaindia.com/entertainment/report-anurag-kashyap-turns-41-finds-birthday-wishes-awkward-1886989 |archivedate=24 October 2016 |df= }}</ref><ref>{{Cite news|title=Anurag Kashyap, the Godfather |author=Parul Khanna |url=http://www.hindustantimes.com/Brunch/Brunch-Stories/Anurag-Kashyap-the-Godfather/Article1-1087684.aspx |work=[[Hindustan Times]] |date=5 July 2013 |accessdate=7 July 2013 |deadurl=yes |archiveurl=https://web.archive.org/web/20130709013507/http://www.hindustantimes.com/Brunch/Brunch-Stories/Anurag-Kashyap-the-Godfather/Article1-1087684.aspx |archivedate= 9 July 2013 |df=dmy }}</ref>, ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ଚଳଚ୍ଚିତ୍ର ଜଗତରେ ଅନୁରାଗଙ୍କର ଅବଦାନ ପାଇଁ ଫ୍ରାନ୍ସ ସରକାର ତାଙ୍କୁ ୨୦୧୩ ମସିହାରେ ସମ୍ମାନିତ କରିଥିଲେ ।<ref>{{cite web|title=French distinction conferred on Anurag Kashyap at Cannes, 20 May 2013 |url=http://www.ambafrance-in.org/French-distinction-to-be-conferred |website=France in India (French Embassy in India) |accessdate=28 June 2016 |deadurl=no |archiveurl=https://web.archive.org/web/20160310215216/http://www.ambafrance-in.org/French-distinction-to-be-conferred |archivedate=10 March 2016 |df= }}</ref>
 
ଅନୁରାଗ ପ୍ରଥମେ ଜଣେ ଦୂରଦର୍ଶନ ଧାରାବାହିକ କାହାଣୀକାର ଭାବରେ କାର୍ଯ୍ୟ କରିଥିଲେ । ସେ କିଛି ସଫଳ ଏବଂ ଚର୍ଚ୍ଚିତ ଧାରାବାହିକର କାହାଣୀ ରଚନା କରିବା ପରେ ୧୯୯୮ ମସିହାରେ ରାମ ଗୋପାଳ ବର୍ମାଙ୍କ ହତ୍ୟାଭିତ୍ତକ ଚଳଚ୍ଚିତ୍ର ସତ୍ୟାର ସ‌ହ-ଲେଖକ ଭାବରେ କାର୍ଯ୍ୟ କରିଥିଲେ ।<ref name="rediff-2005-apr">{{cite web|url=http://www.rediff.com/movies/2005/apr/05anurag.htm |title='Black Friday is based on facts!' |publisher=[[Rediff.com]] |date=5 April 2005 |accessdate=4 May 2015 |deadurl=no |archiveurl=https://web.archive.org/web/20150603110641/http://www.rediff.com/movies/2005/apr/05anurag.htm/ |archivedate= 3 June 2015 |df= }}</ref> ଏହାପରେ ସେ ପାଞ୍ଚ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ<ref>{{cite news|title=Total Knockout: A Censor Punch For Paanch |url=http://timesofindia.indiatimes.com/city/delhi/Total-Knockout-A-Censor-Punch-For-Paanch/articleshow/1859229684.cms?referral=PM |work=The Times of India |date=10 August 2001 |accessdate=4 November 2014 |deadurl=no |archiveurl=https://web.archive.org/web/20150127023018/http://timesofindia.indiatimes.com/city/delhi/Total-Knockout-A-Censor-Punch-For-Paanch/articleshow/1859229684.cms?referral=PM |archivedate=27 January 2015 |df= }}</ref><ref name="paanch">{{cite news|title=Total recall |url=http://indiatoday.intoday.in/story/censor-board-refusal-to-clear-paanch-ignites-debate-over-artistic-freedom/1/231496.html |work=India Today |author=Sandeep Unnithan |date=22 October 2001 |accessdate=4 May 2015 |deadurl=no |archiveurl=https://web.archive.org/web/20150505062039/http://indiatoday.intoday.in/story/censor-board-refusal-to-clear-paanch-ignites-debate-over-artistic-freedom/1/231496.html |archivedate= 5 May 2015 |df= }}</ref>, ମାତ୍ର ଏହି ଚଳଚ୍ଚିତ୍ରଟିରେ ଥିବା ମାତ୍ରାଧିକ ଆପତ୍ତିଜନ‌କ ଦୃଶ୍ୟ ଏବଂ କାହାଣୀ ପାଇଁ<ref>{{cite book|url=https://books.google.co.in/books?id=wigBDgAAQBAJ&pg=PT134&dq=parinda+pigeons+film&source=gbs_toc_r&cad=3#v=onepage&q=parinda%20pigeons%20film&f=false|title=Behind the Scenes: Contemporary Bollywood Directors and Their Cinema|last1=John|first1=Vimal Mohan|last2=Viswamohan|first2=Ayusha Iqbal|publisher=SAGE Publications|year=2017|isbn=978-93-86062-40-6|page=134}}</ref> ଭାରତୀୟ ଚଳଚ୍ଚିତ୍ର ନିୟନ୍ତ୍ରକ ସଂଘ ଏହାକୁ ମୁକ୍ତିଲାଭ କରିବାର ଅନୁମତି ଦେଇନଥିଲେ ।<ref>{{cite web|title=I'll fight to the finish |url=http://www.rediff.com/entertai/2001/oct/13paanch.htm |publisher=Rediff |date=13 October 2001 |accessdate=30 March 2015 |deadurl=no |archiveurl=https://web.archive.org/web/20150924130427/http://www.rediff.com/entertai/2001/oct/13paanch.htm |archivedate=24 September 2015 |df= }}</ref> ୨୦୦୭ ମସିହାରେ ଅନୁରାଗଙ୍କ ନିର୍ଦ୍ଦେଶନାରେ ପ୍ରଥମ ଚଳଚ୍ଚିତ୍ର ବ୍ଲାକ୍ ଫ୍ରାଇଡେ ମୁକ୍ତିଲାଭ କଲା । ଏହି ଚଳଚ୍ଚିତ୍ରଟିର ୧୯୯୩ର ବମ୍ବେ ବୋମା ବିସ୍ଫୋରଣ ଉପରେ ଆଧାରିତ ହୁସେନ ଜାଇଦିଙ୍କ ପୁସ୍ତକର କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା ।<ref>{{cite news|url=http://www.hindustantimes.com/StoryPage/StoryPage.aspx?id=3892405d-96ca-4f2f-b932-d35f0328e03d|title=I just can't be politically correct: Anurag Kashyap|work=Hindustan Times|author=Hiren Kotwani|date=23 February 2007|accessdate=10 February 2009}}</ref><ref>{{cite web|title=We consciously kept Sanjay Dutt out of Black Friday: Anurag Kashyap |url=http://businessofcinema.com/bollywood-news/we-consciously-kept-sanjay-dutt-out-of-black-friday-anurag-kashyap/17222 |publisher=Business of Cinema |date=6 February 2007 |accessdate=6 May 2015 |deadurl=no |archiveurl=https://web.archive.org/web/20150521124906/http://businessofcinema.com/bollywood-news/we-consciously-kept-sanjay-dutt-out-of-black-friday-anurag-kashyap/17222 |archivedate=21 May 2015 |df= }}</ref> ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାବେଳେ ପୁଣିଥରେ ଜାତୀୟ ଚଳଚ୍ଚିତ୍ର ପ୍ରମାଣପତ୍ରପାଇଁ ଦୁଇ ବର୍ଷ ଅପେକ୍ଷା କରିଥିଲା । ସେତେବେଳକୁ ୧୯୯୩ ବୋମା ବିସ୍ଫୋରଣର ମକୋଦ୍ଦମା ଚାଲିଥିଲା, ତେଣୁ ଏହାର କାହାଣୀ ଉପରେ ରୋକ ଲଗାଯାଇଥିଅଲଗାଯାଇଥିଲା<ref>{{cite web|url=http://in.rediff.com/movies/2005/mar/31black.htm |title=No Black Friday till blasts case verdict |publisher=Rediff |date=31 March 2005 |accessdate=10 February 2009 |deadurl=no |archiveurl=https://web.archive.org/web/20081207031233/http://in.rediff.com/movies/2005/mar/31black.htm |archivedate= 7 December 2008 |df= }}</ref> ମାତ୍ର ମକୋଦ୍ଦମା ଶେଷ ହେବା ଆଗରୁ ୨୦୦୭ରେ ଏହାକୁ ମୁକ୍ତିଲାଭ ପାଇଁ ଅନୁମତି ଦିଆଯାଇଥିଲା ।<ref>{{cite news|title=Controversial Black Friday finally cleared for release in India |url=http://www.screendaily.com/controversial-black-friday-finally-cleared-for-release-in-india/4030691.article |work=[[Screen International]] |date=6 February 2007 |accessdate=6 May 2015 |deadurl=no |archiveurl=https://web.archive.org/web/20150511161219/http://www.screendaily.com/controversial-black-friday-finally-cleared-for-release-in-india/4030691.article |archivedate=11 May 2015 |df= }}</ref> ଏହି ଚଳଚ୍ଚିତ୍ରକୁ ନେଇ ସର୍ବସାଧାରଣରେ ଜାଗିଥିବା ଲୋକପ୍ରିୟତା ପାଇଁ ଏହାକୁ ମୁକ୍ତିଲାଭର ଅନୁମତି ମିଳିଥିଲା । ଏହାପରେ ୨୦୦୭ରେ ତାଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ଅନ୍ୟ ଏକ ଚଳଚ୍ଚିତ୍ର ନୋ ସ୍ମୋକିଙ୍ଗ୍ ସମୀକ୍ଷକଙ୍କଠାରୁ ନାକାରାତ୍ମକ ପ୍ରତିକ୍ରୟା ପାଇଥିବାବେଳେ ବ୍ୟବସାୟରେ ବ‌ହୁତ ଖରାପ ପ୍ରଦର୍ଶନ କରିଥିଲା । ଏହାପରେ ୨୦୦୯ରେ ମୁକ୍ତିଲାଭ କରିଥିବା ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ଚଳଚ୍ଚିତ୍ର ଦେଭ୍.ଡିଙ୍କୁ ସମୀକ୍ଷକ ଓ ଦର୍ଶକ ପସନ୍ଦ କରିଥିଲେ ଏବଂ ଏହା ବ୍ୟବସାୟିକ ସଫଳ ମଧ୍ୟ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଦେବଦାସ ଚରିତ୍ରର ଏକ ଆଧୁନିକ ରୂପ ଥିଲା । ଏହାପରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୨୦୦୯ର ରାଜନୈତିକ ନାଟକ ଗୁଲ୍ଲାଲ୍ ଏବଂ ୨୦୧୧ର ଦ୍ୟାଟ୍ ଗାର୍ଲ ଇନ୍ ୟେଲ୍ଲୋ ବୁଟ୍‌ସ୍ ସଫଳ ହୋଇଥିଲା । ୨୦୧୨ରେ ମୁକ୍ତିଲାଭ କରିଥିବା ଅପରାଧ ଭିତ୍ତିକ ନାଟକ ଗ୍ୟାଙ୍ଗ୍‌ସ୍ ଅଫ୍ ୱାସେପୁରର ଦୁଇଟି ଭାଗ ଅନୁରାଗଙ୍କର ସବୁଠାରୁ ବଡ଼ ସଫଳତା ଥିଲା । ଏହି ଚଳଚ୍ଚିତ୍ରଟି ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ମନୋନୀତ ହୋଇଥିଲା ଏବଂ କିଛି ପୁରସ୍କାର ପାଇଥିଲା । ଏହାପରେ ୨୦୧୩ରେ ବମ୍ବେ ଟକିଜ୍, ୨୦୧୪ରେ ଅଗ୍‌ଲି ଏବଂ ୨୦୧୫ରେ ବମ୍ୱେ ଭେଲବେଟ ନିର୍ମାଣ କରିଥିଲେ ଅନୁରାଗ । ମାତ୍ର ଏହି ଚଳଚ୍ଚିତ୍ରଗୁଡ଼ିକ ବିଫଳ ହୋଇଥିଲା । ୨୦୧୬ ମସିହାରେ ଅନୁରାଗ ରମଣ ରାଘବ ଚଳଚ୍ଚିତ୍ରର ୨ୟ ଭାଗ ରମଣ ରାଘବ ୨.୦ ଅଭିନେତା ନବାଜ ଉଦ୍ଦିନ ସିଦ୍ଦିକଙ୍କୁ ନେଇ ନିର୍ମାଣ କରିଥିଲେ ।
 
ଚଳଚ୍ଚିତ୍ର ଦୁନିଆରେ କାମ କରିବା ବ୍ୟତୀତ ଅନୁରାଗ ମୁମ୍ବାଇର ଏକ ବେସରକାରୀ ସଂସ୍ଥା ଆଙ୍ଗନ୍‌ର ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥା ଭାରତରେ ଥିବା ଦୁର୍ବଳତମ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଛି । ଅନୁରାଗ କଶ୍ୟପ ନାମକ ତାଙ୍କର ନିଜର ଏକ ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ଅଛି ।