"ଅନୁରାଗ କଶ୍ୟପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୪ କ ଧାଡ଼ି:
 
'''ଅନୁରାଗ କଶ୍ୟପ''' (ଜନ୍ମ: ୧୦ ସେପ୍ଟେମ୍ବର ୧୯୭୨), ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ଚଳଚ୍ଚିତ୍ର ଜଗତରେ ଅନୁରାଗଙ୍କର ଅବଦାନ ପାଇଁ ଫ୍ରାନ୍ସ ସରକାର ତାଙ୍କୁ ୨୦୧୩ ମସିହାରେ ସମ୍ମାନିତ କରିଥିଲେ ।
 
ଅନୁରାଗ ପ୍ରଥମେ ଜଣେ ଦୂରଦର୍ଶନ ଧାରାବାହିକ କାହାଣୀକାର ଭାବରେ କାର୍ଯ୍ୟ କରିଥିଲେ । ସେ କିଛି ସଫଳ ଏବଂ ଚର୍ଚ୍ଚିତ ଧାରାବାହିକର କାହାଣୀ ରଚନା କରିବା ପରେ ୧୯୯୮ ମସିହାରେ ରାମ ଗୋପାଳ ବର୍ମାଙ୍କ ହତ୍ୟାଭିତ୍ତକ ଚଳଚ୍ଚିତ୍ର ସତ୍ୟାର ସ‌ହ-ଲେଖକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ପାଞ୍ଚ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ମାତ୍ର ଏହି ଚଳଚ୍ଚିତ୍ରଟିରେ ଥିବା ମାତ୍ରାଧିକ ଆପତ୍ତିଜନ‌କ ଦୃଶ୍ୟ ଏବଂ କାହାଣୀ ପାଇଁ ଭାରତୀୟ ଚଳଚ୍ଚିତ୍ର ନିୟନ୍ତ୍ରକ ସଂଘ ଏହାକୁ ମୁକ୍ତିଲାଭ କରିବାର ଅନୁମତି ଦେଇନଥିଲେ ।
 
 
 
[[ଶ୍ରେଣୀ:୧୯୭୨ ଜନ୍ମ]]