"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୮୧ କ ଧାଡ଼ି:
ସହରସ୍ଥିତ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]] ଏବଂ [[ସରକାରୀ ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା|ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲ]].sri aurobinda intergal education center , aurobinda nagar. ଏଠାକାର ଶିକ୍ଷା ବିକାଶରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି । ଏହାଛଡା ୧୯୬୪ ମସିହାରେ ପ୍ରତିଷ୍ଠିତ ସରକାରୀ ବାଳିକା ବିଦ୍ୟାଳୟ ଏଠାକାର ନାରୀଶିକ୍ଷାରେ ପ୍ରଗତି ପାଇଁ ଚେଷ୍ଟିତ । ସ୍ଥାନୀୟ [[ଠକ୍କର ବାପା ଆଶ୍ରମ, ରାୟଗଡ଼ା|ଠକ୍କର ବାପା ଆଶ୍ରମ]] ପରିସରରେ ଅନୁସୂଚିତ ଉପଜାତିର ପିଲାଙ୍କ ପାଇଁ ପ୍ରାଇମେରୀ ବିଦ୍ୟାଳୟଟିଏ ରହିଅଛି । ଏଠାକାର ଅନ୍ୟାନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ହେଲା:-
* [[ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ]], ରାୟଗଡ଼ା
* ରାୟଗଡ ମହିଳା ମହାବିଦ୍ୟାଳୟ
* ସେଇଣ୍ଟ୍ ଜାଭିୟର ସ୍କୁଲ,
* [[କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ା]]<ref>[http://kvrayagada.org କେନ୍ଦ୍ରୀୟ ବିଦ୍ୟାଳୟ, ରାୟଗଡ଼ା]</ref>.
Line ୮୭ ⟶ ୮୮:
* ଆଇ.ଏ.ସି.ଆର୍ ('''IACR'''),ରାୟଗଡ଼ା
* [[ଜବାହର ନବୋଦୟ ବିଦ୍ୟାଳୟ, ରାୟଗଡ଼ା]]
* ଉତ୍କଳ ଗୋଉରବ ମଧୁସୁଦନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି
ଏହା ଜିଲ୍ଲାର ସଦର ମହକୁମା ହୋଇଥିବାରୁ ଏଠାରେ ସବୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ଅଦାଲତ ତଥା ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟାଳୟସବୁ ରହିଅଛି । ଏତଦ୍‌ବ୍ୟତୀତ ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଓ ସ୍କୁଲ ତଥା କଲେଜ ସବୁ ରହିଅଛି ।
 
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି