"ବବି ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୩ କ ଧାଡ଼ି:
 
==ଅଭିନୟ ଜୀବନ==
ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ ।<ref>{{cite news|title=ଉଷସୀଙ୍କୁ ମିଳିଲା ହର ନିଭାଇଥିବା ଫିଲ୍ମର ରୋଲ|url=http://www.jaiodisha.in/usashi/|accessdate=19 January 2018|newspaper=ଜୟ ଓଡ଼ିଶା}}</ref><ref>{{cite news|title=ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗ୍‌ ନମ୍ବର’ ଏବଂ ‘ଜୟ ଶ୍ରୀରାମ’ରେ ଅଭିନୟ କରିଥିବା ନାୟିକା ଏବେ ଭୋଜପୁରୀ ସୁପରଷ୍ଟାର୍‌!|url=http://sambad.in/entertainment/bhojpuri-superstar-monalisa-6499/|accessdate=19 January 2018|newspaper=sambd.in|date=7 October 2017}}</ref> ଏହାପରେ ସେ ତୋ ପାଇଁ, ନାରୀ ଆଖିରେ ନିଆଁ, ଫେରିଆ ମୋ ସୁନା ଭଉଣୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ମୁଁ ତତେ ଲଭ୍ କରୁଚିରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଅଭିନୟ ଜୀବନର ମୋଡ଼ ବଦଳିଯାଇଥିଲା ।<ref name="ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର">{{cite news|title=ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର|url=http://odishatime.com/odiya/%E0%AC%A8%E0%AC%BF%E0%AC%9C-%E0%AC%87%E0%AC%9A%E0%AD%8D%E0%AC%9B%E0%AC%BE%E0%AC%B0%E0%AD%87-%E0%AC%85%E0%AC%AD%E0%AC%BF%E0%AC%A8%E0%AD%9F-%E0%AC%95%E0%AD%8D%E0%AC%B7%E0%AD%87%E0%AC%A4%E0%AD%8D/|accessdate=19 January 2018|newspaper=ଓଡ଼ିଶା ଟାଇମ୍|date=17 September 2016}}</ref> ଧିରେଧୀରେ ଧିରେଧୀରେ ସେ ଅଧିକରୁ ଅଧିକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏଥିସ‌ହ ସେ ସ‌ହ-ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ ଅଭିନୟ କରିଥିଲେ ।
 
ବବି ମିଶ୍ର ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ମଧ୍ୟ ନୃତ୍ୟ କରିଥିଲେ ।<ref>{{cite news|title=ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍|url=https://m.dailyhunt.in/news/india/oriya/odisha+live-epaper-odishliv/oliuda+indashtrire+babi+mishranka+kamabyak-newsid-81533107|accessdate=15 February 2018|newspaper=ସମ୍ବାଦ|date=10 February 2018}}</ref> କାଉ ତୋ ବଉକୁ ନଉ, ସାହିତ୍ୟ ଦିଦି, ଆଜି ତୋର ବାହାଘର ପ୍ରିୟା ଆଦି ଅନେକ ଲୋକପ୍ରିୟ ଗୀତରେ ନୃତ୍ୟ କରିଥିଲେ । ବବିଙ୍କର ଅଭିନୀତ ଅନ୍ୟ ଏକ ଓଡ଼ିଆ ଆଲବମ୍ 'ଆହେ ଦୟାମୟ ବିଶ୍ୱ ବିହାରୀ' ତାଙ୍କୁ ବିବାଦଗ୍ରସ୍ତ କରାଇଦେଇଥିଲେ ।