"ବର୍ଷା ପ୍ରିୟଦର୍ଶିନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Details
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୪ କ ଧାଡ଼ି:
}}
 
'''ବର୍ଷା ପ୍ରିୟଦର୍ଶିନୀ''' (ଜନ୍ମ: ୭ ଅଗଷ୍ଟ ୧୯୮୪) ଜଣେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସ‌ହିତ କିଛି [[ବଙ୍ଗଳା ଭାଷା|ବଙ୍ଗଳା]] ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ [[ଉତ୍ତମ ମହାନ୍ତି]] ଏବଂ [[ମିଥୁନ ଚକ୍ରବର୍ତ୍ତୀ]] ଅଭିନୀତ ଓଡ଼ିଆ କଥାଚିତ୍ର [[ଏ ଯୁଗର କୃଷ୍ଣ ସୁଦାମା]] ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍‌ ୟୁ ଭଗବାନ, ଭଳିକୁକୁର ସଫଳଗେହୁଁଛି ବିିିଆ ମେଲେଇ ଭଳି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍‌ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।
 
== ପରିବାର ==