"ରଣବୀର ସିଂ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ଚଳଚ୍ଚିତ୍ର |
Hpsatapathy (ଆଲୋଚନା | ଅବଦାନ) |
||
୩୦ କ ଧାଡ଼ି:
== ବାଲ୍ୟ ଜୀବନ ଓ ଶିକ୍ଷା ==
୬ ଜୁଲାଇ ୧୯୮୫ରେ [[ମୁମ୍ବାଇ]] ର ଏକ ସିନ୍ଧି ପରିବାରରେ ରଣବୀର ସିଂଙ୍କ ଜନ୍ମ । ପିତା ହେଉଛନ୍ତି ଜଗଜିତ୍ ସିଂ ଏବଂ ମା ଅଞ୍ଜୁ । ରଣବୀରଙ୍କ ଜେଜେବାପା ସୁନ୍ଦର ସିଂ ଭବନାନୀ ଓ ଜେଜେମା ଚାନ୍ଦ ବୁର୍କେ ଭାରତ ବିଭାଜନ ବେଳେ କରାଚୀରୁ(ବର୍ତ୍ତମାନର ପାକିସ୍ଥାନ) ଆସି ମୁମ୍ବାଇରେ ବସବାସ କଲେ । ରଣବୀରଙ୍କର ବଡ ଭଉଣୀ ରିତିକା ଭବନାନୀ ସିଂ ହେଉଛନ୍ତି ଅଭିନେତ୍ରୀ ସୋନମ୍ କାପୁରଙ୍କ ମାଉସୀ ଝିଅ ଭଉଣୀ ।
ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଚ ପ୍ରତି ଆକର୍ଷଣ ରହିଥିଲା । ମୁମ୍ବାଇର H.R. College of Commerce and Economics ରେ ଯୋଗ ଦେବାପରେ ସେ ଅନୁଭବ କଲେ କି ଅଭିନେତା ହେବା ଏତେ ସହଜ ନୁହେଁ । ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର
=== ଅଭିନୟ ଜୀବନ ===
|