"ରଣବୀର ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୫ କ ଧାଡ଼ି:
 
=== ଅଭିନୟ ଜୀବନ ===
ଜାନୁଆରୀ ୨୦୧୦ରେ ୟଶରାଜ ଫିଲ୍ମସର ପାତ୍ର ମନୋନୟନ ବିଭାଗର ମୁଖ୍ୟ ଶାନୁ ଶର୍ମାଙ୍କଠାରୁ ରଣବୀରଙ୍କୁ ହିନ୍ଦୀ ଚଳଚ୍ଚିତ୍ର Band Baaja Baaraat ର ଏକ ପ୍ରମୁଖ ଭୂମିକା ପାଇଁ ଏକ ଅଡିସନ ଦେବାକୁ ଡାକରା ଆସିଲା । କମ୍ପାନୀର ଉପାଧ୍ୟକ୍ଷ ଆଦିତ୍ୟ ଚୋପ୍ରା ଅଡିସନର ଟେପ ଦେଖି ରଣବୀରଙ୍କ ଅଭିନୟରେ ପ୍ରଭାବିତ ହେଲେ ଏବଂ ତାଙ୍କୁ ମୁଖ୍ୟ ପାତ୍ର(ନାୟକ) ବିଟ୍ଟୁ ଶର୍ମା ପାଇଁ ମନସ୍ଥ କଲେ । ତେବେ ଅଧ୍ୟକ୍ଷ ମନୀଶ ଶର୍ମା ରଣବୀରଙ୍କ ଅଭିନୟ ପସନ୍ଦ କରିବା ଆଗରୁ ଆଉ କିଛିଥର ଅଡିସନ ନେଇଥିଲେ । ତେବେ ରଣବୀରଙ୍କ ଅଭିନୟ ଦକ୍ଷତାରେ ପ୍ରୀତ ହୋଇ ଚଳଚ୍ଚିତ୍ରର ବିଟ୍ଟୁ ଶର୍ମା ଭୁମିକା ପାଇଁ ତାଙ୍କୁ ମନୋନୀତ କରିନିଆଗଲା । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନାୟୀକା ଭୁମିକାରେ ମନୋନୀତ ହୋଇଥିଲେ ।
 
ରଣବୀର ଏହି ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଏହି ଉପଲକ୍ଷ୍ୟେ ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପିଲାଙ୍କ ସହ ମିଶି ଚଲଚ୍ଚିତ୍ରର ବିଟ୍ଟୁ ଭୁମିକାର ହାବ ଭାବ ଶିଖିବାକୁ ଲାଗିଲେ । ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଳତା ହାସଲ କଲା ଏବଂ ରଣବୀର ତାଙ୍କ୍ ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହେଲେ । ୫୬ତମ Filmfare Awards ସମାରୋହରେ ରଣବୀର ନୂତନ କଳାକାର ଶ୍ରେଣୀରେ Best Male Debut ଅଭିନେତା ଭାବେ ପୁରସ୍କୃତ ହେଲେ ।
Singh described the role of Bittoo Sharma as a typical Delhi boy.[9] To prepare for the role, he spent time with students at the Delhi University campus.[13] Prior to the release of the film, trade analysts were skeptical of the film's commercial potential, citing the middling response to Yash Raj Films' last few productions, the lack of a male star and the fact that the female lead, Anushka Sharma, was by then an "almost-forgotten" actress.[16] However, Band Baaja Baaraat went on to become a sleeper hit. Singh's portrayal of Bittoo was praised, with Anupama Chopra of NDTV writing that Singh was "pitch perfect in the role of the uncouth but good-hearted small town slacker who is a bit of a duffer when it comes to matters of the heart."[17] The film earned approximately ₹214 million (US$3.3 million) at the domestic box office.[18] At the 56th Filmfare Awards, Singh won the award for Best Male Debut.[19]
 
ପ୍ରଥମ ଚଳଚିତ୍ରରେ ଅଭିନୟ ଦକ୍ଷତା ପ୍ରମାଣିତ କରିଥିବା ଏହି ଅଭିନେତା ଏହା ପରେ ପରେ Ladies vs Ricky Bahl ନାମକ ର୍omantic comedy ଚଲଚ୍ଚିତ୍ରରେ ଅଭ୍ନୟର ସୁଯୋଗ ପାଇଲେ । ଚଳଚ୍ଚିତ୍ରରେ ଅନ୍ୟ ସହ କଲାକାରମାନେ ହେଲେ ଅନୁଷ୍କା ଶର୍ମା, ପରିଣୀତି ଚୋପ୍ରା, ଦୀପନୀତା ଶର୍ମା ଏବଂ ଅଦିତି ଶର୍ମା । ଚଳଚ୍ଚିତ୍ରଟି ବ୍ୟାବସାୟିକ ସଫଲତା ଲାଭ କରିଥିଲା ।
Following Band Baaja Baarat, Singh signed on for Ladies vs Ricky Bahl, a romantic comedy produced by Chopra and directed by Maneesh Sharma. He played a conman Ricky Bahl who cons girls for a living but finally meets his match. The film co-starred Anushka Sharma, Parineeti Chopra, Dipannita Sharma and Aditi Sharma.[20] According to Singh, the title character had various avatars in the film, including a chirpy, entertaining side and a sinister side.[8] Nikhat Kazmi of The Times of India wrote, "Ranveer is, well Ranveer: your average Joe kind of hero who looks convincing enough as Sunny, Deven, Iqbal, Ricky, his sundry avatars."[21] Commercially, Ladies vs Ricky Bahl earned ₹370 million (US$5.7 million) domestically.[22]
 
== ଚଳଚ୍ଚିତ୍ର ==