"ରଣବୀର ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୪ କ ଧାଡ଼ି:
ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଚ ପ୍ରତି ଆକର୍ଷଣ ରହିଥିଲା । ମୁମ୍ବାଇର H.R. College of Commerce and Economics ରେ ଯୋଗ ଦେବାପରେ ସେ ଅନୁଭବ କଲେ କି ଅଭିନେତା ହେବା ଏତେ ସହଜ ନୁହେଁ । ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକାର ଯାଇ ଇଣ୍ଡିଆନା ୟୁନିଭରସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସନ କଲେ । ତେବେ ୟୁନିଭର୍ସିଟିରେ ସେ ଅଭିନୟ ଶିକ୍ଷାରେ ରୁଚି ରଖିବା ସହ ଥିଏଟର ପାଠ୍ୟକ୍ରମକୁ ଗୋଉଣ ବିଷୟ ରୁପେ ବାଛିଥିଲେ । ୨୦୦୭ରେ ମୁମ୍ବାଇ ଫେରି କିଛି ଦିନ ବିଜ୍ଞାପନ ଦୁନିଆରେ କପି ଲେଖକ ଭାବେ ଏବଂ କିଛି ଦିନ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲେ । ତେବେ ଅଭିନୟ ପ୍ରତି ତାଙ୍କର ନିଶା ତାଙ୍କୁ ଅଭିନୟ ଜଗତକୁ ଟାଣିବାରେ ଲାଗିଲା । ସେ ଗୋଟାଏ ପରେ ଗୋଟାଏ ଅଡିସନ ଦେଲେ ସିନା ପ୍ରାରମ୍ବିକ ଅବସ୍ଥାରେ କୋଉଶସିଥିଲେ ସଫଳ ହେଲେ ନାହିଁ ।
 
=== ଅଭିନୟ ଜୀବନ ===
ଜାନୁଆରୀ ୨୦୧୦ରେ ୟଶରାଜ ଫିଲ୍ମସର ପାତ୍ର ମନୋନୟନ ବିଭାଗର ମୁଖ୍ୟ ଶାନୁ ଶର୍ମାଙ୍କଠାରୁ ରଣବୀରଙ୍କୁ ହିନ୍ଦୀ ଚଳଚ୍ଚିତ୍ର Band Baaja Baaraat ର ଏକ ପ୍ରମୁଖ ଭୂମିକା ପାଇଁ ଏକ ଅଡିସନ ଦେବାକୁ ଡାକରା ଆସିଲା । କମ୍ପାନୀର ଉପାଧ୍ୟକ୍ଷ ଆଦିତ୍ୟ ଚୋପ୍ରା ଅଡିସନର ଟେପ ଦେଖି ରଣବୀରଙ୍କ ଅଭିନୟରେ ପ୍ରଭାବିତ ହେଲେ ଏବଂ ତାଙ୍କୁ ମୁଖ୍ୟ ପାତ୍ର(ନାୟକ) ବିଟ୍ଟୁ ଶର୍ମା ପାଇଁ ମନସ୍ଥ କଲେ । ତେବେ ଅଧ୍ୟକ୍ଷ ମନୀଶ ଶର୍ମା ରଣବୀରଙ୍କ ଅଭିନୟ ପସନ୍ଦ କରିବା ଆଗରୁ ଆଉ କିଛିଥର ଅଡିସନ ନେଇଥିଲେ । ତେବେ ରଣବୀରଙ୍କ ଅଭିନୟ ପ୍ରୀତ ହୋଇ ଚଳଚ୍ଚିତ୍ରର ବିଟ୍ଟୁ ଶର୍ମା ଭୁମିକା ପାଇଁ ତାଙ୍କୁ ମନୋନୀତ କରିନିଆଗଲା । ତାଙ୍କ ବିପକ୍ଷରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନାୟୀକା ଭୁମିକାରେ ମନୋନୀତ ହୋଇଥିଲେ ।
 
Singh described the role of Bittoo Sharma as a typical Delhi boy.[9] To prepare for the role, he spent time with students at the Delhi University campus.[13] Prior to the release of the film, trade analysts were skeptical of the film's commercial potential, citing the middling response to Yash Raj Films' last few productions, the lack of a male star and the fact that the female lead, Anushka Sharma, was by then an "almost-forgotten" actress.[16] However, Band Baaja Baaraat went on to become a sleeper hit. Singh's portrayal of Bittoo was praised, with Anupama Chopra of NDTV writing that Singh was "pitch perfect in the role of the uncouth but good-hearted small town slacker who is a bit of a duffer when it comes to matters of the heart."[17] The film earned approximately ₹214 million (US$3.3 million) at the domestic box office.[18] At the 56th Filmfare Awards, Singh won the award for Best Male Debut.[19]
 
Following Band Baaja Baarat, Singh signed on for Ladies vs Ricky Bahl, a romantic comedy produced by Chopra and directed by Maneesh Sharma. He played a conman Ricky Bahl who cons girls for a living but finally meets his match. The film co-starred Anushka Sharma, Parineeti Chopra, Dipannita Sharma and Aditi Sharma.[20] According to Singh, the title character had various avatars in the film, including a chirpy, entertaining side and a sinister side.[8] Nikhat Kazmi of The Times of India wrote, "Ranveer is, well Ranveer: your average Joe kind of hero who looks convincing enough as Sunny, Deven, Iqbal, Ricky, his sundry avatars."[21] Commercially, Ladies vs Ricky Bahl earned ₹370 million (US$5.7 million) domestically.[22]
ପୀତବାସ, [[ଓଡ଼ିଶା]]ର [[ନୟାଗଡ଼]]ର 'ଦେଉଳୀ'ଠାରେ ପିତା ବୈକୁଣ୍ଠ ନାଥ ତ୍ରିପାଠୀ ଓ ମାତା ବାସନ୍ତି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ଜଣେ ସେବାନିବୃତ ଶିକ୍ଷୟତ୍ରୀ ଓ ପିତା ଜଣେ ସେବାନିବୃତ ସରକାରୀ କର୍ମଚାରୀ ଅଟନ୍ତି । ତିନି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ, ପୀତବାସ ସର୍ବକନିଷ୍ଠ ଅଟନ୍ତି । ତାଙ୍କର ଅନ୍ୟ ଜଣେ ଭାଇ, ହୃଷିକେଶ ତ୍ରିପାଠୀ ଜଣେ ସାହିତ୍ୟିକ ଓ ଅଭିନେତା ଅଟନ୍ତି । ପିଲାଟି ଦିନରୁ ପୀତବାସଙ୍କର ଅଭିନୟ ପ୍ରତି ଥିଲା ଆକର୍ଷଣ ଥିଲା । ମାତ୍ର 12 ବର୍ଷ ହୋଇଥିବାବେଳେ ସେ ନୃତ୍ୟ,ଗୀତ ଓ ଅଭିନୟରେ ପାରଦର୍ଶିତା ପାଇଁ ଭାରତର ରାଷ୍ଟ୍ରପତିଙ୍କ ଠାରୁ ‘ବାଳଶ୍ରୀ' ପୁରସ୍କାର ଗ୍ରହଣ କରିଥିଲେ। ପୀତବାସ, [[ଭୁବନେଶ୍ଵର]]ର ୟୁନିଟ-ଏକ ସରକାରୀ ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରି, [[ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟ]]ରୁ ଯୁକ୍ତ ଦୁଇ ପାଠ୍ୟକ୍ରମ ସମାପ୍ତ କରିଥିଲେ । ତା ପରେ, ସେ [[କଲିକତା]]ରୁ ଲେଦର ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ । କଲିକତାରେ, ଇଞ୍ଜିନିୟରିଂ ପାଠ୍ୟକ୍ରମ ସମୟରେ ସେ ରଙ୍ଗମଞ୍ଛରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି ଅଭିନୟ ସମୟରେ ସେ, କଲିକତାର ବିଶିଷ୍ଟ ଥିଏଟର ବ୍ୟକ୍ତିତ୍ୱ ତଥା ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଧ୍ୟାପନା କରୁଥିବା ଶାନ୍ତନୁ ବୋଷଙ୍କ ସଂସ୍ପର୍ଶରେ ଆସିଲେ ଓ ଅଭିନୟ ପ୍ରତି ଅଧିକ ଆକୃଷ୍ଟ ହୋଇପଡ଼ିଲେ । ଇଞ୍ଜିନିୟରିଂ ସମାପ୍ତ କରିବା ପରେ ସେ, [[ପୁନେ]]ଠାରେ ଅବସ୍ଥିତ [[ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ]]ରେ ଅଭିନୟ ବିଭାଗରେ ଡିପ୍ଲୋମା ପାଠ୍ୟକ୍ରମରେ ଯୋଗଦାନ କଲେ<ref>http://orissadiary.com/CurrentNews.asp?id=26298</ref>। ଏହି ଅନୁଷ୍ଠାନରେ ପଢିବା ଭିତରେ, ସେ ଅଭିନୟର ବୈଷୟିକ ଦିଗ ସଂପର୍କରେ ଅବଗତ ହେଲେ। ୨୦୦୮ ମସିହାରେ ଏହି ଅନୁଷ୍ଠାନରୁ ସେ ପାସ କରିଥିଲେ ।
 
== ଅଭିନୟ ଜୀବନ ==