"ରଣବୀର ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୬ କ ଧାଡ଼ି:
| imagesize =
| caption =
| birth_name = ରଣବୀର ସିଂ ଭବନାନୀ
| screen name =
| birth_date =
୩୦ କ ଧାଡ଼ି:
 
== ବାଲ୍ୟ ଜୀବନ ଓ ଶିକ୍ଷା ==
୬ ଜୁଲାଇ ୧୯୮୫ରେ [[ମୁମ୍ବାଇ]] ର ଏକ ସିନ୍ଧି ପରିବାରରେ ରଣବୀର ସିଂଙ୍କ ଜନ୍ମ । ପିତା ହେଉଛନ୍ତି ଜଗଜିତ୍ ସିଂ ଏବଂ ମା ଅଞ୍ଜୁ । ରଣବୀରଙ୍କ ଜେଜେବାପା ସୁନ୍ଦର ସିଂ ଭବନାନୀ ଓ ଜେଜେମା ଚାନ୍ଦ ବୁର୍କେ ଭାରତ ବିଭାଜନ ବେଳେ କରାଚୀରୁ(ବର୍ତ୍ତମାନର ପାକିସ୍ଥାନ) ଆସି ମୁମ୍ବାଇରେ ବସବାସ କଲେ । ରଣବୀରଙ୍କର ବଡ ଭଉଣୀ ରିତିକା ଭବନାନୀ ସିଂ ହେଉଛନ୍ତି ଅଭିନେତ୍ରୀ ସୋନମ୍ କାପୁରଙ୍କ ମାଉସୀ ଝିଅ ଭଉଣୀ । ଶୁଣାଯାଏ, ରଣବୀର ତାଙ୍କ ନାଆରେ ଆଉ ସାଜ୍ଞା ଭବନାନୀ ବ୍ୟବହାର ନ କରି କେବଳ ରଣବୀର ସିଂ ନାମରେ ପରିଚିତ ହେବାକୁ ପସନ୍ଦ କରନ୍ତି ।
 
ପିଲାଟି ଦିନରୁ ତାଙ୍କର ଅଭିନୟ ତଥା ନାଚ ପ୍ରତି ଆକର୍ଷଣ ରହିଥିଲା । ମୁମ୍ବାଇର H.R. College of Commerce and Economics ରେ ଯୋଗ ଦେବାପରେ ସେ ଅନୁଭବ କଲେ କି ଅଭିନେତା ହେବା ଏତେ ସହଜ ନୁହେଁ । ଅଭିନେତା ହେବା ନିଶାରୁ ସେ ଦୁରେଇଯାଇ ଉଚ୍ଚତର ଶିକ୍ଷା ପାଇଁ ସେ ଯୁକ୍ତରାଷ୍ଟ୍ର ଆମେରିକାର ଯାଇ ଇଣ୍ଡିଆନା ୟୁନିଭରସିଟିରୁ କଳାରେ ସ୍ନାତକ ଡିଗ୍ରୀ ହାସନ କଲେ । ତେବେ ୟୁନିଭର୍ସିଟିରେ ସେ ଅଭିନୟ ଶିକ୍ଷାରେ ରୁଚି ରଖିବା ସହ ଥିଏଟର ପାଠ୍ୟକ୍ରମକୁ ଗୋଉଣ ବିଷୟ ରୁପେ ବାଛିଥିଲେ । ୨୦୦୭ରେ ମୁମ୍ବାଇ ଫେରି କିଛି ଦିନ ବିଜ୍ଞାପନ ଦୁନିଆରେ କପି ଲେଖକ ଭାବେ ଏବଂ କିଛି ଦିନ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କଲେ । ତେବେ ଅଭିନୟ ପ୍ରତି ତାଙ୍କର ନିଶା ତାଙ୍କୁ ଅଭିନୟ ଜଗତକୁ ଟାଣିବାରେ ଲାଗିଲା । ସେ ଗୋଟାଏ ପରେ ଗୋଟାଏ ଅଡିସନ ଦେଲେ ସିନା ପ୍ରାରମ୍ବିକ ଅବସ୍ଥାରେ କୋଉଶସିଥିଲେ ସଫଳ ହେଲେ ନାହିଁ ।
 
 
 
ପୀତବାସ, [[ଓଡ଼ିଶା]]ର [[ନୟାଗଡ଼]]ର 'ଦେଉଳୀ'ଠାରେ ପିତା ବୈକୁଣ୍ଠ ନାଥ ତ୍ରିପାଠୀ ଓ ମାତା ବାସନ୍ତି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ଜଣେ ସେବାନିବୃତ ଶିକ୍ଷୟତ୍ରୀ ଓ ପିତା ଜଣେ ସେବାନିବୃତ ସରକାରୀ କର୍ମଚାରୀ ଅଟନ୍ତି । ତିନି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ, ପୀତବାସ ସର୍ବକନିଷ୍ଠ ଅଟନ୍ତି । ତାଙ୍କର ଅନ୍ୟ ଜଣେ ଭାଇ, ହୃଷିକେଶ ତ୍ରିପାଠୀ ଜଣେ ସାହିତ୍ୟିକ ଓ ଅଭିନେତା ଅଟନ୍ତି । ପିଲାଟି ଦିନରୁ ପୀତବାସଙ୍କର ଅଭିନୟ ପ୍ରତି ଥିଲା ଆକର୍ଷଣ ଥିଲା । ମାତ୍ର 12 ବର୍ଷ ହୋଇଥିବାବେଳେ ସେ ନୃତ୍ୟ,ଗୀତ ଓ ଅଭିନୟରେ ପାରଦର୍ଶିତା ପାଇଁ ଭାରତର ରାଷ୍ଟ୍ରପତିଙ୍କ ଠାରୁ ‘ବାଳଶ୍ରୀ' ପୁରସ୍କାର ଗ୍ରହଣ କରିଥିଲେ। ପୀତବାସ, [[ଭୁବନେଶ୍ଵର]]ର ୟୁନିଟ-ଏକ ସରକାରୀ ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରି, [[ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟ]]ରୁ ଯୁକ୍ତ ଦୁଇ ପାଠ୍ୟକ୍ରମ ସମାପ୍ତ କରିଥିଲେ । ତା ପରେ, ସେ [[କଲିକତା]]ରୁ ଲେଦର ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ । କଲିକତାରେ, ଇଞ୍ଜିନିୟରିଂ ପାଠ୍ୟକ୍ରମ ସମୟରେ ସେ ରଙ୍ଗମଞ୍ଛରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି ଅଭିନୟ ସମୟରେ ସେ, କଲିକତାର ବିଶିଷ୍ଟ ଥିଏଟର ବ୍ୟକ୍ତିତ୍ୱ ତଥା ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଧ୍ୟାପନା କରୁଥିବା ଶାନ୍ତନୁ ବୋଷଙ୍କ ସଂସ୍ପର୍ଶରେ ଆସିଲେ ଓ ଅଭିନୟ ପ୍ରତି ଅଧିକ ଆକୃଷ୍ଟ ହୋଇପଡ଼ିଲେ । ଇଞ୍ଜିନିୟରିଂ ସମାପ୍ତ କରିବା ପରେ ସେ, [[ପୁନେ]]ଠାରେ ଅବସ୍ଥିତ [[ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ]]ରେ ଅଭିନୟ ବିଭାଗରେ ଡିପ୍ଲୋମା ପାଠ୍ୟକ୍ରମରେ ଯୋଗଦାନ କଲେ<ref>http://orissadiary.com/CurrentNews.asp?id=26298</ref>। ଏହି ଅନୁଷ୍ଠାନରେ ପଢିବା ଭିତରେ, ସେ ଅଭିନୟର ବୈଷୟିକ ଦିଗ ସଂପର୍କରେ ଅବଗତ ହେଲେ। ୨୦୦୮ ମସିହାରେ ଏହି ଅନୁଷ୍ଠାନରୁ ସେ ପାସ କରିଥିଲେ ।
 
Line ୭୩ ⟶ ୭୯:
== ବାହାର ଆଧାର ==
 
[[ଶ୍ରେଣୀ:ଭାରତୀୟ ଅଭିନେତା]]