"ରଣବୀର ସିଂ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ପୃଷ୍ଠାଟିକୁ ଖାଲି କରିଦେଲେ ଟ୍ୟାଗ: Blanking |
Hpsatapathy (ଆଲୋଚନା | ଅବଦାନ) ଟିକେNo edit summary |
||
୧ କ ଧାଡ଼ି:
{{prettyurl|Ranveer Singh}}
{{Infobox person
| bgcolour =
| name = ରଣବୀର ସିଂ
| image = Ranveer at filmfare (cropped).jpg
| imagesize =
| caption =
| birth_name = ରଣବୀର ସିଂ
| screen name =
| birth_date =
| birth_place = [[ନୟାଗଡ଼]], [[ଓଡ଼ିଶା]]
| yearsactive = ୨୦୦୮ - ଏବେଯାଏଁ
| occupation = [[ଅଭିନେତା]]
|nationality = {{flag|ଭାରତୀୟ}}
|known_for = ଅଭିନେତା
|education = ଲେଦର ଇଞ୍ଜିନିୟରିଂ, ଡିପ୍ଲୋମା(ଅଭିନୟ)
|alma_mater = [[ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ]] ୨୦୦୮
|religion =
|spouse =
|children =
|parents = ବୈକୁଣ୍ଠ ନାଥ ତ୍ରିପାଠୀ <br /> ବାସନ୍ତି ଦେବୀ
|awards = ଶ୍ରେଷ୍ଠ ହାସ୍ୟ ଅଭିନେତା ସ୍ମ୍ରିନ ଆଵାର୍ଡ୨୦୧୨
|signature =
|website =
|footnotes =
|box_width =
}}
'''ରଣବୀର ସିଂ''' ଜଣେ ଭାରତୀୟ ତଥା [[ହିନ୍ଦୀ ଭାଷା|ହିନ୍ଦୀ]] ଚଳଚ୍ଚିତ୍ର ଅଭିନେତା ।
== ବାଲ୍ୟ ଜୀବନ ଓ ଶିକ୍ଷା ==
ପୀତବାସ, [[ଓଡ଼ିଶା]]ର [[ନୟାଗଡ଼]]ର 'ଦେଉଳୀ'ଠାରେ ପିତା ବୈକୁଣ୍ଠ ନାଥ ତ୍ରିପାଠୀ ଓ ମାତା ବାସନ୍ତି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ଜଣେ ସେବାନିବୃତ ଶିକ୍ଷୟତ୍ରୀ ଓ ପିତା ଜଣେ ସେବାନିବୃତ ସରକାରୀ କର୍ମଚାରୀ ଅଟନ୍ତି । ତିନି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ, ପୀତବାସ ସର୍ବକନିଷ୍ଠ ଅଟନ୍ତି । ତାଙ୍କର ଅନ୍ୟ ଜଣେ ଭାଇ, ହୃଷିକେଶ ତ୍ରିପାଠୀ ଜଣେ ସାହିତ୍ୟିକ ଓ ଅଭିନେତା ଅଟନ୍ତି । ପିଲାଟି ଦିନରୁ ପୀତବାସଙ୍କର ଅଭିନୟ ପ୍ରତି ଥିଲା ଆକର୍ଷଣ ଥିଲା । ମାତ୍ର 12 ବର୍ଷ ହୋଇଥିବାବେଳେ ସେ ନୃତ୍ୟ,ଗୀତ ଓ ଅଭିନୟରେ ପାରଦର୍ଶିତା ପାଇଁ ଭାରତର ରାଷ୍ଟ୍ରପତିଙ୍କ ଠାରୁ ‘ବାଳଶ୍ରୀ' ପୁରସ୍କାର ଗ୍ରହଣ କରିଥିଲେ। ପୀତବାସ, [[ଭୁବନେଶ୍ଵର]]ର ୟୁନିଟ-ଏକ ସରକାରୀ ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରି, [[ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟ]]ରୁ ଯୁକ୍ତ ଦୁଇ ପାଠ୍ୟକ୍ରମ ସମାପ୍ତ କରିଥିଲେ । ତା ପରେ, ସେ [[କଲିକତା]]ରୁ ଲେଦର ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ । କଲିକତାରେ, ଇଞ୍ଜିନିୟରିଂ ପାଠ୍ୟକ୍ରମ ସମୟରେ ସେ ରଙ୍ଗମଞ୍ଛରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହି ଅଭିନୟ ସମୟରେ ସେ, କଲିକତାର ବିଶିଷ୍ଟ ଥିଏଟର ବ୍ୟକ୍ତିତ୍ୱ ତଥା ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ଅଧ୍ୟାପନା କରୁଥିବା ଶାନ୍ତନୁ ବୋଷଙ୍କ ସଂସ୍ପର୍ଶରେ ଆସିଲେ ଓ ଅଭିନୟ ପ୍ରତି ଅଧିକ ଆକୃଷ୍ଟ ହୋଇପଡ଼ିଲେ । ଇଞ୍ଜିନିୟରିଂ ସମାପ୍ତ କରିବା ପରେ ସେ, [[ପୁନେ]]ଠାରେ ଅବସ୍ଥିତ [[ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ]]ରେ ଅଭିନୟ ବିଭାଗରେ ଡିପ୍ଲୋମା ପାଠ୍ୟକ୍ରମରେ ଯୋଗଦାନ କଲେ<ref>http://orissadiary.com/CurrentNews.asp?id=26298</ref>। ଏହି ଅନୁଷ୍ଠାନରେ ପଢିବା ଭିତରେ, ସେ ଅଭିନୟର ବୈଷୟିକ ଦିଗ ସଂପର୍କରେ ଅବଗତ ହେଲେ। ୨୦୦୮ ମସିହାରେ ଏହି ଅନୁଷ୍ଠାନରୁ ସେ ପାସ କରିଥିଲେ ।
== ଅଭିନୟ ଜୀବନ ==
୨୦୦୮ ମସିହାରେ, ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ପାସ କରିବା ପରେ, ସେ [[ମୁମ୍ବାଇ]] ଯାଇ, ସେଠାରେ କାମ ଖୋଜିବାକୁ ଲାଗିଲେ। ପ୍ରାରମ୍ଭିକ ଅସଫଳତା ପରେ, ତାଙ୍କୁ [[ଶାନ଼]] ଗାଇଥିବା ଏକ ଗୀତର ଆଲବମ଼ ‘ଇୟୋର୍ସ ନାଓ ଆଣ୍ଡ ଫରଏଭର'ରେ ନିର୍ଦ୍ଦେଶନା ଦେବାକୁ ସୁଯୋଗ ମିଳିଲା ଓ 2009 ମସିହା ଶେଷଭାଗରେ ତାଙ୍କୁ ବିନୟ ଶୁକ୍ଳା ନିର୍ଦ୍ଦେଶିତ ‘ମିର୍ଚ' ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଇତି ମଧ୍ୟରେ ସେ ବହୁ ହିନ୍ଦି ଚଳଚ୍ଚିତ୍ରରେ ଅଭିନୟ କରି, ନିଜକୁ ଜଣେ ସଫଳ ଅଭିନେତା ଭାବେ ପ୍ରମାଣିତ କରିସାରିଲେଣି।<ref>http://www.thesundayindian.com/or/story/not-a-bollywood-star-want-to-be-a-good-actor/45/451/</ref>
== ଚଳଚ୍ଚିତ୍ର ==
{| border="୨" cellpadding="4" cellspacing="୦" style="margin: ୧em ୧em ୧em ୦; background: #f9f9f9; border: ୧px #aaa solid; border-collapse: collapse; font-size: 95%;"
|- bgcolor="#CCCCCC" align="center"
! ବର୍ଷ
! ନାମ
! ଭୂମିକା
! ଟୀକା
|-
| ୨୦୦9||''[[୯୯ (୨୦୦୯ର ଚଳଚ୍ଚିତ୍ର)|୯୯]]'' ||ସେଲ୍ସମାନ||
|-
| ୨୦୦9||''[[୩ ଇଡ଼ିଅଟ୍ସ]]'' || ଜୁନିଅର ୧ ||
|-
| ୨୦୧୦||''[[ଆଇଦା (ଭିଡ଼ିଓ ଟେପ)|ଆଇଦା]]''||||
|-
|୨୦୧୦||''[[ଆଇ ଏମ କଲାମ]]''<ref>http://incredibleorissa.com/en/pitobash-tripathy-orissa-born-actor-in-bollywood/</ref>|| ଲପ୍ଟନ||
|-
|୨୦୧୦||''[[ମିର୍ଚ]]''||ମଦନ/ଚେଦିମାଲ||
|-
|୨୦୧୧||''[[ସୋର ଇନ ଦି ସିଟି]]''<ref>http://dearcinema.com/article/the-new-stars-of-indian-cinema-made-in-film-schools/0718#</ref>||ମଣ୍ଡୁକ||
|-
|୨୦୧୧||''[[ସାଙ୍ଘାଇ (୨୦୧୧ର ଚଳଚ୍ଚିତ୍ର]]''||ଭଗୁ||
|-
|୨୦୧୨||''[[ଜୋକର (୨୦୧୨ର ଚଳଚ୍ଚିତ୍ର]]''||କାଚୁଆ||
|-
|୨୦୧୨||''[[ଆଳାପ (୨୦୧୨ର ଚଳଚ୍ଚିତ୍ର]]''||
|-
|}
== ପୁରସ୍କାର ଓ ସମ୍ମାନ ==
* ୨୦୧୨ -
* ୨୦୧୨ -
* ୧୯୯୬ -
== ଆଧାର ==
{{ଆଧାର}}
== ବାହାର ଆଧାର ==
[[ଶ୍ରେଣୀ:ଭାରତୀୟ ଅଭିନେତା]]
|