"ମହାନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧୦୫ କ ଧାଡ଼ି:
 
== ମହାନଦୀ ଜଳ ବିବାଦ ==
 
[[ଛତିଶଗଡ଼]] ସରକାର ମହାନଦୀର ଉପର ମୁଣ୍ଡରେ [[କଲମା ବ୍ୟାରେଜ]] ବସାଇ ଜଳ ରୋକିବା ଯୋଗୁଁ ତଳ ମୁଣ୍ଡରେ ତଥା ହୀରାକୁଦ ନଦୀବନ୍ଧରେ ଜଳ କମିଯିବାର ଅଭିଯୋଗ ହୋଇଥିଲା । ଫଳରେ ୨୦୧୭ ମସିହା ବେଳକୁ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ମହନଦୀକୁ ନେଇ ଜଳ ବିବାଦ ଦେଖାଯାଇଥିଲା । ଏଥିସହ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଜଳ ବିବାଦ ସମାଧାନ ପାଇଁ ଗୁହାରି କରିଥିଲେ । ଛତିଶଗଡ଼ଦ୍ୱାରା ମହାନଦୀର ଉପର ମୁଣ୍ଡରେ ୬ଟି ନିର୍ମାଣାଧୀନ ବ୍ୟାରେଜର କାମକୁ ରୋକିବା ପାଇଁ ଓଡ଼ିଶା ତରଫରୁ ଏକ ପତ୍ର ମାଧ୍ୟମରେ ଦାବି ହୋଇଥିଲା ।<ref>ମହାନଦୀ ଜଳ ବିବାଦ ମାମଲାରେ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ନବୀନ https://www.fastmailtv.com/news/amp/odisha/cm-writes-to-pm/6384</ref>
ମହାନଦୀ ବେସିନର ସମୁଦାୟ କ୍ଷେତ୍ରଫଳ ୧୪୧,୬୦୦ ଵର୍ଗ କିମି । ସେଥି ମଧ୍ୟରୁ ୫୪% [[ଛତିଶଗଡ଼]]ରେ ଥିବା ବେଳେ ୪୬% [[ଓଡ଼ିଶା]]ରେ ଅଵସ୍ଥିତ । ମହାନଦୀ ଵର୍ଷାଋତୁରେ [[ଗଙ୍ଗା]] ସମାନ ଜଳ ନିଷ୍କାସନ କରିଥାଏ । ଖରାଦିନେ ଶୁଷ୍କ ହୋଇ କ୍ଷୀଣ ହୋଇଯାଏ । ଓଡ଼ିଶାରେ ବନ୍ୟା ସୃଷ୍ଟିର କାରଣ ସାଜୁଥିବାରୁ ୧୯୫୩ ମସିହାରେ [[ହୀରାକୁଦ ନଦୀବନ୍ଧ]] ସ୍ଥାପନ ହେବା ପୂର୍ଵରୁ ମହାନଦୀ ଓଡ଼ିଶାର ଦୁଃଖ ଭାଵେ ଅଭିହିତ ହେଉଥିଲା ।
 
ହୀରାକୁଦ ନଦୀବନ୍ଧକୁ ଆଗମନ ହେଉଥିବା ମହାନଦୀ ଜଳର ହାରାହାରି ମାତ୍ରା ୪୪,୭୭୩ ଅୟୁତ ଘନ ମିଟର (MCM) । ଏଥିରୁ ୩୫,୩୦୮ ଅୟୁତ ଘନ ମିଟର ଜଳ ଛତିଶଗଡ଼ରୁ ଆସିଥାଏ । ଛତିଶଗଡ଼ ୯,୦୦୦ ଅୟୁତ ଘନ ମିଟର ଜଳ ନିଜ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟବହାର କରିଥାଏ । ଅନ୍ୟ ପକ୍ଷରେ ଓଡ଼ିଶା ଯୁକ୍ତି ବାଢ଼େ ଯେ, ପାକ୍ଷିକ ଭାଵେ ଛତିଶଗଡ଼ ତିନୋଟି ବ୍ୟାରେଜ ନିର୍ମାଣ କରି ଜଳ ପ୍ରବାହକୁ କ୍ଷୀଣ କରିଦେଇଛି ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାର ଗ୍ରୀଷ୍ମ ଦିନେ ପ୍ରଭାବିତ ହେଉଛି । ପୁରାତନ କାଳରୁ ମହାନଦୀ ଜଳ ଓଡ଼ିଶା ଵ୍ୟଵହାର କରିଆସୁଥିବାରୁ ମହାନଦୀ ଜଳ ଉପରେ ଓଡ଼ିଶାର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ ଛତିଶଗଡ଼ର ଯୋଜନାବଦ୍ଧ ଜଳଧାରା ପରିଵର୍ତ୍ତନ ଓଡ଼ିଶାର କୃଷି ଓ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାଵ ପକାଇବ ବୋଲି ଓଡ଼ିଶା ଯୁକ୍ତି କରେ । ଛତିଶଗଡ଼ ଯୁକ୍ତି କରେ ଯେ, ଉପର ମୁଣ୍ଡରେ ବ୍ୟାରେଜ ମହାନଦୀ ଜଳର ସମାନ ବଣ୍ଟନ କରିବ ଯାହା ଛତିଶଗଡ଼ ଏପର୍ଯ୍ୟନ୍ତ ପଦକ୍ଷେପ ନେଇନଥିଲା ଆଉ ମହାନଦୀ ଜଳ ଉପରେ ତାହାର ସମାନ ଅଧିକାର ଅଛି । ଏଥିରୁ ହିଁ ମହାନଦୀ ଜଳ ବିବାଦର ସୂତ୍ରପାତ ହେଲା ।<ref>‘Mahanadi row must be settled politically’
 
https://m.timesofindia.com/city/bhubaneswar/mahanadi-row-must-be-settled-politically/amp_articleshow/64141000.cms?utm_campaign=andapp&utm_medium=referral&utm_source=twitter.com&__twitter_impression=true</ref>
 
 
[[ଛତିଶଗଡ଼]]୨୦୧୭ ସରକାରମସିହା ମହାନଦୀରବେଳକୁ ଉପରଓଡ଼ିଶା ମୁଣ୍ଡରେସରକାର [[କଲମା ବ୍ୟାରେଜ]]ଛତିଶଗଡ଼ ବସାଇସରକାରଙ୍କ ଜଳମଧ୍ୟରେ ରୋକିବାମହନଦୀକୁ ଯୋଗୁଁ ତଳ ମୁଣ୍ଡରେ ତଥା ହୀରାକୁଦ ନଦୀବନ୍ଧରେନେଇ ଜଳ କମିଯିବାରବିବାଦ ଅଭିଯୋଗଘନୀଭୂତ ହୋଇଥିଲା ଫଳରେ ୨୦୧୭ ମସିହା ବେଳକୁ ଓଡ଼ିଶା ସରକାର[[ବିଜେପି]]ଛତିଶଗଡ଼ ସରକାରଙ୍କ[[ବିଜେଡ଼ି]] ମଧ୍ୟରେ ମହନଦୀକୁରାଜନୈତିକ ନେଇଵିଵାଦରେ ଜଳପରିଣତ ବିବାଦ ଦେଖାଯାଇଥିଲାହୋଇଥିଲା । ଏଥିସହ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଜଳ ବିବାଦ ସମାଧାନ ପାଇଁ ଗୁହାରି କରିଥିଲେ । ଛତିଶଗଡ଼ଦ୍ୱାରା ମହାନଦୀର ଉପର ମୁଣ୍ଡରେ ୬ଟି ନିର୍ମାଣାଧୀନ ବ୍ୟାରେଜର କାମକୁ ରୋକିବା ପାଇଁ ଓଡ଼ିଶା ତରଫରୁ ଏକ ପତ୍ର ମାଧ୍ୟମରେ ଦାବି ହୋଇଥିଲା ।<ref>ମହାନଦୀ ଜଳ ବିବାଦ ମାମଲାରେ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ନବୀନ https://www.fastmailtv.com/news/amp/odisha/cm-writes-to-pm/6384</ref>
===ଟ୍ରିବ୍ୟୁନାଲ ଗଠନ===
ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଆନ୍ତଃରାଜ୍ୟ ଜଳବିବାଦ ଆଇନ-୧୯୫୬ର ଧାରା ୩ ଅନୁସାରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ନିକଟରେ ପିଟିସନ ଦାଖଲ କରିଥିଲେ । ଓଡ଼ିଶାର ଏହି ଆବେଦନ ପରେ କେନ୍ଦ୍ର ଏକ ବୁଝାମଣା କମିଟି ଗଠନ କରିଥିଲେ । ଯେଉଁ କମିଟି ଦୁଇଗୋଟି ବୈଠକ ଡକାଇଥିଲେ, ଏଥିରେ ଓଡ଼ିଶା ସରକାର ଯୋଗ ଦେଇନଥିବାରୁ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ଟ୍ରିବ୍ୟୁନାଲ ଗଠନ ଜିଦରେ ଅଟଳ ଓଡ଼ିଶା ୨୦୧୭ରେ [[ସର୍ବୋଚ୍ଚ ନ୍ୟାୟାଳୟ]]ରେ ଏକ ମାମଲା ଦାଏର କରିଥିଲେ । ଓଡ଼ିଶା ପକ୍ଷରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ଦାଖଲ କରାଯାଇଥିଲା।<ref>ମହାନଦୀ ଜଳ ବିବାଦ ପ୍ରସଙ୍ଗ: ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଟିଓଆର ହସ୍ତାନ୍ତର http://sambad.in/india-and-beyond/mahanandi-water-issue-123283/</ref> ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ହୁଏ ତାହେଲେ ଏହାର ଲାଭ ଛତିଶଗଡ଼ ଉଠାଇବା ସହ ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି ଓଡ଼ିଶା କହିଥିଲା ।<ref> http://www.janatakhabar.in/ରାଜ୍ୟ/ମହାନଦୀ-ଜଳ-ବିବାଦ-ତୁରନ୍ତ-ଟ୍/</ref>୨୦୧୮ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ବିଚାରପତି ଏସ ଏ ବବଦେ ଓ ଏଲ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।<ref> ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ http://www.dharitri.com/main/news/19163</ref>କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର, ଵିଚାରପତି [[ଖାନଵିଲକର]]ଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏଥିରେ ସଦସ୍ୟ ଭାଵେ [[ପାଟଣା ଉଚ୍ଚନ୍ୟାୟାଳୟ]]ର ଵିଚାରପତି ଡକ୍ଟର [[ରଵି ରଞ୍ଜନ]] ଏବଂ [[ଦିଲ୍ଲୀ ଉଚ୍ଚନ୍ୟାୟାଳୟ]] ଵିଚାରପତି [[ଇନ୍ଦ୍ରମିତ କୌର]] ଅଛନ୍ତି । <ref>ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଅଵଗତ କରାଇଲା କେନ୍ଦ୍ର - ଧରିତ୍ରୀ ୧୮ ଏପ୍ରିଲ ୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫</ref> ସମ୍ପୂର୍ଣ୍ଣ ମହାନଦୀ ଶଯ୍ୟାରେ ଥିବା ଜଳର ପରିମାଣ, ପ୍ରତ୍ୟେକ ରାଜ୍ୟର ଯୋଗଦାନ, ପ୍ରତ୍ୟେକ ରାଜ୍ୟରେ ବର୍ତ୍ତମାନ ଜଳ ସମ୍ପଦର ଉପଯୋଗ ଏବଂ ଭବିଷ୍ୟତର ବିକାଶ ଲାଗି ରହିଥିବା ସମ୍ଭାବନା ଆଧାରରେ ଟ୍ରିବ୍ୟୁନାଲ ଏଥିପ୍ରତି ବିଚାର କରିବେ । ଆଇଏସଆରଡବ୍ଲ୍ୟୁଡି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ଏବଂ ଆବଶ୍ୟକତା ସ୍ଥଳେ ଏହାକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।<ref>http://www.pmindia.gov.in/ory/news_updates/ମହାନଦୀ-ଜଳ-ବିବାଦ-ଟ୍ରିବ୍ୟୁ/</ref> ଟ୍ରାଇବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବ ବୋଲି ସ୍ଥିର କରାଯାଇଛି।କରାଯାଇଥିଲା ।<ref>ଗଠନ ହେଲା ମହାନଦୀ ଜଳ ବିବାଦ ଟ୍ରାଇବୁନାଲ http://www.samajalive.in/a-42/2662.html</ref>
 
===ଶୁଣାଣି===
 
== ଆଧାର ==
"https://or.wikipedia.org/wiki/ମହାନଦୀ"ରୁ ଅଣାଯାଇଅଛି