"ଲିଟିଲ୍ ଆଉଲ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଯୋଗ
୨୦ କ ଧାଡ଼ି:
 
==ବର୍ଣ୍ଣନା==
'''ଲିଟିଲ୍ ଆଉଲ୍''' ଏକ ଚେପଟା ମୁଣ୍ଡ ବିଶିଷ୍ଟ, ଫୁଲିଲା ଭଳି କିନ୍ତୁ compact ଶରୀର ଓ ଛୋଟ ଲାଞ୍ଜ ଥିବା ଏକ ଛୋଟ ପେଚା । ମୁହଁର ଭାଙ୍ଗ ଆଖି ଉପରେ ଚେପଟା ଆକାରର, ଯାହା ତାକୁ ଏକ ଭୟଙ୍କର ମୁଖଭଙ୍ଗୀ ଦେଇଥାଏ । ଏହାର ପର ଧୂସରିଆ, ଛିଟ ଓ କିଛିଟା ଧଳା ରଙ୍ଗ ବିଶିଷ୍ଟ । ତଳପଟେ ହାଲକା ରଙ୍ଗ ସ‌ହ ଗାଢ ରଙ୍ଗର ଛିଟା ପଡ଼ିଥାଏ ।<ref name=Witherby/> ଏହା ସାଧାରଣତଃ ଉଭୟ ଲିଙ୍ଗରେ ଲମ୍ବାରେ {{convert|22|cm|in}}, ପର ଲମ୍ବା {{convert|56|cm|in}}, ଓଜନ ପ୍ରାୟ {{convert|180|g|oz}}.<ref name="BTO">{{cite web|url=http://blx1.bto.org/birdfacts/results/bob7570.htm |title=Little Owl (''Athene noctua'')|date=16 January 2013 |publisher=[[British Trust for Ornithology]] |accessdate=14 October 2015}}</ref>
 
ବଡ ଲିଟିଲ୍ ଆଉଲ୍, ଯାହା ''ଏ ଏନ୍ ନୋକ୍ଟୁଆ'' ଭାବେ ପରିଚିତ, ଏକ ଧୂଷର ଓ ଧଳା ରଙ୍ଗ ବିଶିଷ୍ଟ ପ୍ରାଣୀ । ଏହାର ଏକ ବଡ ମୁଣ୍ଡ, ଲମ୍ବା ଗୋଡ ଓ ହଳଦିଆ ଆଖି ଅଛି ଓ ଏହାର ଧଳା ଆଖି ପତା ଏହାକୁ ଏକ କଠୋର ମୁଖଭଙ୍ଗୀ ଦିଏ । ଯୁବକମାନେ ଉଦାସ ପ୍ରକାରର ଓ ବଡମାନଙ୍କ ଠାରେ ଥିବା ଧଳା ଦାଗ ଏମାନଙ୍କ ପାଖେ ନଥାଏ । ଏହାର [[କାଠହଣଆ]] ପକ୍ଷୀ ଭଳି ଏକ ଗୋଲିଆ ପର ଥାଏ, କିନ୍ତୁ ଏହାର ଆକାର ସାଧାରଣ ପକ୍ଷୀ ଠାରୁ ଭିନ୍ନ ଧରଣର ।<ref name=Witherby/> Moult begins in July and continues to November, with male starting before female.
 
ଏହା ''କ୍ୟୁ, କ୍ୟୁ'' ଭଳି ରାବ ଦିଏ । କମ୍ ବାରମ୍ବାରତାରେ ଏହା ବୋବାଉଥାଏ । ଛୁଆଦେବା ସମୟରେ ସେମାନେ ବିଭିନ୍ନ ପ୍ରକାର ସ୍ୱରରେ ରାବ ଦିଅନ୍ତି ।<ref name=Witherby/>
 
==ଆଧାର==