"ଡାଲଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଡାଲଖାଇର ଗୀତ
ଟିକେNo edit summary
୩ କ ଧାଡ଼ି:
 
ଏହା ଅନେକ ପର୍ବପର୍ବାଣୀ ଯଥା:- ଭାଇ ଜିଉନ୍ତିଆ, ପୁଷପୁନି, [[ନୂଆଖାଇ]] ଇତ୍ୟାଦି ପର୍ବପର୍ବାଣୀରେ ଏହି ନୃତ୍ୟ କରାଯାଏ । ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼, ବରଗଡ଼, ନୁଆପଡ଼ା ଓ କଳାହାଣ୍ଡି ଇତ୍ୟାଦି ଜିଲ୍ଲାମାନଙ୍କର ବିଞ୍ଝଲ, କୁଡା, ମିର୍ଧା, ସମା ଇତ୍ୟାଦି ଜାତିର ମୂଖତଃ ମହିଳାମାନେ ଏହି ନୃତ୍ୟ କରନ୍ତି ।
==ଗୀତ==
{{ଆଧାର}}ପର୍ବପର୍ବାଣୀର ଭିନ୍ନତା ଅନୁସାରେ ଡାଲଖାଇ ଗୀତାରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୁଏ ।ଯେମିତିକି ଦଶହରା ପର୍ବରେ କୁମାରୀ ମାନେ ନିଜ ସାଙ୍ଗସାଥୀ ମାନଙ୍କୁ ଲକ୍ଷ୍ୟକରି ଢୋଲ, ମୃଦଙ୍ଗ, ମହୁରୀର ତାଳେତାଳେ ବୋଲନ୍ତି-
 
<blockquote>
<poem>
ଡାଲଖାଇରେ ଡାଲଖାଇରେ
           ଖଡି ମାରିଉଦୀର ଦଶରା ଜହ୍ନ
            କୁଆରି ଟୁକେଲର୍ ମନ ଉଛନ
           ଫୁଲଫୁଟି କେଡେ ସୁନ୍ଦର ଦିଶେ
           ଫୁଲେଫୁଲେ ସଜ୍ଜା ହୋଇଛେ ସତେ
           ଶହେଆଠ ଦୁବ ଚାଉଲୋ ଧରି
           ଡାଳଖାଇ ଦେବୀକି ବନ୍ଦେଇ କରି
            କୁଆରି ଟୁକେଲ ମାନେ ଧନରେ
ସତେ କିଆଁ
           ଉପାସ କରି ମାଆ କେ ସୁମରି
           ଦାଦା ଭାଇର ଲାଗି ଡାଲଖାଇରେ…”ଡାଲଖାଇରେ…
</poem>
</blockquote>
==ଆଧାର==
{{ଆଧାର}}
{{ଆଧାର}}ପର୍ବପର୍ବାଣୀର ଭିନ୍ନତା ଅନୁସାରେ ଡାଲଖାଇ ଗୀତାରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୁଏ ।ଯେମିତିକି ଦଶହରା ପର୍ବରେ କୁମାରୀ ମାନେ ନିଜ ସାଙ୍ଗସାଥୀ ମାନଙ୍କୁ ଲକ୍ଷ୍ୟକରି ଢୋଲ, ମୃଦଙ୍ଗ, ମହୁରୀର ତାଳେତାଳେ ବୋଲନ୍ତି-
 
ଡାଲଖାଇରେ ଡାଲଖାଇରେ
 
           ଖଡି ମାରିଉଦୀର ଦଶରା ଜହ୍ନ
 
            କୁଆରି ଟୁକେଲର୍ ମନ ଉଛନ
 
           ଫୁଲଫୁଟି କେଡେ ସୁନ୍ଦର ଦିଶେ
 
           ଫୁଲେଫୁଲେ ସଜ୍ଜା ହୋଇଛେ ସତେ
 
           ଶହେଆଠ ଦୁବ ଚାଉଲୋ ଧରି
 
           ଡାଳଖାଇ ଦେବୀକି ବନ୍ଦେଇ କରି
 
            କୁଆରି ଟୁକେଲ ମାନେ ଧନରେ
 
                       ସତେ କିଆଁ
 
           ଉପାସ କରି ମାଆ କେ ସୁମରି
 
           ଦାଦା ଭାଇର ଲାଗି ଡାଲଖାଇରେ…”
[[ଶ୍ରେଣୀ:ଭାରତୀୟ ଲୋକ ନୃତ୍ୟ]]
"https://or.wikipedia.org/wiki/ଡାଲଖାଇ"ରୁ ଅଣାଯାଇଅଛି