"ଜର୍ଜ ବର୍ଣ୍ଣାଡ ଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୪୧ କ ଧାଡ଼ି:
 
== ରାଜନୈତିକ ଜୀବନ ==
୧୮୯୩ ଜାନୁଆରୀରେ ଶ ବ୍ରିଟିଶ ସମାଜବାଦୀ ସଂସ୍ଥା "ଫାବିଆନ"ର ଜଣେ ପ୍ରତିନିଧୀ ହିସାବରେ ବ୍ରାଡଫୋର୍ଡ ସମ୍ମେଳନରେ ଯୋଗ ଦେଇଥିଲେ । ଫଳ ସ୍ଵରୂପ ' Independent Labour Party'ର ଗଠନ ହୋଇଥିଲା । ୧୮୯୪ରେ Henry Hunt Hutchinson ଫାବିଆନ ସୋସାଇଟିର ଅଧ୍ୟକ୍ଷ୍ୟ ହେଲେ ଏବଂ ଉକ୍ତ ସଂସ୍ଥାର ଅର୍ଥକୁ ଅର୍ଥନୀତୀ ତଥା ରାଜନୀତି ପାଇଁଁ ଉଦ୍ଦିଷ୍ଟ ବିଦ୍ୟାଳୟମାନ ସ୍ଥାପନ କରିବା ଦିଗରେ ବିନିଯୋଗ କରିବା ନିମିତ୍ତ ପ୍ରସ୍ତାବ ଦେଲେ । ଶ ପ୍ରଥମେ ଏହି ପ୍ରସ୍ତାବକୁ ଆପତ୍ତି କରୁଥିଲେ ମଧ୍ୟ ତାଙ୍କୁ ଏଥିପାଇଁଁ ମନାଇ ଦିଆଗଲା । ୧୮୯୦ ବେଳକୁ ରାଜନୈତିକ କାର୍ଯ୍ୟକଳାରେ ତାଙ୍କ ସଂପୃକ୍ତି ହ୍ରାସ ପାଇଲା ।
 
== ପୁରସ୍କାର ଓ ସମ୍ମାନ ==
ତାଙ୍କର ବହୁମୂଲ୍ୟ ସାହିତ୍ୟିକ କୃତି ପାଇଁଁ ୧୯୨୫ ମସିହାରେ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।<ref name="famousauthors">{{cite web|title=George Bernard Shaw|url=https://www.famousauthors.org/george-bernard-shaw|accessdate=2 May 2018}}</ref> ତେବେ ସେ ପୁରସ୍କାର ସିନା ଗ୍ରହଣ କଲେ କିନ୍ତୁ ପୁରସ୍କାର ବାବଦରେ ଦେବା ଅର୍ଥ ଗ୍ରହଣ କଲେ ନାହିଁଁ ।