"ଜର୍ଜ ବର୍ଣ୍ଣାଡ ଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
'''ଜର୍ଜ ବର୍ଣ୍ଣାଡ ଶ''' (୧୮୫୬-୧୯୫୦) ହେଉଛନ୍ତି ନୋବେଲ ପୁରସ୍କାର ବିଜେତା ସାହିତ୍ୟିକ, ବିଶିଷ୍ଟ ନାଟ୍ୟକାର ଏବଂ ଜଣେ କୁଶଳ ରାଜନୀତିଜ୍ଞ ତଥା ଏକ ମାନବବାଦୀ ବ୍ୟକ୍ତିତ୍ଵ । ବହୁମୁଖୀ ପ୍ରତିଭା ଧାରୀ ଏହି ବ୍ୟକ୍ତି "ଶ" ନାମରେ ମଧ୍ୟ ଜଣାଶୁଣା ଥିଲେ ।
== ବାଲ୍ୟ ଜୀବନ ==
ଡବଲିନର ଏକ ମଧ୍ୟବିତ୍ତ ପରିବାରରେ ୨୬ ଜୁଲାଇ ୧୮୫୬ରେ ତାଙ୍କର ଜନ୍ମ । ପିତା ଜର୍ଜ କାର୍ ଶ ଏବଂ ମାତା ଲୁସିଣ୍ଡା ଏଲିଜାବେଥ ଗର୍ଲି ଶଙ୍କ ତିନି ପିଲାଙ୍କ ମଧ୍ୟରେ ସର୍ବ କନିଷ୍ଠ ତଥା ଏକମାତ୍ର ପୁତ୍ର ସନ୍ତାନ ଥିଲେ ସେ । ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଶଙ୍କ ପିଲାଦିନ ଅଭାବ ଅନାଟନରେ କଟିଥିଲା ।<ref name="britannica">{{cite web|title=George-Bernard-Shaw|url=https://www.britannica.com/biography/George-Bernard-Shaw|accessdate=2 May 2018}}</ref>
 
== ସାହିତ୍ୟିକ କୃତି ==