"ହାତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଈଂରାଜୀ ଉଇକିପିଡ଼ିଆ ପୃଷ୍ଠାରୁ ନୂଆ ତଥ୍ୟ ଯୋଡ଼ିଲି
୩୦ କ ଧାଡ଼ି:
 
==ନାମକରଣର ଇତିହାସ==
ଈଂରାଜୀ ଶବ୍ଦ "elephant" ଲାଟିନ୍ ଶବ୍ଦ ''elephas''ରୁ ଗୃହୀତ ହୋଇଛି ଏବଂ ଏହି ଲାଟିନ୍ ଶବ୍ଦଟି ଗ୍ରୀକ୍ ଶବ୍ଦ ἐλέφας (''ଏଲିଫାସ୍'')ରୁ ଗୃହୀତ ।<ref name="LSJ">{{LSJ|e)le/fas|ἐλέφας|ref}}</ref> ଏହି ଶବ୍ଦଟି ଏକ ଫିନିସିୟାନ୍ ପରି କୌଣସି ଏକ ଅଣ ଇଣ୍ଡୋ-ୟୁରୋପୀୟ ଭାଷାରୁ ଆସି ଥାଇପାରେ ।<ref name=etymology>{{cite web|author=Harper, D|title=Elephant|publisher=Online Etymology Dictionary|url=http://www.etymonline.com/index.php?term=elephant|accessdate=25 October 2012}}</ref> ମାଇକିନିଆନ୍ ଗ୍ରୀକ୍ ଭାଷାରେ ହାତୀକୁ “ଏରିପା” କୁହାଯାଏ ।<ref>{{cite web |url=https://www.academia.edu/2229199/Ivory_and_horn_production_in_Mycenaean_texts |title=Ivory and horn production in Mycenaean texts |last1=Lujan |first1=E. R. |last2=Bernabe |first2=A |work= |publisher=Academia |accessdate=22 January 2013}}</ref><ref>{{cite web|url=http://www.palaeolexicon.com/default.aspx?static=12&wid=189|title=elephant|publisher=Palaeolexicon, Word study tool of ancient languages|accessdate=19 January 2013}}</ref> ମାଇକିନିଆନ୍ ଗ୍ରୀକ୍ ଭାଷାର କବି ହୋମର୍ ହାତୀଦାନ୍ତ (ivory) ପାଇଁ ଏହି ଶବ୍ଦକୁ ବ୍ୟବହାର କରିଥିବା ବେଳେ ହେରୋଡଟ୍ସ ଜୀବ ପାଇଁ ଏଲିଫାସ୍ ବା ଏରିପା ଶବ୍ଦକୁ ବ୍ୟବହାର କରିଥିଲେ ।<ref name="LSJ" /> ୧୩୦୦ ଖ୍ରୀଷ୍ଟାବ୍ଦ ବେଳକୁ ମଧ୍ୟଯୁଗୀୟ ଈଂରାଜୀ ଭାଷାରେ ଏଲିଫ୍ୟାଣ୍ଟ୍ ଶବ୍ଦଟି ''olyfaunt'' ରୂପେ ଲେଖା ଯାଉଥିଲା ଯାହା ବୋଧହୁଏ ଦ୍ଵାଦଶ ଶତାବ୍ଦୀର ପୁରୁଣା ଫରାସୀ ଶବ୍ଦ ''oliphant''ରୁ ଗୃହୀତ ହୋଇଥିଲା ।<ref name=etymology /> ଗ୍ରୀକ୍ ଶବ୍ଦ ''Loxodonta'' ଆଫ୍ରିକୀୟ ହାତୀମାନଙ୍କ ପାଇଁ ବ୍ୟବହୃତ ହୁଏ ଓ ଏହାର ଅର୍ଥ ହେଲା “ପାର୍ଶ୍ଵସ୍ଥ ତେର୍‍ଛା ଦାନ୍ତ" ।<ref>{{cite book |author1=Kalb, J. E. |author2=Mebrate, A. | title = Fossil Elephantoids from the Hominid-Bearing Awash Group, Middle Awash Valley, Afar Depression, Ethiopia | publisher = The American Philosophical Society | year = 1993 | pages = 52–59 | isbn = 0-87169-831-5}}</ref>
 
== ଆଧାର ==
"https://or.wikipedia.org/wiki/ହାତୀ"ରୁ ଅଣାଯାଇଅଛି