"ଡିଗକ୍ସିନ ବିଷକ୍ରିୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୩ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଡିଗକ୍ସିନ ବିଷକ୍ରିୟା''' ([[ଇଂରାଜୀ ଭଷା]]ରେ '''Digoxin toxicity''', also known as '''digoxin poisoning''') ଏକ ପ୍ରକାର ବିଷକ୍ରିୟା ([[:en:poison#Poisoning|poisoning]]) ଯାହା ଅତ୍ୟଧିକ [[ଡିଗକ୍ସିନ]] ଅଥବା [[ଫକ୍ସଗ୍ଲୋଭ]] ([[:en:foxglove|foxglove]]) ଛୋଟ ବୃକ୍ଷ ସେବନ କଲେ ସଂଘଟିତ ହୁଏ ।<ref name=AP2016/><ref name=EB2014/>
ଏହାର ଲକ୍ଷଣ ଅତି ଅସ୍ପଷ୍ଟ ।<ref name=AP2016/> ବାନ୍ତି, ଅରୁଚି, ଦ୍ୱନ୍ଦ୍ୱ ([[:en:confusion|confusion]]), ଝାପସା ଦୃଷ୍ଟି, ପରିବର୍ତ୍ତିତ ରଙ୍ଗ ଦୃଷ୍ଟି, ଶକ୍ତିହୀନତା ଆଦି ଲକ୍ଷଣ ଏଥିରେ ଦେଖାଯାଏ ।<ref name=AP2016/> ରୋଗ ଜଟିଳ ହେଲେ [[ହୃତ୍‌ପିଣ୍ଡ ଡିସରିଦମିଆ]] ([[:en:Heart dysrhythmia|Heart dysrhythmia]]) [[ଟାକିକାର୍ଡ଼ିଆ|ଦୃତ ହୃଦ୍‌ଗତି]] ([[:en:tachycardia|too fast]]) ବା [[ବ୍ରାଡିକାର୍ଡ଼ିଆ|ଧୀର ହୃଦ୍‌ଗତି]] ([[:en:bradycardia|too slow]]) ହୋଇପାରେ ।<ref name=AP2016/>
 
୩୧ କ ଧାଡ଼ି:
<!-- ଚିକିତ୍ସା -->
ଔଷଧ ଖାଇବାର ୨ ଘଣ୍ଟା ମଧ୍ୟରେ [[ଆକ୍ଟିଭେଟେଡ ଚାରକୋଲ]] ବ୍ୟବ‌ହାର କରାଯାଇପାରେ । <ref name=AP2016/> ହୃଦ୍‌ଗତି ଧୀର ଥିଲେ [[ଆଟ୍ରୋପିନ]] ଓ [[ପ୍ରିମାଚ୍ୟୁର ଭେଣ୍ଟ୍ରିକୁଲାର କଣ୍ଟ୍ରାକସନ]] ଥିଲେ [[ମାଗନେସିଅମ ସଲଫେଟ (ଡାକ୍ତରୀ ବ୍ୟବ‌ହାର)]] ଦିଆଯାଏ ।<ref name=EB2014/> ଅତ୍ୟଧିକ ବିଷକ୍ରିୟା ହୋଇଥିଲେ [[ଡିଗକ୍ସିନ-ସ୍ପେସିଫିକ ଆଣ୍ଟିବଡି ଫ୍ରାଗମେଣ୍ଟ]] ([[:en:digoxin-specific antibody fragments|digoxin-specific antibody fragments]]) ଦେଇ ଚିକିତ୍ସା କରାଯାଏ ।<ref name=AP2016/> ଯେଉଁମାନଙ୍କର ସାଂଘାତିକ ଡିସଆରିଦମିଆ ଥାଏ, ରୋଗୀର [[ହୃଦ୍‌ପାତ]] ଥାଏ ବା ପୋଟାସିଅମ ସ୍ତର ୫ମିମୋଲରୁ ଅଧିକ ଥିଲେ ଏହା ଦିଆଯାଏ ।<ref name=AP2016/> ଅଳ୍ପ ମାତ୍ରାର ପୋଟାସିଅମ ବା ମ୍ୟାଗନେସିଅମ ଥିଲେ ତାହାକୁ ଠିକ କରାଯାଏ ।<ref name=AP2016/> ଚିକିତ୍ସା କରିବାର କିଛି ଦିନ ପରେ ଏହି ବିଷକ୍ରିୟା ପୁନର୍ବାର ହୋଇପାରେ । <ref name=AP2016/>
{{^|
<!-- Epidemiologyରୋଗାନୁଶୀଳନ -->
Inଅଷ୍ଟ୍ରେଲିଆରେ Australiaସନ in୧୦୧୨ରେ 2012୧୪୦ଟି thereକେଶ wereଲିପିବଦ୍ଧ aboutହୋଇଥିଲା 140 documented cases.<ref name=AP2016/> Thisଡିଗକ୍ସିନ isବ୍ୟବ‌ହାର aକମିଯିବା decreaseଫଳରେ byସନ half୧୯୯୪ରୁ sinceଏହି 1994ସଂଖ୍ୟା asକମିଯାଇଛି a result of decreased usage of digoxin.<ref name=AP2016/> Inସନ the୨୦୧୧ରେ Unitedଯୁକ୍ତରାଷ୍ଟ୍ରରେ States୨୫୦୦ 2500ରୋଗୀଙ୍କର casesବିବରଣୀ wereମିଳିଥିଲା reported inସେମାନଙ୍କ 2011ମଧ୍ୟରୁ which୨୭ resultedଜଣ inମୃତ୍ୟୁ 27ବରଣ deaths.କରିଥିଲେ ।<ref name=EB2014>{{cite journal|last1=Palatnick|first1=W|last2=Jelic|first2=T|title=Emergency department management of calcium-channel blocker, beta blocker, and digoxin toxicity.|journal=Emergency medicine practice|date=February 2014|volume=16|issue=2|pages=1-19; quiz 19-20|pmid=24883458|url=http://www.ebmedicine.net/topics.php?paction=showTopic&topic_id=396|deadurl=no|archiveurl=https://web.archive.org/web/20140514075336/http://www.ebmedicine.net/topics.php?paction=showTopic&topic_id=396|archivedate=2014-05-14|df=}}</ref> The[[ଉଇଲିଅମ condition was first described in 1785 byଉଇଦରିଙ୍ଗ]] ([[:en:William Withering|William Withering]].) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ ।<ref>{{cite book|last1=Feldman|first1=Arthur M.|title=Heart Failure: Pharmacologic Management|date=2008|publisher=John Wiley & Sons|isbn=9781405172530|page=26|url=https://books.google.com/books?id=6IfumyQQ35wC&pg=PA26|language=en|deadurl=no|archiveurl=https://web.archive.org/web/20170910174059/https://books.google.com/books?id=6IfumyQQ35wC&pg=PA26|archivedate=2017-09-10|df=}}</ref>
}}
== ଆଧାର ==
{{ଆଧାର}}