"ବଂଶୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ଛବି |
|||
୧ କ ଧାଡ଼ି:
{{ଛୋଟ|Flute}}
ବାଉଁଶ ନଳରେ ତିଆରି ଏକ ପ୍ରକାର ବାଦ୍ୟ । '''ବଂଶୀ''' ଦୁଇ ପ୍ରକାର; ଏକ ପ୍ରକାର ବଂଶୀର ଗୋଟିଏ ମୁଣ୍ଡର ରନ୍ଧ୍ରରେ ଫୁଙ୍କିବାକୁ ହୁଏ, ଯାହାକୁ ରାଧା ବଂଶୀ କୁହାଯାଏ ଏବଂ ଅନ୍ୟ ବଂଶୀର ପାର୍ଶ୍ଵସ୍ଥ ଛିଦ୍ରକୁ ଓଠ ପାଖେ ସ୍ପର୍ଶ କରି ସେ ରନ୍ଧ୍ରରେ ତୀର୍ଯ୍ୟଭାବରେ ପୁଙ୍କିବାକୁ ହୁଏ, ଯାହାକୁ କୃଷ୍ଣ ବଂଶୀ କୁହାଯାଏ ।
[[File:Mark_Seelig_Bansuri_Flute_Indian_wind_instruments_music.jpg|thumb|ବଂଶୀ]]
ପୌରାଣିକ ମତେ [[କୃଷ୍ଣ|ଶ୍ରୀକୃଷ୍ଣଙ୍କର]] ବଂଶୀନାଦ ଶୁଣିଲେ କ୍ରମାନ୍ଵୟରେ ଉଚ୍ଚାଟନ, ସ୍ତମ୍ଭନ, ବଶୀକରଣ ଓ ମୋହନ ଏହି ଚାରି ଅବସ୍ଥା ଜାତ ହୁଏ ଏହି ଅବସ୍ଥା ଅନୁସାରେ ଗୋପ କନ୍ୟାମାନଙ୍କର ବିଭିନ୍ନ ଶ୍ରେଣୀ ବିଭାଗ କରାହୋଇଅଛି ଯଥା: ବେଦକନ୍ୟା, ଦେବକନ୍ୟା, ମୁନିକନ୍ୟା ଓ ବ୍ରଜକନ୍ୟା ।
Line ୮ ⟶ ୯:
ବଶୀକରଣ ନାଦ ବଂଶୀ, ତହୁଁ ସମ୍ଭୁତ ମୁନି ଅଂଶୀ <br />
ମୋହନନାଦେ ୟେ ମରଲୀ, ତହୁଁ ବିଦିତ ବ୍ରଜବାଳୀ — ଭୂପତି. ପ୍ରେମପଞ୍ଚାମୃତ<ref>http://dsal.uchicago.edu/cgi-bin/philologic/getobject.pl?p.30:11.praharaj ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୫୨୭୮-୭୯</ref>
[[File:Indischer_Maler_um_1740_001.jpg|thumb|କୃଷ୍ଣ ବଂଶୀ ସହ]]
କୃଷ୍ଣାବତାରରେ ନନ୍ଦନନ୍ଦନ ଶ୍ରୀକୃଷ୍ଣ କେତେବେଳେ ଓ କାହାଠାରୁ ବଂଶୀଟି ପାଇଲେ ଓ ବଜାଇବା ଶିକ୍ଷା କରିଥିଲେ ସେ ସମ୍ପର୍କରେ ଶ୍ରୀମଦ୍ ଭାଗବତରେ କିଛି ଦେଖାଯାଏ ନାହିଁ । ତେବେ ବୈଷ୍ଣବମାନଙ୍କ ମତରେ ସୃଷ୍ଟି ଆରମ୍ଭରେ ପିତାମହ [[ବ୍ରହ୍ମା]] ଦେବଗଣଙ୍କୁ ନେଇ ସହସ୍ର ବର୍ଷ ବ୍ୟାପୀ ଏକ ଯାଗ କରିଥିଲେ । ଯାଗ ଶେଷରେ ସେହି ଯଜ୍ଞକୁଣ୍ଡରୁ ଏକ ବାଂଶ (ବାଉଁଶ ଗଛ) ସୃଷ୍ଟିହେଲା । ପଚିଶ ପବ ଦୈର୍ଘ୍ୟ ବିଶିଷ୍ଟ ଏହି ବାଂଶରୁ ପ୍ରଥମେ ବିଭିନ୍ନ ଦେବତା ପାଇଁ ଧନୁ ତିଆରି ହେଲା ।
* ନଅପବରେ କୋଦଣ୍ଡ ଧନୁ
|