"ଧର୍ମ ଦେବତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
|||
୨୭ କ ଧାଡ଼ି:
'''ଧର୍ମ ଦେବତା''', ୨୦୦୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଡି. ରାମ ନାଇଡ଼ୁ । ସୁରେଶ କ୍ରିଷ୍ଣା ଏବଂ ବିଜୟ ଭାସ୍କର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ରାକେଶ ଜୈନ, ସୁରେଶ ବଳ, ନମ୍ରତା ଦାସ, ଶ୍ରୀତମ ଦାସ, ରାଇମୋହନ ପରିଡ଼ା, ରୁନୁ ପରିଜା, ହର ପଟ୍ଟନାୟକ, ଜୟୀରାମ ସାମଲ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
==ଅଭିନୟ==
|