Content deleted Content added
No edit summary
୫୨ କ ଧାଡ଼ି:
==Multiple issues with images uploaded by you==
ଆପଣ ଅପଲୋଡ କରିଥିବା ସବୁଗୁଡ଼ିକ ଫଟରେ କପିରାଇଟ ଲେଖା ପାଇଲି, ସବୁଗୁଡ଼ିକ ଓଡ଼ିଆ ଉଇକି ପାଇଁ ଖୁବ ଦରକାରି, ହେଲେ ଉଇକିପିଡିଆ କପିରାଇଟ ଥିବା ଚିତ୍ର ସବୁ ନେଇପାରିବ ନାହିଁ, ମୁ ସେସବୁକୁ ଡ଼ିଲିଟ କରିବାକୁ ଲେଖୁଛି, ସେସବୁରୁ କପିରାଇଟ ଲେଖାଟି ହଟାଇ ଆଉ ଥରେ ଅପଲୋଡ କରନ୍ତୁ । --[[User:Psubhashish|ସୁଭ ପା/Subhashish Panigrahi]] ([[User talk:Psubhashish|ମୋ କଥା]]) ୦୩:୦୧, ୧୨ ମାର୍ଚ ୨୦୧୧ (UTC)
 
ହଁ, ଜେତେ ସଅଳ ହେଇପାରେ ସେତେ ସଅଳ କରିଦିଅନ୍ତୁ । --[[User:Ansumang|ansuman]] ([[User talk:Ansumang|ମୋ କଥା]]) ୧୯:୨୮, ୧୨ ମାର୍ଚ ୨୦୧୧ (UTC)