"ଆଶାରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଵ ବଦଳରେ "ବ"
ଅଖଣ୍ଡ ଭାରତ -> ବ୍ରିଟିସ ଭାରତ । କାରଣ ପ୍ରଥମଟି ରାଜନୀତିକ ପ୍ରୋପାଗାଣ୍ଡା ଆଉ ଦ୍ୱିତୀୟଟି ଐତିହାସିକ ତଥ୍ୟ
୨୦ କ ଧାଡ଼ି:
 
==ପ୍ରାଥମିକ ଜୀବନ==
ଆସାରାମଙ୍କ ଜନ୍ମ [[ପାକିସ୍ତାନ]]ର [[ସିନ୍ଧୁ ପ୍ରଦେଶ]]ର [[ନବାବଶାହ ଜିଲ୍ଲା]]ର ବେରାନି ଗ୍ରାମରେ ୧୯୪୧ ମସିହା ଅପ୍ରିଲ ୧୭ ତାରିଖରେ ହେଇଥିଲା।ହେଇଥିଲା । ତାଙ୍କ ପିତା ଥାଉମଲଜୀ ସିରୁମଲାନି ଜଣେ ଜମିଦାର ଥିଲେ।ଥିଲେ ।
 
[[ଭାରତ ବିଭାଜନ]] ସମୟରେ ତାଙ୍କ ପରିବାର ନିଜର ଘୁଞ୍ଚାନଯାଇପାରିବା ଜିନିଷପତ୍ରକୁ ସିନ୍ଧୁରେ ଛାଡ଼ି ତତ୍କାଳୀନ [[ବମ୍ବେ ରାଜ୍ୟ]]ର ଓ ଏବେର ଗୁଜରାଟରେ ଅବସ୍ଥିତ [[ଅହମଦାବାଦ]]କୁ ପଳାଇ ଆସିଥିଲେ । ଅହମଦାବାଦରେ ତାଙ୍କ ବାପା କୋଇଲା ଓ କାଠ ବିକ୍ରି ବ୍ୟବସାୟ ଆରମ୍ଭ କରିଥିଲେ ।<ref name="Daily Bhaskar 22 Aug 2013"/> ଆଶାରାମ ତାଙ୍କ ବାପାଙ୍କ ମୃତ୍ୟ ପରେ କିଛି କାଳ ସେହି ବ୍ୟବସାୟ ଚଳାଇଥିଲେ ।<ref>{{cite web|url=https://in.news.yahoo.com/how-much-are-asaram-s-assets-worth--132259632.html|title=How much are Asaram's assets worth?|date=2 September 2013|work=Yahoo News India}}</ref>
କୁହାଯାଏ ଯେ ଆସାରାମଙ୍କ ବାଲ୍ୟ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା। ଅଖଣ୍ଡ ଭାରତର ବିଭାଜନ ସମୟରେ ସେ ନିଜ ଜନ୍ମ ଭୂମି ଛାଡି ପରିବାର ସହିତ ୧୯୪୭ ମସିହାରେ ଅହମଦାବାଦ ସହରକୁ ଆସିଥିଲେ। ଥାଉମଲଜୀ ପ୍ରଥମେ ନିଜର ପରିବାରର ଭରଷ ପୋଷଣ ପାଇଁ କାଠ ଓ କୋଇଲା ବ୍ୟବସାୟ କରୁଥିଲେ ।<ref>http://epaper.divyabhaskar.co.in/index.php?editioncode1/</ref>
 
==ଆଶ୍ରମ==
"https://or.wikipedia.org/wiki/ଆଶାରାମ"ରୁ ଅଣାଯାଇଅଛି