"ଆଶାରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଵ ବଦଳରେ "ବ"
୧୧ କ ଧାଡ଼ି:
| religion = [[ହିନ୍ଦୁ]]
| Activities = Satsang, dhyan, yoga, pranayam, vedanta, spiritual discourses, bhajan and kirtan
| Guru = ସ୍ଵାମୀସ୍ବାମୀ ଶ୍ରୀଲୀଲା ଶାହାଜୀ ମହାରାଜ
| spouse = ଲକ୍ଷ୍ମୀ ଦେବୀ
| children = ନାରାୟଣ ସାଇ (ପୁଅ)<br>ଭାରତୀ ଦେବୀ (ଝିଅ)
୧୭ କ ଧାଡ଼ି:
| website = [http://www.ashram.org/ www.ashram.org]}}
 
'''ଅଶୁମଲ ଶିରୁମଲାନି''' ଆଶାରାମ ବାପୁ ଵାବା ବାପୁଜି ନାମରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ପରିଚିତ । ୧୯୭୦ ଦଶନ୍ଧି ପ୍ରାରମ୍ଭରୁ ଦେଶ ବିଦେଶରେ ୪୦୦ରୁ ଅଧିକ ଆଶ୍ରମ ପ୍ରତିଷ୍ଠା କରି ଅନେକ ଅନୁଗାମୀ ସୃଷ୍ଟି କରିଛନ୍ତି । ସେ ଜଣେ ବିବାଦୀୟ [[ଭାରତ|ଭାରତୀୟ]] [[ହିନ୍ଦୁ ଧର୍ମ]] ଗୁରୁ ଓ ଜଣେ ଆତ୍ମଘୋଷିତ ଭଗବାନ ଅଟନ୍ତି ।<ref name="thai-demolish">{{cite web|url=http://www.thaindian.com/newsportal/uncategorized/asaram-ashram-encroachment-demolished-in-gujarat_100466359.html|title=Asaram ashram encroachment demolished in Gujarat - Thaindian News |publisher=Thaindian.com |date=2010-11-27|accessdate=2013-01-11}}</ref>.<ref name="Diplomat 2013 Jan">{{cite news|title=The Real War on Women…in India|url=http://thediplomat.com/2013/01/09/indias-women-problems-its-not-just-about-rape/|accessdate=22 January 2013|newspaper=The Diplomat|date=Jan 9, 2013}}</ref><ref>{{cite web|title=Asaram Bapu arrested by Jodhpur police in sexual assault case|url=http://www.ndtv.com/article/india/asaram-bapu-arrested-by-jodhpur-police-in-sexual-assault-case-412839|publisher=NDTV|accessdate=1 September 2013}}</ref> ହିନ୍ଦୁଧର୍ମର ସାଧୁମାନଙ୍କୁ ନେଇ ଗଠିତ ଏକ ସଂଗଠନ ଅଖିଳ ଭାରତୀୟ ଆଖଡ଼ା ପରିଷଦଙ୍କ ଦ୍ୱାରା ପ୍ରକାଶିତ ଠକ ହିନ୍ଦୁ ସାଧୁଙ୍କ ତାଲିକାରେ ସେ ସ୍ଥାନ ପାଇଛନ୍ତି । ଏବେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ସେ ଜେଲ ଦଣ୍ଡ ଭୋଗକରୁଛନ୍ତି ।
 
==ପ୍ରାଥମିକ ଜୀବନ==
୨୮ କ ଧାଡ଼ି:
 
==ବିବାଦ==
ତାଙ୍କ ବିରୁଦ୍ଧରେ ୨୦୧୩ ମସିହାରେ ଏକ ୧୬ ବୟସୀ ବଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ଅଭିଯୋଗ ଥିଲା ଯେ, ତାଙ୍କ ପିତାମାତାଙ୍କୁ ଚକ୍ରାନ୍ତ କରି ଯୋଧପୁର ନିକଟସ୍ଥ ଛିଣ୍ଡୱାରା ଆଶାରାମ ଆଶ୍ରମକୁ ନିଆଯାଇଥିଲା । ଦୁଷ୍ଟ ଆତ୍ମାର ପ୍ରଭାଵପ୍ରଭାବ କାଢ଼ିବା ଆଳରେ ତାଙ୍କ ସହ ଶାରୀରିକ ଅସାଦାଚାର କରାଯାଇଥିଲା । ଚାର୍ଜସିଟରେ ଆଶାରାମ ଦୁଷ୍କର୍ମ, ମାନଵମାନବ ଚୋରାଚାଲାଣ, ଏବଂ ଯୌନ ଅପରାଧ କରୁଥିବାର ଉଲ୍ଲେଖ ଥିଲା ।
 
ଶୁଣାଣି ଚାଲିଥିବା ୪ ବର୍ଷ ମଧ୍ୟରେ ୯ ଜଣ ସାକ୍ଷଙ୍କୁ ଆକ୍ରମଣ ହୋଇଥିଲା । ସେଥିରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଜୁନ ୨୦୧୪ରେ ଆଶାରାମଙ୍କ ଡାକ୍ତର ଅମୃତ ପ୍ରଜାପତି [[ଗୁଜରାଟ]]ର ରାଜକୋଟଠାରେ ମୃତ୍ୟୁ ଘଟିଥିଲା । ତାଙ୍କର ରୋଷେଇଆ ଅଖିଳ ଗୁପ୍ତା ଏବଂ ଅନ୍ୟ ଜଣେ ସାକ୍ଷୀ କୃପାଳ ସିଂହଙ୍କୁ 2014ମସିହାରେ [[ଉତ୍ତର ପ୍ରଦେଶ]]ଠାରେ ଗୁଳି ମାରି ହତ୍ୟା କରାଯାଇଥିଲା । ମହେନ୍ଦ୍ର ଚାଵଲାଚାବଲା ଓ ରାହୁଲ ସଚନ ଦୁଇ ଅନ୍ୟତମ ସାକ୍ଷୀଙ୍କୁ ୨୦୧୫ରେ ଯୋଧପୁର କୋର୍ଟ ପରିସରରେ ଆକ୍ରମଣ ହୋଇଥିଲା ଏବଂ ସେମାନେ ବଞ୍ଚିଯାଇଥିଲେ। <ref> https://www.ndtv.com/india-news/asaram-rape-case-verdict-in-jodhpur-jail-today-massive-security-outside-10-points-1842388?amp=1&akamai-rum=off&__twitter_impression=true</ref>
 
==ଆଧାର==
"https://or.wikipedia.org/wiki/ଆଶାରାମ"ରୁ ଅଣାଯାଇଅଛି