"ଆଶାରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଆଶ୍ରମ: ଅଧିକ ତଥ୍ୟ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
→‎ବିବାଦ: ଅଧିକ ତଥ୍ୟ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୮ କ ଧାଡ଼ି:
 
==ବିବାଦ==
ତାଙ୍କ ୨୦୧୩ ମସିହାରେ ଏକ ୧୬ ବୟସୀ ବଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ଅଭିଯୋଗ ଥିଲା ଯେ ତାଙ୍କ ପିତାମାତାଙ୍କୁ ଚକ୍ରାନ୍ତ କରି ଯୋଧପୁର ନିକଟସ୍ଥ ଛିଣ୍ଡୱାରା ଆଶାରାମ ଆଶ୍ରମକୁ ନିଆଯାଇଥିଲା । ଦୁଷ୍ଟ ଆତ୍ମାର ପ୍ରଭାଵ କାଢ଼ିବା ଆଳରେ ତାଙ୍କ ସହ ଶାରୀରିକ ଅସାଦାଚାର କରାଯାଇଥିଲା । ଚାର୍ଜସିଟରେ ଆଶାରାମ ଦୁଷ୍କର୍ମ, ମାନଵ ଚୋରାଚାଲାଣ, ଏବଂ ଯୌନ ଅପରାଧ କରୁଥିବାର ଉଲ୍ଲେଖ ଥିଲା ।
ଶୁଣାଣି ଚାଲିଥିବା ୪ ବର୍ଷ ମଧ୍ୟରେ ୯ ଜଣ ସାକ୍ଷଙ୍କୁ ଆକ୍ରମଣ ହୋଇଥିଲା । ସେଥିରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଜୁନ ୨୦୧୪ରେ ଆଶାରାମଙ୍କ ଡାକ୍ତର ଅମୃତ ପ୍ରଜାପତି [[ଗୁଜରାଟ]]ର ରାଜକୋଟଠାରେ ମୃତ୍ୟୁ ଘଟିଥିଲା । ତାଙ୍କର ରୋଷେଇଆ ଅଖିଳ ଗୁପ୍ତା ଏବଂ ଅନ୍ୟ ଜଣେ ସାକ୍ଷୀ କୃପାଳ ସିଂହଙ୍କୁ 2014ମସିହାରେ [[ଉତ୍ତର ପ୍ରଦେଶ]]ଠାରେ ଗୁଳି ମାରି ହତ୍ୟା କରାଯାଇଥିଲା । ମହେନ୍ଦ୍ର ଚାଵଲା ଓ ରାହୁଲ ସଚନ ଦୁଇ ଅନ୍ୟତମ ସାକ୍ଷୀଙ୍କୁ ୨୦୧୫ରେ ଯୋଧପୁର କୋର୍ଟ ପରିସରରେ ଆକ୍ରମଣ ହୋଇଥିଲା ଏବଂ ସେମାନେ ବଞ୍ଚିଯାଇଥିଲେ। <ref> https://www.ndtv.com/india-news/asaram-rape-case-verdict-in-jodhpur-jail-today-massive-security-outside-10-points-1842388?amp=1&akamai-rum=off&__twitter_impression=true</ref>
 
==ଆଧାର==
"https://or.wikipedia.org/wiki/ଆଶାରାମ"ରୁ ଅଣାଯାଇଅଛି