"ସ୍ୱେତାନା ପିରୋନ୍‌କୋଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୪୨ କ ଧାଡ଼ି:
ପିରୋନ୍‌କୋଭା ୨୦୦୫ରେ [[ଇସ୍ତାନାବୁଲ୍]] କପ୍‌ରେ ତାଙ୍କ ପ୍ରଥମ ଡବ୍ଲ୍ୟୁଟିଏ ଟୁର୍ ଖେଳିଥିଲେ ଓ ଖେଳ ଜିବନର ପ୍ରାରମ୍ଭରେ ମଝିମଝିଆ ସଫଳତା ପାଇଥିଲେ । ଏହ ୨୦୧୦ରେ ପରିବର୍ତ୍ତନ ହୋଇଥିଲା, ଯେତେବେଳେ ସେ ୧-୪ ରେକର୍ଡ୍‌ରେ ମ୍ଯାଚ୍ ଜିତି [[ୱିମ୍ବେଲ୍‌ଡ଼ନ୍ ପ୍ରତିଯୋଗିତା]]ରେ ପ୍ରବେଶ କରିଥିଲେ ଓ ଦ୍ୱିତୀୟ ବୁଲ୍‌ଗେରିଆ ଖେଳାଳି ଭାବେ କୌଣସି ଏକ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ । ଏହି ପ୍ରତିଯୋଗିତା ପରେ ସେପ୍ଟେମ୍ବର ୨୦୧୦ରେ ତାଙ୍କ ଡବ୍ଲ୍ୟୁଟିଏ କ୍ରମାଙ୍କ ସର୍ବାଧିକ ୩୧ ନଂରେ ପ‌ହଁଞ୍ଚିଥିଲା । ଏହା ପରବର୍ଷ ୱିମ୍ବେଲ୍‌ଡ଼ନ୍‌ରେ ସେ କ୍ୱାର୍ଟର୍‌ଫାଇନାଲ୍ ପର୍ଯ୍ୟନ୍ତ ପ‌ହଁଞ୍ଚିଥିଲେ ଓ '''ଦି ୱିମ୍ବେଲ୍‌ଡ଼ନ୍ ଡାର୍କ୍‌ହର୍ସ୍‌'''ର ମାନ୍ୟତା ପାଇଥିଲେ ।<ref>[http://www.dailymail.co.uk/sport/tennis/article-2344407/Tsvetana-Pironkova--Wimbledon-dark-horse.html Tsvetana Pironkova - find out more about the Wimbledon dark horse | Daily Mail Online<!-- Bot generated title -->] {{webarchive|url=https://web.archive.org/web/20160304025204/http://www.dailymail.co.uk/sport/tennis/article-2344407/Tsvetana-Pironkova--Wimbledon-dark-horse.html |date=4 March 2016 }}</ref> ତାଙ୍କର ନାଟକୀୟ କ୍ରମାଙ୍କ ବୃଦ୍ଧି ସ‌ହ ସେ ଗ୍ରାଣ୍ଡ୍‌ସ୍ଲାମ୍ ପ୍ରତିଯୋଗିତାରେ ମଧ୍ୟ ବ‌ହୁ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପରାସ୍ତ କରିଥିଲେ ।<ref name=phenomenon>{{cite web|url=http://www.wtatennis.com/news/ranking-movers-watson-heads-back-towards-top-100-territory|title=Ranking movers: Watson heads back towards Top 100 territory|work=[[Women's Tennis Association]]|date=3 July 2017|accessdate=8 July 2017|deadurl=no|archiveurl=https://web.archive.org/web/20170707095643/http://www.wtatennis.com/news/ranking-movers-watson-heads-back-towards-top-100-territory|archivedate=7 July 2017|df=dmy-all}}</ref><ref name="thetennisisland.com">[http://thetennisisland.com/2015/01/15/a-beginners-guide-tsvetana-pironkova/ A Beginner’s Guide: Tsvetana Pironkova – The Tennis Island<!-- Bot generated title -->] {{webarchive|url=https://web.archive.org/web/20150722222902/http://thetennisisland.com/2015/01/15/a-beginners-guide-tsvetana-pironkova/ |date=22 July 2015 }}</ref>
 
ପିରୋନ୍‌କୋଭା ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ପ୍ରତିଯୋଗିତା [[୨୦୧୪ ଆପିଆ ଆନ୍ତର୍ଜାତୀୟ]]ରେ ତିନି ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ଏକାଧାରରେ ପରାସ୍ତ କରି ଜିତିଥିଲେ । ସେ [[୨୦୧୬ ଫ୍ରେଞ୍ଚ୍ ଓପେନ୍‌]]ରେ ବିଶ୍ୱ କ୍ରମାଙ୍କ ୨ ରାଡ଼୍‌ୱାନ୍‌ସକାଙ୍କୁ ପରାସ୍ତ କରି କାୱରାଟର୍‌ଫାଇନାଲ୍‌ରେ ପ‌ହଁଞ୍ଚିଥିଲେ । ଏହାକୁ ମିଶାଇ ପିରୋନ୍‌କୋଭା ସର୍ବମୋଟ ୧୨ ଜଣ ଶ୍ରେଷ୍ଠ ୧୦ ଖେଳାଳିଙ୍କୁ ହରାଇଥିଲେ । [[୨୦୧୭ ୱିମ୍ବେଲ୍‌ଡ଼ନ୍ ପ୍ରତିଯୋଗିତା]] ପରେ ପିରୋନ୍‌କୋଭ, ନିଜର ମହିଳା ପୋଷାକ ଓ ଜୀବନ ଶୈଳୀ ବ୍ରାଣ୍ଡ୍, '''ପିରୋନେଟିକ୍‌'''ର ବଜାର ପ୍ରବେଶ କରାଇଥିଲେ ।<ref name="pironetic">{{cite web|title=Pironetic|publisher=Pironetic|accessdate=5 October 2017|url=http://pironetic.com|deadurl=no|archiveurl=https://web.archive.org/web/20171005202022/http://pironetic.com/|archivedate=5 October 2017|df=dmy-all}}</ref><ref name="tk">{{cite web|last=Orlinov|first=Borislav|title=Pironetic|publisher=TennisKafe.com|accessdate=5 October 2017|url=http://www.tenniskafe.com/tag/pironetic/|date=3 July 2017|deadurl=no|archiveurl=https://web.archive.org/web/20171005152004/http://www.tenniskafe.com/tag/pironetic/|archivedate=5 October 2017|df=dmy-all}}</ref> ସେ '''ନ୍ୟୁୟର୍କ୍ ଟାଇମ୍‌ସ''' ଦ୍ୱାରା "cerebral" grass-court abilities ପାଇଁ ପ୍ରସିଦ୍ଧି ପାଇଥିଲେ ଓ [[ଏମ୍ଏସ୍ଏନ୍‌]] ଦ୍ୱାରା ସବୁଠାରୁ ସୁନ୍ଦରୀ ମହିଳା କ୍ରୀଡ଼ାବିତ୍‌ର ସମ୍ମାନ ପାଇଥିଲେ ।<ref name=times>{{cite news |first=Ben |last=Rothenberg |title=Something About Wimbledon Agrees With Lisicki and Pironkova |work=[[The New York Times]] |date=28 June 2013 |accessdate=30 June 2013 |url=http://straightsets.blogs.nytimes.com/2013/06/28/something-about-wimbledon-agrees-with-lisicki-and-pironkova/?_r=0}}</ref><ref>{{cite news |first= |last= |title=Bold and the beautiful. Most gorgeous sporting ladies |work=MSN |date=25 September 2011 |accessdate=20 December 2011 |quote= |url=http://sports.in.msn.com/gallery/photoviewer.aspx?cp-documentid=3199793&page=13|deadurl=yes|archiveurl=https://web.archive.org/web/20140106172255/http://sports.in.msn.com/gallery/bold-and-the-beautiful-most-gorgeous-sporting-ladies?page=13|archivedate=6 January 2014}}</ref>
 
==ବ୍ୟକ୍ତିଗତ ଜୀବନ==