"ସାନିଟାରି ନ୍ୟାପ୍‌କିନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୭ କ ଧାଡ଼ି:
== ସାଧାରଣ ==
ରକ୍ତପାତ ସମ୍ୟୟେର ମହିଳାମାନଙ୍କ ପାଇଁ ସାନିଟାରି ନାପକିନ ନିହାତି ଦରକାରୀହୋଇଥାଏ। ଯଦି ହଠାତ କାହା ପାଖେର ସାନିଟାରି ନାପକିନ ତତ୍‌କ୍ଷଣାତ ଉପଲବ୍ଧ ହେଉନାହିଁ ତ ସେମାନେ ଟ୍ଏଲଟ୍‌ପେପର୍‌ ମଧ୍ୟ ବ୍ୟବହାର କରିଥାନ୍ତି। ଏହାର ଭିନ୍ନ ବ୍ରାଣ୍ଡ୍‌ ରହିଛି ଜେପରି େକାେଟକ୍ସ, ଅଲ୍‌େଓ୍ଵଜ୍‌, େଷ୍ଟଫ୍ରି ଇତ୍ୟାଦି।
*ମେନ୍ସୁରାଲ୍ ପ୍ୟାଡ୍ ରପ୍ୟାଡ୍ର ପ୍ରକାର: ଏହିମେନ୍ସୁରାଲ୍ ପ୍ୟାଡ୍ ବିଭିନ୍ନ ପ୍ରକାରର ରହିଛି। ଏହାକୁ ଥରେ ବ୍ୟବହାର କରିବା ପାରେ ଫୋପଡ଼ା ଯାଇଥାଏ। ସଗୁଡ଼ିକ ହଲା।
*ପ୍ୟାଣ୍ଟି ଲାଇନର୍: ସାଧାରଣ ରକ୍ତସ୍ରାବ ରୋକିବାପାଇଁ ଏହି ଧରଣରମେନ୍ସୁରାଲ୍ ପ୍ୟାଡ୍ ବ୍ୟବହାର କରାଯାଇଥାଏ।
*ଅଲଟ୍ରା ଥିନ୍: ଅନ୍ୟ ସମସ୍ତମେନ୍ସୁରାଲ୍ ପ୍ୟାଡ୍ ଅାେପକ୍ଷା ଏହା ଅାରାମ ଦାୟକ। ଏହା ସବର୍ବହୁଳ ବ୍ୟବହୃତ ସାନିଟାରି ନାପ୍କିନ୍।