"ଧର୍ମେନ୍ଦ୍ର ପ୍ରଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେNo edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୪ କ ଧାଡ଼ି:
}}
 
'''ଧର୍ମେନ୍ଦ୍ର ପ୍ରଧାନ''' ଜଣେ [[ଭାରତ|ଭାରତୀୟ]] ରାଜନେତା ଓ ନୃତତ୍ତ୍ୱବିତ । ବର୍ତ୍ତମାନ [[ଏନଡିଏ]] ସରକାରଙ୍କ ଅଧୀନରେ କେନ୍ଦ୍ର [[ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ]]ର ରାଷ୍ଟ୍ରମନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ସେ ମାର୍ଚ୍ଚ ୨୦୧୨ରେ [[ବିହାର]]ରୁ [[ରାଜ୍ୟସଭା]]କୁ ନିର୍ବାଚିତ ହୋଇଥିଲେ ।<ref>{{Cite web | last = | first = | authorlink = | coauthors = | title =BJP gives in to JD(U) pressure, denies Rajya Sabha ticket to Ahluwalia | work = | publisher = Indian Express | date = 20 March 2012 | url =http://articles.timesofindia.indiatimes.com/2012-03-20/india/31214282_1_central-election-committee-meeting-bjp-s-s-ahluwalia | format = | doi = | accessdate = }}</ref> ୨୦୧୮ ଏପ୍ରିଲ ୩ରେ ଦ୍ଵିତୀୟ ଥର ପାଇଁ [[ମଧ୍ୟପ୍ରଦେଶ]]ରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
 
==ଶିକ୍ଷାଗତ ଯୋଗ୍ୟତା==
୪୬ କ ଧାଡ଼ି:
 
* ୩ ଏପ୍ରିଲ ୨୦୧୮ [[ମଧ୍ୟପ୍ରଦେଶ]]ରୁ ରାଜ୍ୟସଭା ସାଂସଦ (ବିଜେପି)
*୨୦୧୩ରୁ ଏବେଯାଏଁ [[ବିହାର]] ବିଜେପି ରାଜ୍ୟ ଭାରପ୍ରାପ୍ତ ଅଧିକାରୀ
* ୨୦୧୧ରୁ ୨୦୧୩ ବିଜେପିରୁ [[କର୍ଣ୍ଣାଟକ]] ରାଜ୍ୟ ନିର୍ବାଚନ ପାଇଁ ଭାରପ୍ରାପ୍ତ ଅଧିକାରୀ
* ୨୦୧୦ରୁ ଏବେଯାଏଁ ବିହାର ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ସହ-ଭାରପ୍ରାପ୍ତ ଅଧିକାରୀ, [[ଉତ୍ତରାଖଣ୍ଡ]] ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ଭାରପ୍ରାପ୍ତ ଅଧିକାରୀ
* ୨୦୧୨ ରୁ ୨ ଏପ୍ରିଲ ୨୦୧୮ [[ବିହାର]]ରୁ ରାଜ୍ୟସଭା ସାଂସଦ (ବିଜେପି)
* ୨୦୧୦ରୁ ଏବେଯାଏଁ ବିଜେପିରେ ଅଖିଳ ଭାରତୀୟ ଜେନେରାଲ ସେକ୍ରେଟାରୀ , ଭାରତୀୟ ଜନତା ଯୁଵମୋର୍ଚ୍ଚା (BJYM) ଭାରପ୍ରାପ୍ତ ଅଧିକାରୀ
* ୨୦୦୭- ୨୦୧୦ ଜାତୀୟ ସଚିବ,- ବିଜେପି, [[ଛତିଶଗଡ଼]] ରାଜ୍ୟ ବିଜେପି ଭାରପ୍ରାପ୍ତ ଅଧିକାରୀ
* ୨୦୦୪ - ୨୦୦୯ ଲୋକସଭା ସାଂସଦ [[ଦେବଗଡ଼ ଲୋକସଭା]] ନିର୍ବାଚନ ମଣ୍ଡଳୀ]] (ବିଜେପି)
* ୨୦୦୪ - ୨୦୦୬ ଜାତୀୟ ପ୍ରେସିଡେଣ୍ଟ, ଭାରତୀୟ ଜନତା ଯୁଵମୋର୍ଚ୍ଚା
* ୨୦୦୦- ୨୦୦୪ ଓଡ଼ିଶା ବିଧାନସଭା ବିଧାୟକ [[ପାଳଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ]]